ନାଗ ସାପ ଓ ନେଉଳ ର ଭୟଙ୍କର ଲଢେଇ । ଦେଖିଲେ ଆପଣ ବି ଭୟଭୀତ ହୋଇଯିବେ । ଦେଖନ୍ତୁ Video ।

 

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ ,ବର୍ତ୍ତମାନ ଦେଖିବାକୁ ମିଳୁଛି ସାପ ଓ ନେଉଳର ଏପରି ଏକ ଭିଡିଓ, ଆପଣମାନେ ବି ଦେଖିଲେ ଆଶ୍ଚର୍ଯ୍ୟ ହୋଇଯିବେ ।ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ଓ video ଦେଖନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

ଦର୍ଶକ ବନ୍ଧୁ ଆପଣ ମାନେ ତ ଏହା ଜାଣିଛନ୍ତି ଯେ ବର୍ତ୍ତମାନ ସମୟ ରେ ଅନଲାଇନ୍ ର କେତେ ମାତ୍ରା ରେ ଆବଶ୍ୟକତା ରହିଛି । ବର୍ତ୍ତମାନ ଛୋଟ ପିଲା ଙ୍କ ଠାରୁ ଆରମ୍ଭ କରି ବୟସ୍କ ବ୍ୟକ୍ତି ଙ୍କ ପର୍ଯ୍ୟନ୍ତ ସମସ୍ତେ ଅନ୍ ଲାଇନ୍ ସହ ଯୋଡିତ ଅଛନ୍ତି । ତେବେ ବର୍ତ୍ତମାନ ସବୁ କିଛି କାମ ଅନଲାଇନ୍ ମାଧ୍ୟମ ରେ କରି ହେଉଛି । ବର୍ତ୍ତମାନ ସମୟ ରେ ସୋସିଆଲ ମିଡିଆରେ ନାଗ ସାପ ଓ ନେଉଳ ର ଏମିତି ଏକ ଭିଡିଓ ଭାଇରାଲ ହେଉଛି ଯାହାକୁ ଦେଖିଲେ ଆପଣ ବି ଚକିତ ହୋଇଯିବେ ।

 

ତେବେ ବର୍ତ୍ତମାନ ସମୟ ରେ ସାମ୍ନା କୁ ଆସିଥିବା ଭିଡିଓ ଟି ରେ ଏହା ଦେଖା ଯାଇଛି ଯେ ,ଏକ ବଡ କୋବ୍ରା ସାପ ଘରର ଗୋଟେ କୋଣରେ ଉପରକୁ ଚଢିବାକୁ ଚେଷ୍ଟା କରୁଛି । ତେବେ ସାପ ଟି ଯେତେବେଳେ ଅଧାଅଧି ଉପରକୁ ମଧ୍ୟ ଚଢି ଯାଇଛି, ସେହି ସମୟରେ ଦୁଇଟି ନେଉଳ ସେଠାକୁ ଆସିଥିଲେ। ତେବେ ସେହି ଦୁଇଟି ନେଉଳ ହେଉଛନ୍ତି ମାଆ ଏବଂ ଛୁଆ ନେଉଳ ।

ଯେତେବେଳେ ନେଉଳଟି ର ନଜର ସାପଟି ଉପରେ ପଡ଼ିଲା ସେତେବେଳେ ନେଉଳଟି ସାପଟିକୁ କ୍ଷ-ତ ପହଁଞ୍ଚାଇବାକୁ ଚେଷ୍ଟା କଲା । ଏହାପରେ ସାପ ଟି ସେହି ନେଉଳ କୁ ୩,୪ ଥର ଚୋଟ ମା-ରି-ଥି-ଲା, ହେଲେ ନେଉଳଟି ନିଜକୁ ବଞ୍ଚାଇ ଦେଇଥିଲା। ଆଉ ଏହାପରେ ଦୁଇଟି ନେଉଳ ସେଠାରୁ ଚାଲି ଯାଇଥିଲେ।

 

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *