ଆମେରିକା ଓ ଭାରତ ସମ୍ପର୍କ ରେ ଫାଟ ! ଆମେରିକା ରାଷ୍ଟ୍ରପତି ବାଇଡେନ ଦେଲେ ଭାରତ କୁ କଡା ଚେତାବନୀ | ଭାରତ ଉପରେ ଚୀନ ଆକ୍ରମଣ କଲେ…

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ଭାରତକୁ ଆମେରିକାର କଡା ଚେତାବନୀ, ଚୀନ ଆକ୍ରମଣ କଲେ ରୁଷ ବଞ୍ଚାଇବାକୁ ଆସିବ ନାହିଁ।ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

ସବୁ ଆଡେ ଗୋଟିଏ ଖବର । ଋଷ ଓ ୟୁକ୍ରେନ ମଧ୍ୟରେ ଚାଲିଛି ଯୁଧ୍ୟ । ଯୁଦ୍ଧ ରେ ଅନେକ ଦିନ ବିତିଗଲାଣି । ୟୁକ୍ରେନ ଉପରେ ଋଷ ଭାରି ପଡିଛି । ୟୁକ୍ରେନ ର ବାସିନ୍ଦା ମାନଙ୍କୁ ଋଷ ର ଆକ୍ରମଣ ମହଙ୍ଗା ପଡିଛି । ୟୁକ୍ରେନ ର ଅନେକ ସହର ରେ ନିଆଁ ଲାଗି ସାରିଛି । ଦୁଇ ଦେଶ ର ସେନା ସୀମା ରେ ବୃତାୟନ ହୋଇ ରହିଛି । ଋଷ ର ମୂଳ ଲକ୍ଷ୍ୟ ହେଉଛି ୟୁକ୍ରେନ ର ରାଜଧାନୀ କିବ ରେ ଦଖଲ ଅନ୍ଦାଜ କରିବା । 

 

ଋଷି ସେନାମାନେ ୟୁକ୍ରେନର ଅନେକ ନଗର ଧ୍ଵଂସ କରିବା ପରେ ଏବେ ରାଜଧାନୀ କିଭରେ ପହଞ୍ଚି ଯାଇଛନ୍ତି। ୟୁକ୍ରେନ ଉପରେ ଆକ୍ରମଣ ପରଠୁ ଆମେରିକା ରୁଷ ଉପରେ ଅନେକ ପ୍ରକାରର କଟକଣା ଲଗାଇ ସାରିଛି। ନିଜେ ଯେମିତି କଟକଣା ଲଗାଇଛି ଠିକ୍ ସେହି ପରି ଅନ୍ୟ ଦେଶ ମଧ୍ୟ ରୁଷ ଉପରେ ମଧ୍ୟ ପ୍ରତିବନ୍ଧକ ଲଗାନ୍ତୁ ବୋଲି ଚାହେଁ ଆମେରିକା। 

 

ଭାରତ ଆମେରିକାର କଟକଣା ସତ୍ତ୍ଵେ ରୁଷ ସହିତ ନିଜ ସଂପର୍କ ଉପରେ ପ୍ରଭାବ ପକାଇବାକୁ ଦେଇ ନାହିଁ। ଏହି କାରଣରୁ ଆମେରିକା ରୁଷଠୁ ଭାରତର ଉର୍ଜା ଏବଂ ଅନ୍ୟ ସାମଗ୍ରୀର ଆମଦାନୀ ଅଧିକ ନହେଉ ବୋଲି ଚାହୁଁଛି। ୟୁଏସ ଡେପୁଟୀ ରାଷ୍ଟ୍ରୀୟ ସଚିବ ଦଲୀପ ସିଂହ ଗୁରୁବାର କହିଛନ୍ତି, ସେହି ଦେଶଗୁଡିକୁ ମଧ୍ୟ ପରିଣାମ ଭୋଗିବାକୁ ପଡିବ, ଯିଏ ରୁଷ ବିରୋଧରେ ଲଗାଯାଉଥିବା କଟକଣାକୁ ରୋକିବାକୁ ପ୍ରୟାସ କରୁଛନ୍ତି। 

 

 ଆମେରିକୀୟ-ଭାରତୀୟ ପରାମର୍ଶଦାତା ତଥା ମସ୍କୋ ବିରୋଧରେ ଓ୍ଵାଶିଂଟନ ପକ୍ଷରୁ ଦଣ୍ଡାତ୍ମକ ଆର୍ଥିକ କଟକଣା ଲଗାଇବାରେ ଗୁରୁତ୍ଵପୂର୍ଣ୍ଣ ଭୂମିକା ଗ୍ରହଣ କରିଥିବା ଦଲୀପ ସିଂହ ୟୁକ୍ରେନ ପ୍ରସଙ୍ଗରେ ଭାରତ ସହ ଆଲୋଚନା କରିବାକୁ ଆସିଛନ୍ତି।ଦଲୀପ ସିଂହ ଭାରତକୁ ଚେତାବନୀ ଦେଇ କହିଛନ୍ତି, ରୁଷ ଆପଣଙ୍କ ରକ୍ଷା କରିବାକୁ ଆସିବ ନାହିଁ। ଭାରତ ଏହି ଭ୍ରମରେ ପଡିବା ଉଚିତ୍ ନୁହେଁ ଯେ, ଯଦି ଚୀନ ଏଲଏସର ଉଲ୍ଲଂଘନ କରେ ତେବେ ରୁଷ ତାକୁ ବଞ୍ଚାଇବାକୁ ଆସିବ ନାହିଁ। କାରଣ ଚୀନ ଏବଂ ରୁଷ ଏବେ ପରସ୍ପରର ଗୁରୁତ୍ଵପୂର୍ଣ୍ଣ ସହଯୋଗୀ ପାଲଟିଛନ୍ତି। ଭାରତକୁ ଏହା ବୁଝି ଯିବା ଉଚିତ୍ ବୋଲି ସେ କହିଛନ୍ତି।

 

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *