ଆପଣ ମାନେ ତ ଏହା ଭଲ ଭାବରେ ଜାଣିଛନ୍ତି ଯେ ଆଇ-ପି-ଏଲ ୨୦୨୧ ର ସଂ-ସ୍କ-ର-ଣ ବର୍ତ୍ତମାନ କିଛି ଦିନ ତଳେ ସ-ମା-ପ୍ତ ହୋଇ ସାରିଛି। ଯେଉଁଥିରେ କି ଚା-ମ୍ପି-ୟା-ନ ହୋଇଥିଲା ଚେନ୍ନାଇ ସୁପର କିଂଗ୍ସ । ଏହି ବର୍ଷ ହୋଇଥିବା ଆଇପିଏଲ ରେ କିଛି ଭଲ ଖେଳାଳି ନିଜର ଉତ୍ତମ ପ୍ରଦର୍ଶନ କରି ପାରି ନଥିଲେ । ସୂଚନାଯୋଗ୍ୟ କଥା ଏହା ଯେ , ପରବର୍ତ୍ତୀ ଆଇ-ପି-ଏଲ ସିଜିନ ରେ ଏକ ନୂଆ ମେଗା ଅ-କ୍ସ-ନ ହେବ ଯେଉଁଥିରେ କି ପ୍ରତ୍ୟେକ ଦଳ ର ୩ ରୁ ୪ ରି ଖେଳାଳି ଙ୍କୁ ଛାଡି ଅନ୍ୟ ସମସ୍ତ ଖେଳାଳିଙ୍କ ନାମ ଅ-କ୍ସ-ନ ରେ ସାମିଲ କରାଯିବ । ସୂତ୍ର ରୁ ଯାହା ଜଣ ପଡ଼ୁଛି ଅ-କ୍ସ-ନ ରେ ମଧ୍ୟ ସାମିଲ ହୋଇପାରେ ଡେଭିଡ ୱାର୍ନର ଙ୍କ ନାମ ।
ଚଳିତ ବର୍ଷ ଆଇ-ପି-ଏଲ ସଂସ୍କରଣ ରେ ସନ୍ ରାଇଜର୍ସ ହାଇଦ୍ରାବାଦ ର ଅଧିନାୟକ ୱାର୍ନର ବହୁତ୍ ଖରାପ ପ୍ରଦର୍ଶନ କରିଥିଲେ ଏବଂ ଯେଉଁଥିପାଇଁ ତାଙ୍କର ଟିମ୍ କୁ ବହୁତ୍ କ୍ଷତି ସହିବାକୁ ପଡ଼ିଥିଲା । ଏହା ପରେ ସନ୍ ରାଇଜର୍ସ ଟିମ ର ମ୍ୟାନେଜମେଣ୍ଟ ୱାର୍ନର ଙ୍କୁ ଅଧିନାୟକ ପଦରୁ ହଟାଇ ୱିଲିୟମସ ନ ଙ୍କୁ ଅଧିନାୟକ ପଦ ଦେଇଥିଲେ ଏବଂ ଏହା ପରେ ତାଙ୍କୁ ଦଳ ରୁ ମଧ୍ୟ କାଢି ଦେଇଥିଲେ। ଏହା ପରେ ୱାର୍ନରଙ୍କୁ ପ୍ୟାଭିଲିୟନ ରେ ବସି ନିଜ ଟିମ୍ କୁ ଉ-ତ୍ସା-ହି-ତ କରୁଥିବାର ଦେଖିବାକୁ ମିଳିଥିଲା ।
ୱାର୍ନର ୨୦୧୪ ମସିହା ରେ ସନ୍ ରାଇଜର୍ସ ହାଇଦ୍ରାବାଦ ଦଳ ର ଦାଇତ୍ଵ ସମ୍ଭାଳି ଥିଲେ ଏବଂ ସେ ଆଇପିଏଲ ରେ ୪୧.୬୦ ଷ୍ଟ୍ର।ଇକ ରେଟ୍ ସହିତ ୧୫୦ ଟି ମ୍ୟାଚ ଖେଳି ସମୁଦାୟ ୫୪୪୯ ରନ ସଂଗ୍ରହ କରି ସାରିଛନ୍ତି । କିନ୍ତୁ ଚଳିତ ବର୍ଷ ଆଇ-ପି-ଏଲ ରେ ସେ ବହୁତ୍ ଖରାପ ପ୍ରଦର୍ଶନ କରିଥିଲେ ଯେଉଁଥି ପାଇଁ ତାଙ୍କୁ ଡଗ ଆଉଟରେ ମଧ୍ୟ ବସିବା ପାଇଁ ସୁଯୋଗ ମିଳି ନଥିଲା । ଆଇ-ପି-ଏଲ ର ଏହି ଶିଯିନ ର ଦ୍ୱିତୀୟ ପ-ର୍ଯ୍ୟା-ୟ ରେ ଏହା ଦେଖିବାକୁ ମିଳିଥିଲା ଯେ ସେ ଦର୍ଶକ ମାନଙ୍କ ମେଳରେ ଷ୍ଟା-ଣ୍ଡ ରେ ବସି ଖେଳ ଦେଖୁଥିଲେ ।
ଗତ କିଛି ଦିନ ପୂର୍ବରୁ ହୋଇଥିବା ଆଇ-ପି-ଏଲ ର ଫାଇନାଲ ମ୍ୟାଚ ପୂର୍ବରୁ ସେ ନିଜର ଝିଅ ସହ ଏକ ଫଟୋ ଟ୍ୱିଟର ଏବଂ ଇନଷ୍ଟାଗ୍ରାମ ରେ ପୋଷ୍ଟ କରିଥିଲେ ଯେଉଁଥିରେ କି ସେ ଚେନ୍ନାଇ ସୁପର କିଂଗ୍ସ ର ଡ୍ରେସ ପିନ୍ଧି ଥିବାର ନଜର ଆସିଥିଲେ ଏବଂ ସେ ଏହା ପରେ ଏହା ମଧ୍ୟ ଜଣାଇ ଥିଲେ ଯେ ସେ ଜଣେ ଦର୍ଶକଙ୍କ କଥା ରଖୁବାକୁ ଯାଇ ଏପରି ପୋଷ୍ଟ କରିଥିଲେ। ଚେନ୍ନାଇ ସୁପର କିଙ୍ଗସ୍ ଫାଇନାଲ ମ୍ୟାଚ ରେ ଚାମ୍ପିୟନ ହେବା ପରେ ସେ ଟ୍ୱିଟର ରେ ଚେନ୍ନାଇ ଟିମ ଓ ମହେନ୍ଦ୍ର ସିଂ ଧୋନି ଙ୍କୁ ଅଭିବାଦନ ଜଣାଇ ଥିଲେ । ତେବେ ଏହିପରି କିଛି ଘଟଣା କୁ ଏକତ୍ରିତ ଭାବରେ ଦେଖିଲେ ସେଥିରୁ ଏହା ଜଣା ପଡୁଛି ଯେ ୱାର୍ନର ଚେନ୍ନାଇ ସୁପର କିଂଗ୍ସ ଦଳରେ ଯୋଗ ଦେବା ପାଇଁ ଇଛୁକ ଅଛନ୍ତି ବୋଲି ।
ତେବେ ବନ୍ଧୁଗଣ ଯଦି ଆମର ଏହି ଲେଖାଟି ଆପଣଙ୍କୁ ପସନ୍ଦ ଆସିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ନେଇ ଆସିବୁ । ଧନ୍ୟବାଦ ।