ଦୀର୍ଘ ଦୁଇ ବର୍ଷ ପରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ହେବାକୁ ଯାଉଛି ଏକ ଅନ୍ତର୍ଜାତୀୟ ମ୍ୟାଚ୍ । ଆସନ୍ତା ଅକ୍ଟୋବର ୨୪ ରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ସଂ-ଘ-ର୍ଷ ପୂର୍ଣ୍ଣ ମ୍ୟାଚ୍ ଖେଳାଯିବ । ସାରା ବିଶ୍ୱ ଏହି ସଂ-ଘ-ର୍ଷ ପୂର୍ଣ୍ଣ ମ୍ୟାଚ୍ କୁ ଦେଖିବା ପାଇଁ ଅପେକ୍ଷା କରିଛନ୍ତି ।ଦେଶବାସୀଙ୍କ ମନ ରେ ଭାରତ ଓ ପାକିସ୍ତାନ ମ୍ୟାଚ୍ କୁ ନେଇ ସର୍ବଦା ଆଗ୍ରହ ଏବଂ ଉ-ତ୍କ-ଣ୍ଠା ଭରି ହୋଇ ରହିଥାଏ । ଆସନ୍ତା ଅକ୍ଟୋବର ୨୪ ତାରିଖ ରେ ଏହି ଦୁଇ ପ୍ର-ତି-ଦ୍ୱ-ନ୍ଦୀ ପରଷ୍ପର ସହ ମୁହାଁମୁହିଁ ହେବେ କ୍ରି-କେ-ଟ୍ ମଇଦାନ ରେ । ତେବେ ବର୍ତମାନ ଅନେକ କ୍ରି-କେ-ଟ ପ୍ରସଂଶଙ୍କ ମାନେ ଏହି ମ୍ୟାଚ୍ କୁ ଦେଖିବା ପାଇଁ ମନ ଭିତରେ ଅନେକ ଉ-ତ୍କ-ଣ୍ଠା ଭରି ରଖିଛନ୍ତି ।
ତେବେ ବର୍ତ୍ତମାନର ଖବର ରୁ ଯାହା ଜଣା ପଡ଼ିଛି ଯେ, । ଭାରତ ପାକିସ୍ତାନ ମ୍ୟାଚ୍ ଦିନ ସୋସିଆଲ ମି-ଡି-ଆ ରେ ସୃ-ଷ୍ଟି ହୋଇଥିବା ଖରାପ ପରିବେଶ ଯୋଗୁଁ ସେ ଏପରି କରିବାକୁ ନି-ଷ୍ପ-ତ୍ତି ନେଇଛନ୍ତି ।
ତେବେ ଦୁଇ ବର୍ଷ ପରେ କ୍ରି-କେ-ଟ ମଇଦାନ ଉପରେ ସାମ୍ନା ସାମ୍ନି ହେବାକୁ ଯାଉଛନ୍ତି ଦୁଇ ପ୍ର-ତି-ଦ୍ୱ-ନ୍ଦୀ ଦଳ ଭାରତ ଏବଂ ପାକିସ୍ତାନ । ୨୪ ଅକ୍ଟୋବର ରେ ଏହି ଦୁଇ ଦେଶ ମଧ୍ୟରେ ଏକ ଏକ ଅନ୍ତର୍ଜାତୀୟ ଟି -୨୦ ମ୍ୟାଚ୍ ଖେଳାଯିବ । ଯେଉଁ ମ୍ୟାଚ କୁ ଦେଖିବା ପାଇଁ କ୍ରିକେଟ ଦୁନିଆ ର ଅନେକ ପ୍ରସସଙ୍କ ମାନେ ଅପେକ୍ଷା କରି ରହିଛନ୍ତି । ବର୍ତ୍ତମାନ ସମୟ ରେ ସାନିଆ ମିର୍ଜା ନିଜର ଇନଷ୍ଟାଗ୍ରାମ ଆ-କା-ଉ-ଣ୍ଟ ରେ ଏକ ଭି-ଡି-ଓ ସେୟାର କରିଥିଲେ ଏବଂ ଯେଉଁ ଥିରେ ସେ ଏହା ସ୍ପଷ୍ଟ କରି ନିଜର ଫ୍ୟା-ନ- ସ ମାନଙ୍କୁ ଜଣାଇ ଥିଲେ ଯେ , ‘ ଭାରତ ଏବଂ ପାକିସ୍ତାନ ମଧ୍ୟରେ ହେବାକୁ ଥିବା ମ୍ୟାଚ୍ ଦିନ ସେ ସୋସିଆଲ ମିଡିଆରୁ ଦୂରେଇ ରହିବେ ବୋଲି ।
ସେ ମଧ୍ୟ ସେହି ଭି-ଡି-ଓ ର କ୍ୟାପସନ୍ ରେ ବିଦାୟ ବୋଲି ଲେଖିଛନ୍ତି । ସୂଚନା ଯୋଗ୍ୟ କଥା ଏହା ଯେ , ସାନିଆ ମିର୍ଜା ହେଉଛନ୍ତି ଜଣେ ପାକିସ୍ତାନୀ କ୍ରିକେଟର ଶୋଏବ ମଲିକ ଙ୍କ ପତ୍ନୀ , ଶୋଏବ ହେଉଛନ୍ତି ପାକିସ୍ତାନର ଏକ ବ-ରି-ଷ୍ଠ ଖେଳାଳି । ବର୍ତମାନ ସମୟ ରେ ସାନିଆ ମିର୍ଜା ଙ୍କ ସ୍ବାମୀ ଶୋଏବ ମଲିକଙ୍କୁ ପାକିସ୍ତାନ ର ଟି -20 ବିଶ୍ୱକପ ଟିମ୍ ରେ ସାମିଲ କରାଯାଇଛି । ଆପଣ ମାନେ ବେଶ୍ ଭଲ ଭାବରେ ଏହା ଜାଣି ଛନ୍ତି ଯେ ଭାରତ – ପାକିସ୍ତାନ ର ସମ୍ପର୍କକୁ ନେଇ ସର୍ବଦା କିପରି ପରିସ୍ଥିତି ଲାଗି ରହିଥାଏ , ଏଥିପାଇଁ ସେହି ମ୍ୟାଚ୍ ଦିନ କୌଣସି ବି ଅସୁବିଧା ସୃଷ୍ଟି ନ ହେଉ ସେଥି ପାଇଁ ସାନିଆ ମିର୍ଜା ସୋସିଆଲ ମି-ଡ଼ି-ଆ ଠାରୁ ଦୂରେଇ ରହିବାକୁ ନି-ଷ୍ପ-ତ୍ତି ନେଇଛନ୍ତି ।
ତେବେ ବନ୍ଧୁଗଣ ଯଦି ଆମର ଏହି ଲେଖାଟି ଆପଣଙ୍କୁ ପସନ୍ଦ ଆସିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ନେଇ ଆସିବୁ । ଧନ୍ୟବାଦ ।