ଆଧାର ଓ ପ୍ୟାନ ର ନୂଆ ନିୟମ | ଆଜି ନକଲେ କାଲିଠାରୁ ଦେବେ 500 ଟଙ୍କା ଜୋରିମାନା…

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ପାନ କାର୍ଡ ଓ ଆଧାର କାର୍ଡ ସହ ମୋବାଇଲ୍ ନମ୍ବର ଲିଁଙ୍କ କରିଛନ୍ତି, ଯଦି କରିନାହାନ୍ତି ଜଲଦି କରନ୍ତୁ।ନହେଲେ ଏହି ଅସୁବିଧାରେ ପଡ଼ିବେ,ଆସନ୍ତୁ ଜାଣିବା ସମ୍ପୂର୍ଣ ଖବର। ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

ଭାରତ ସରକାର ବର୍ତମାନ ନାନା ପ୍ରକାର ସୁବିଧା ସୁଯୋଗ କରିଦେଉଛନ୍ତି ଭାରତ ବାସୀ ଙ୍କ ପାଇଁ । ଅନେକ ସ୍କିମ୍ମ କରିଦେଉଛନ୍ତି ଯେଉଁ ଥିରେ ଅନେକ ପଛୁଆ ବର୍ଗ ର ଲୋକ ମାନଙ୍କୁ ପଇସା ମଧ୍ୟ ମିଳୁଛି । ତେବେ ଏହା ଉଭୟ କେନ୍ଦ୍ର ସରକାର ଓ ରାଜ୍ୟ ସରକାର ଙ୍କ ତରଫ ରୁ ଅନେକ ପ୍ରକାର ସ୍କିମ୍ ଆସିଥାଏ । ତେବେ ଅନେକ ସମୟ ରେ ଉଭୟ ସରକାର  ଜନତା ଙ୍କ ସାହାଯ୍ୟ ପାଇଁ ବ୍ୟାଙ୍କ୍ ରେ ଖାତା ଖୋଲାଇଥାନ୍ତି ।

 

ସେହି ଖାତା ରେ ସେମାନଙ୍କ ସ୍କିମ୍ ଅନୁସାରେ ପ୍ରତ୍ୟେକ ଙ୍କୁ କିଛି କିଛି ପଇସା ଦେଇଥାନ୍ତି । ତେବେ ସେହି ସ୍କି ମ୍ ର ଅଧିକୃତ ହେବା ପାଇଁ କିଛି କିଛି କ୍ରାଇଟରିଆ ରହିଥାଏ ଯାହାକୁ ସେହି ଅନୁସାରେ ଠିକ୍ ଠିକ୍ ଫିଲ ଅପ୍ କରିବାକୁ ପଡ଼ିଥାଏ । କିଛି କିଛି କାଡ ଦରକାର ହୋଇଥାଏ ସେହି ସୁବିଧା ପାଇବା ପାଇଁ । ଯେପରି କି ସରକାର ଙ୍କ ଦ୍ଵାରା ପ୍ରଣୀତ ପାନ୍ କାଡ଼ , ଆଧାର କାଡ , ରାସନ କାର୍ଡ ଇତ୍ୟାଦି ।

 

ତେବେ ଆଧାର କାଡକୁ ନେଇ ଏକ ଗୁରୁତ୍ୱପୂର୍ଣ ସୂଚନା ଆସିଛି,ଏବେ ପାନ କାର୍ଡ ଓ ଆଧାର କାର୍ଡ ରେ ମୋବାଇଲ୍ ନମ୍ବର ଲିଁଙ୍କ କରିବାକୁ ହେବ,ଯଦିକରି ନାହାନ୍ତି ତେବେ ଆପଣଙ୍କ ହାତରେ ଆଉ ସମୟ ନାହିାଁ ଆଜି ସୁଦ୍ଧା ଯଦି ପାନ୍ ଆଧାର ଲିଙ୍କ୍ କରୁନାହାନ୍ତି, ତେବେ ଆପଣଙ୍କୁ ୫୦୦ ଟଙ୍କା ଫାଇନ୍ ପଡିବ । ଖାଲି ସେତିକି ନୁହେଁ ଆସନ୍ତା ୩ମାସ ମଧ୍ୟରେ ଯଦି ପାନ୍ ଆଧାର ଲିଙ୍କ୍ ନକରିବେ ତେବେ ଆପଣଙ୍କୁ ୧୦୦୦ ଟଙ୍କା ଫାଇନ୍ ଗଣିବାକୁ ପଡିବା ।  

 

ପାନ୍ ସହିତ ଆଧାର ଲିଙ୍କ୍ କରିବା ପାଇଁ ଚାହୁଁଥିଲେ କରାଇ ନିଅନ୍ତୁ । ଫଳରେ ୫୦୦ ଟଙ୍କା ଫାଇନରୁ ବର୍ତ୍ତିପାରିବୋ ନଚେତ୍ କାଲିଠାରୁ ୫୦୦ ଟଙ୍କା ଦେବାକୁ ବାଧ୍ୟ ହେବ କେନ୍ଦ୍ରୀୟ ପ୍ରତ୍ୟକ୍ଷ ଟିକସ ବୋର୍ଡ କହିଛିା ୨୦୨୨ ଏପ୍ରିଲ ୧ରୁ ୨୦୨୨ ଜୁନ୍ ୩୦ ମଧ୍ୟରେ ଯଦି କୌଣସି ବ୍ୟକ୍ତି ନିଜର ଆଧାର ସହିତ ପାନ୍ କୁ ଲିଙ୍କ୍ କରିବେ, ତେବେ ତାଙ୍କୁ ୫୦୦ ଟଙ୍କା ଫାନ୍ ଦେବାକୁ ପଡିବ । ଆଉ ଜୁନ୍ ୩୦ ପରେ କଲେ ଏହା ୧୦୦୦ଟଙ୍କାକୁ ବଢିବ ।

 

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

Leave a Reply

Your email address will not be published.