ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ, କଳାହାଣ୍ଡି ଅଧ୍ୟକ୍ଷ ନି-ଖୋ-ଛ ଘଟଣା, ଦୀର୍ଘ ତିନିଘଣ୍ଟାର ଖୋଳାଖୋଳି ପରେ ମିଳିଲା ଏକ ଦ-ଗ୍ଧ ମ-ର ଶରୀର।ତେବେ ଆସନ୍ତୁ ଦେଖିବା ସେହି Video ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।
ଆପଣ ମାନେ ତ ଜାଣିଥିବେ ଆଜି ର ଏହି ଦୁନିଆରେ ଲୋକ ମାନଙ୍କ ପାଇଁ ଅନଲାଇନ୍ ର ଆବଶ୍ୟକତା କେତେ ମାତ୍ରା ରେ ରହିଛି, ଏବଂ ଏହି ଯୁଗ କୁ ଅନଲାଇନ ର ଯୁଗ ବୋଲି କହିଲେ ବି କିଛି ଭୁଲ୍ ହେବ ନାହିଁ। ଆଜି କାଲି ତ ଲୋକ ମାନେ ସମସ୍ତ କାର୍ଯ୍ୟ ଅନଲାଇନ ଦ୍ୱାରା କରୁଛନ୍ତି। ଏପରି କିଛି କାମ ନାହିଁ କି ଆପଣ ମାନେ କହିବେ ପାରିବେ ଯେ ଏହା ଅନ୍ଲାଇନ୍ ଦ୍ୱାରା ହେବା ସମ୍ଭବ ନୁହେଁ ବୋଲି। ତେବେ ଲୋକ ମାନେ ଘରେ ବସି ଫୋନ୍ ଦ୍ୱାରା ଅନ୍ଲାଇନ୍ ମାଧ୍ୟମରେ ଅନେକ ସବୁ କାମ କରି ପାରୁଛନ୍ତି।ଆଜିକାଲି ଛୋଟ ପିଲା ଙ୍କ ଠାରୁ ଆରମ୍ଭ କରି ବୟସ୍କ ବ୍ୟକ୍ତି ଙ୍କ ପର୍ଯ୍ୟନ୍ତ ସମସ୍ତେ ଅନ୍ଲାଇନ୍ ସହ ଯୋଡିତ ଅଛନ୍ତି। ଆଉ ଏବେ ଯେଉଁ ମହାମାରୀ ଆସିଛି ଏହା ପାଇଁ ତ ସରକାର ଅନେକ ପ୍ରକାର ର ନିୟମ ସବୁ ଲାଗୁ କରୁଛନ୍ତି,ଲୋକ ମାନେ ଘରୁ ମଧ୍ୟ ବାହାରି ପାରୁ ନାହାଁନ୍ତି। ଏହି ସବୁ ମଧ୍ୟରେ ଲୋକ ମାନେ କେତେବି ଖାଲି ବସିବେ। ଆଜିକାଲି ତ ଲୋକ ମାନଙ୍କ ହାତରେ ଫୋନ୍ ପଡିବା ମାତ୍ରେ ହିଁ ସେମାନେ ସମସ୍ତେ ସୋ-ସି-ଆ-ଲ୍ ସାଇଟ୍ ରେ ବିଜି, ତେବେ ଆଜି ଆମ ରାଜ୍ୟର ଏକ ଖବର ସୋ-ସି-ଆ-ଲ୍ ମି-ଡି-ଆ-ରେ ଦେଖିବାକୁ ମିଳିଥିଲା।
ସେହି ଖବର ଟି ଥିଲା କଳାହାଣ୍ଡି ଜିଲ୍ଲାର, ସୂଚନା ଅନୁଯାୟୀ କଳାହାଣ୍ଡି ସନସାଇନ୍ ପବ୍ଲିକ୍ ସ୍କୁଲ ଅଧ୍ୟକ୍ଷ ମମିତା ମେହେର ନିଖୋଜ ଅଛନ୍ତି। ସୋ-ସି-ଆ-ଲ ମି-ଡ଼ି-ଆ-ରେ ଏକ ଅଡିଓ ରେକର୍ଡ ମଧ୍ୟ ଭା-ଇ-ରା-ଲ୍ ହୋଇଥିଲା, ଯେଉଁଥିରେ ଅନେକ ଗୋପନ କଥାର ଖୁଲାସା କରିଥିଲେ ମମିତା। ତେବେ ପ୍ରଶ୍ନ ଉଠିଥିଲା କି ମମିତା ମେହେର ଅନେକ ଜାଣିଥିଲେ ବୋଲି କଣ ତାଙ୍କୁ ଗାୟବ୍ କରି ଦିଆଯାଇଛି। ତେବେ ଘଟଣାଟି ଥିଲା କି ସ୍କୁଲର ପ୍ରେସିଡେଣ୍ଟ ଗୋବିନ୍ଦଙ୍କ କଳାକାରନାମାର ପର୍ଦ୍ଧାଫାସ୍ କରିବାକୁ କହିଥିଲେ ସ୍କୁଲର ପ୍ରିନ୍ସିପାଲ୍।
ଏହା ପରେ ଯେତେବେଳେ ସେ ଅଡିଓ ରେକର୍ଡରେ ନିଜର ମୁହଁ ଖୋଲିଥିଲେ, ତାପରଠାରୁ ସେ ନି-ଖୋ-ଜ ଥିଲେ। ଏହାପରେ ତାଙ୍କୁ ଖୋଜାଖୋଜି ଚାଲିଥିଲା, କଳାହାଣ୍ଡି ମହାଲିଙ୍ଗ ହାଇସ୍କୁଲ ଷ୍ଟାଡିୟମ୍ ରୁ ଆଜି ସକାଳେ ଖୋଜାଖୋଜି ଆରମ୍ଭ ହୋଇଥିଲା, ଏବଂ ଦୀର୍ଘ ୩ଘଣ୍ଟା ପରେ ଏକ ଦ-ଗ୍ଧ ମ-ର ଦେହ ମିଳିଥିଲା। ତେବେ ଆରକ୍ଷୀ ଅଧିକାରୀ ସେହି ମ-ର ଦେହକୁ ସିଲ୍ କରି ଦେଇଛି, ହେଲେ ଏପର୍ଯ୍ୟନ୍ତ ଏହା ସ୍ପଷ୍ଟ ହେଇ ପାରିନାହିଁ କି ସେହି ମ-ର ଶରୀରଟି କାହାର। ମମିତାଙ୍କ ପରିବାର ତରଫରୁ ମଧ୍ୟ କିଛି ସ୍ପଷ୍ଟ ସୂଚନା ମିଳିନାହିଁ, ଆରକ୍ଷୀ ଅଧିକାରୀ ମଧ୍ୟ ନିଜର କିଛି ସ୍ପଷ୍ଟ ସୂଚନା ଦେଇନାହିଁ।
ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।