ଯଦି ଆପଣ ସୌମ୍ୟଙ୍କ ନ୍ୟାୟ ଚାଂହୁ ଛନ୍ତି ପ୍ରଥମେ ଉପରେ ଥିବା FOLLOW ବଟନ ରେ କ୍ଲିକ କରନ୍ତୁ ।
ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ, ରାତା ରାତି ଭାଗ୍ୟ ବଦଳି ଯାଇଛି ଏହି ବ୍ୟକ୍ତି ଙ୍କ ର। ଆସନ୍ତୁ ଜାଣିବା କେମିତି ବଦଳିଲା ତାଙ୍କ ଭାଗ୍ୟ। ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।
ଆଜି ବଦଳିଲା ଜଣେ ବ୍ୟକ୍ତି ଙ୍କ ଜୀବନ । ରାତାରାତି ବଦଳି ଯାଉଛି ତାଙ୍କ ଜୀବନ। ବାରିକ ଜଣକ ହେଇଛନ୍ତି ଗୋଟେ ରାତି ରେ କୋଟିପତି । ଜଣେ ବ୍ୟକ୍ତି ନିଜ ଫୋନ ରେ ଡ୍ରିମ୍ ଟିମ୍ କଣ୍ଟେଷ୍ଟ୍ ରେ ଖେଳି ଜିତି ଛନ୍ତି କୋଟି କୋଟି ଟଙ୍କା। ଆପଣ ମାନେ ତ ଜାଣିଥିବେ ଭାରତ ରେ ରେ କ୍ରିକେଟ୍ ର ଚାହିଦା କେତେ। ସମସ୍ତେ ଜାଣିଛନ୍ତି କ୍ରିକେଟ୍ କୁ ନେଇ କେତେ ଉତ୍ସାହ ରହିଛି ଫେନ୍ ମାନଙ୍କ ମଧ୍ୟ ରେ।
ଏବେ ଆଇପିଏଲ ର ଚାହିଦା କେତେ ଆପଣ ମାନେ ବି ଜାଣିଛନ୍ତି। ଆଇପିଏଲ ଟିଭି ରେ କିମ୍ବା ମୋବାଇଲ ରେ ଦେଖି ଉତ୍ସାହିତ ହେବା ଛଡ଼ା ଆହୁରି ଅଧିକା ଖୁସି ମନାଉଛନ୍ତି । ଯାହା କି ଅନଲାଇନ ବେଟ୍ଟିଂ ରେ ଟଙ୍କା ଲଗାଇ ନିଜେ ଟଙ୍କା ଜିତିଛନ୍ତି। ଏହିପରି ଚମତ୍କାର ହେଇଚି ଜଣକ ସହିତ । ରାତାରାତି ହୋଇଛି ତାଙ୍କର ଭାଗ୍ୟ ପରିବର୍ତ୍ତନ। ଯିଏ କି ଜଣେ ପେଶା ରେ ବାରିକ ଅଟନ୍ତି। ସେ ହେଉଛନ୍ତି ବିହାର ର ମଧୁବନ ର ବାସିନ୍ଦା। ସେ ଅନଲାଇନ ବେଟ୍ରିଂ ରେ ଜିତିଛନ୍ତି ଏକ କୋଟି ର ନୋଗଦ୍ ରାଶି । ଯାହା ତାଙ୍କ ଭାଗ୍ୟ ବଦଳାଇ ଦେଇଛି।
ତେବେ ଆସନ୍ତୁ ଜାଣିବା କଣ ସେହି ଅନଲାଇନ୍ ବେଟ୍ଟିନ୍ ଯାହା ଆପଣଙ୍କୁ ବି ରାତା ରାତି କରିଦେବ ଷ୍ଟାର୍। ଅନଲାଇନ ବେତ୍ତିଂହେଉଛି ସେହି ସୁଯୋଗ ଯାହା ଲକ୍ଷେ ଲକ୍ଷେ ପୁଅ ଝିଅ ଙ୍କ ଜୀବନ ବଦଳାଇ ଦେଉଚି ।T20 IPL ପଡ଼ିୟା ରେ ଖେଳା ଯାଏ ସତ ହେଲେ କୋଟି କୋଟି ଲୋକ ପରକ୍ଷ ରେ ଏହି ଖେଳ କୁ ଖେଳୁଛନ୍ତି । ଖେଳାଳି ଙ୍କ ପ୍ରଦର୍ଶନ ଉପରେ ତାଙ୍କ ଲଗାଇଛନ୍ତି ଦର୍ଶକ।
ଆଉ ଖେଳାଳି ଭଲ ପଦର୍ଷଣ କଲେ ଦର୍ଶକ ହେଉଛନ୍ତି ମାଲାମାଲ୍ । କିଛି ଲୋକୋ ଙ୍କ ଭାଗ୍ୟ ରେ ଏହି ଟଙ୍କା ମିଳିଥିବା ବେଳେ କିଛି ଲୋକୋ ଙ୍କ ହାତ ରୁ ଚାଲିଯାଇଛି ପଇସା। କିପରି ତିଆରି ହୁୟେ ଏହି ଡ୍ରିମ୍ ଟ୍ରିମ୍ । ଦର୍ଶକ ଚାହିଁଲେ ଯେତେବେଳ ଯାହା ଫୋନ ରେ ତିଆରି କରିପାରିବେ ଏହି ଡ୍ରିମ୍ ଟ୍ରିମ୍ । 11 ଜଣ ଖେଳାଳି ଙ୍କ ପ୍ରଦର୍ଶନ ଅନୁସାରେ ମିଳିଥାଏ ପଇସା। ଯଦି ଆପଣ ବାଛି ଥିବା ଖେଳାଳି ମାନେ ଜିତନ୍ତୁ ତେବେ ଆପଣ କେଉଁ ଅଧିକ ପଇସା ମିଳିବ।
ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।