ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ପୁଣି ଓଡ଼ିଶାକୁ ମାଡି ଆସୁଛି ଭୟଂକର ଲଘୁଚାପ,୬ ତାରିଖ ରୁ ପ୍ରବଳ ବର୍ଷା।ଆସନ୍ତୁ ଜାଣିବା ସମ୍ପୂର୍ଣ ଖବର। ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।
ପ୍ରକୃତି ର ନିୟମ ରେ ବର୍ତମାନ ତ ଅନେକ ପ୍ରକାର ପରିବର୍ତ୍ତନ ଆସୁଛି । ମାସ ଅନୁଯାୟୀ ଋତୁ ଆସୁନାହିଁ । ବର୍ଷା ଦିନେ ଆଦୌ ବର୍ଷା ହେଉନାହିଁ । ଏପରି ଘଟୁଛି ବର୍ତମାନ ସମୟ ରେ । ବର୍ଷା ହେଉ ବା ବାତ୍ୟା , ସବୁଟି ପ୍ରାକୃତିକ ଘଟଣା । ତେଣୁ ଏଥିରେ କୌଣସି ମନୁଷ୍ୟ ଙ୍କ ର ହାତ ରହି ନଥାଏ । ଏହି ବର୍ଷା ପାଇଁ ଭାରତୀୟ ପାଣିପାଗ ବିଭାଗ ସତର୍କ ସୂଚନା ଜାରି କରିଛି । ତେବେ ସମୁଦ୍ର ମଧ୍ୟ ଅଶାନ୍ତ ରହୁଚି ବୋଲି ପାଣିପାଗ ବିଭାଗ ତରଫ ରୁ ସୂଚନା ରହୁଚି ।
ଯାହା ଫଳ ରେ ସମୁଦ୍ର କୁ ନ ଯିବା ପାଇଁ ମତ୍ସ୍ୟଜୀବୀ ମାନଙ୍କୁ ସୂଚନା ଦିଆ ଯାଇଥାଏ । ତେବେ ଅମଳ କ୍ଷମ ଫସଲ କୁ ତୁରନ୍ତ ଉତ୍ପାଦନ କରି ଜମା କରିବାକୁ ମଧ୍ୟ ପରାମର୍ଶ ଦିଆଯାଇଥାଏ ପାଣିପାଗ ବିଭାଗ ତରଫ ରୁ । ତେଣୁ ଉପକୂଳବର୍ତ୍ତୀ ଅଞ୍ଚଳ ଗୁଡିକ ରେ ଟିକିଏ ଅଧିକ ସାବଧାନ ରହିବାକୁ ପରାମର୍ଶ ଦିଆଯାଏ । ତେବେ ଉପକୂଳବର୍ତ୍ତୀ ଅଞ୍ଚଳ ଗୁଡିକ ସମସ୍ତ ବାତ୍ୟା ତଥା ମହାବାତ୍ୟା ର କାଣ୍ଡ କାରନାମା ପାଇଁ ବେଶ୍ ଜଣା ଶୁଣା । ସମୁଦ୍ର ଅଶାନ୍ତ ରହିବା ନେଇ ସୂଚନା ରହିଛି।
ପୁଣି ଆସନ୍ତା ୬ ରୁ ଲଘୁଚାପ ନେଇ ସୂଚନା ଜାରି କରିଛି ପାଣିପାଗ ବିଭାଗ । ଦକ୍ଷିଣ ଆଣ୍ଡମାନ ସାଗର ରେ ସୃଷ୍ଟି ହେବ ଘୂର୍ଣ୍ଣିବଳୟ । ତେବେ ୨୪ ଘଣ୍ଟା ମଧ୍ୟରେ ବଙ୍ଗୋପ ସାଗର ରେ ଲଘୁଚାପ ନେଇ ସୂଚନା ରହିଛି । ଉପକୂଳ ଓଡ଼ିଶା ରେ ସାମୁଦ୍ରିକ ବାୟୁ ର ପ୍ରଭାବ ରହୁଚି । ତେବେ ଆଗାମୀ ଦୁଇ ଦିନ ରେ ଓଡ଼ିଶା ର କିଛି ରାଜ୍ୟ ରେ ସାମାନ୍ୟ ବର୍ଷା ସମ୍ଭାବନା । ଆଭ୍ୟନ୍ତରୀଣ ତଥା ଉପକୂଳବର୍ତ୍ତୀ ଓଡ଼ିଶା କୁ ସଚେତନ ରହିବାକୁ ପରାମର୍ଶ ଦେଇଛନ୍ତି । କୋରାପୁଟ , ରାୟଗଡ଼ା , ନବରଙ୍ଗପୁର , କଳାହାଣ୍ଡି , ଗଜପତି , ବାଲେଶ୍ଵର , କଟକ ଆଦି ଜିଲ୍ଲା କୁ ସତର୍କ ସୂଚନା ଜାରି କରା ଯାଇଛି ।
ତେବେ ଏହି ସବୁ ଜିଲ୍ଲା ଗୁଡ଼ିକ ରେ ବର୍ଷା ହେବା ସହିତ ପବନ ମଧ୍ୟ ବହିବ । ତେଣୁ ଉପକୂଳବର୍ତ୍ତୀ ଅଞ୍ଚଳ ଗୁଡିକ ରେ ଟିକିଏ ଅଧିକ ସାବଧାନ ରହିବାକୁ ପରାମର୍ଶ ଦିଆଯାଇଛି । ତେବେ ବର୍ତମାନ ସାରା ରାଜ୍ୟ ରେ ତାପମାତ୍ରା ବଢ଼ି ବଢ଼ି ଚାଲିଛି । ଏପରି କି ସରକାର ମଧ୍ୟ ଅଂଶୁଘାତ ପାଇଁ ସତର୍କ କରୁଛନ୍ତି । ତେବେ ଦିନ ଦୁଇପହର ସମୟ ରେ କୌଣସି କାର୍ଯ୍ୟ ନଥିଲେ ଘରୁ ନ ବାହାରିବାକୁ ପରାମର୍ଶ ଦିଆ ଯାଇଛି । ତେବେ ଆସନ୍ତା ୬ ରୁ ଲଘୁଚାପ ହେଲେ ସାମାନ୍ୟ ପରିବର୍ତନ ହୋଇପାରେ ପାଣିପାଗ ରେ ବୋଲି କୁହା ଯାଇଛି ।
ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।