ଓମିକ୍ରନ ଠାରୁ 10 ଗୁଣ ଅଧିକ ପ୍ରଭାବଶାଳୀ କରୋନା ର ଏହି ନୂଆ ଭାରିଆଣ୍ଟ XE – ଜାଣନ୍ତୁ କଣ ଲକ୍ଷଣ ?

 

 

ନମସ୍କାର ବନ୍ଧୁଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ , ଓମିକ୍ରନ ଠାରୁ 10 ଗୁଣ ଅଧିକ ପ୍ରଭାବଶାଳୀ କରୋନା ର ଏହି ନୂଆ ଭାରିଆଣ୍ଟ XE । ଆସନ୍ତୁ ଜାଣିବା ସଂପୂର୍ଣ୍ଣ ଖବର ।ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଛନ୍ତି ଯେ କରୋନା ର ପ୍ରଭାବ ଏବେ ଧୀରେ ଧୀରେ କମିବାକୁ ଲାଗୁଛି ଯାହାକି ଦେଶ ତଥା ବିଶ୍ଵ ପାଇଁ ଏକ ଆଶ୍ୱସ୍ତିକର ଖବର । କିନ୍ତୁ କରୋନା କୁ ନେଇ ସାମାନ୍ୟ ତ୍ରାହି ପାଇବା ବେଳେ ପୁଣି ଏକ ଚିନ୍ତା ଜନକ ଖବର ଏବେ ସାମ୍ନା କୁ ଆସିଛି । ତେବେ ମାର୍ଚ୍ଚ ପ୍ରଥମ ସପ୍ତାହ ରେ ୟୁରୋପ , ଚୀନ୍ ,ଦକ୍ଷିଣ କୋରିଆ ଦେଶ ମାନଙ୍କ ସହ ବିଶ୍ୱର କେତେକ ସ୍ଥାନ ମାନଙ୍କ ରେ କରୋନା ର ମାମଲା ବଢିବାରେ ଲାଗିଥିଲା ।

 

ଏହା ପରେ ମାର୍ଚ୍ଚ ଶେଷ ସୁଦ୍ଧା କରୋନା ର ମାମଲା କମି ଯାଇଥିଲା । ତେବେ ଏହାକୁ ନେଇ ବିଶ୍ଵ ସ୍ବାସ୍ଥ୍ୟ ସଂଘଠାନ ଏହା କହିଥିଲା ଯେ , କରୋନା ର ଏକ ନୂଆ ଭାରିଆଣ୍ଟ XE ଚିହ୍ନଟ ହୋଇଛି । ତେବେ ଏହା ଆଗକୁ ଚିନ୍ତା ବଢାଇ ପାରେ ବୋଲି ଆଶଙ୍କା କରାଯାଉଛି । ତେବେ ଏହି ଭାରିଆଣ୍ଟ ଟି ଓମିକ୍ରନ୍ ଠାରୁ ଦସ ଗୁଣ ଅଧିକ ବୋଲି ଅନେକ ବିଶେଷଜ୍ଞ ମାନେ କହିଛନ୍ତି ।

 

ତେବେ ଜାନୁଆରୀ 19 ରେ ଇଂଲଣ୍ଡ ରେ ପ୍ରଥମେ ଚିହ୍ନଟ ହୋଇଥିଲା ଏହି ନୂଆ ଭୂତାଣୁ । ତେବେ ସୂଚନା ମୁତାବକ , ଓମିକ୍ରନ ର BA 1 ଏବଂ BA 2 ଏ ମିଶ୍ରଣ ରେ ଏହି ନୂଆ ଭୂତାଣୁ ର ଉତ୍ପତ୍ତି ହୋଇଛି ବୋଲି କୁହାଯାଉଛି । ସୂଚନା ଅନୁଯାୟୀ , ସାରା ବିଶ୍ବ ରେ 600 ରୁ ଅଧିକ ଲୋକ ଏହି ନୂଆ ଭୂତାଣୁ ଦ୍ଵାରା ଚିହ୍ନଟ ହୋଇଛନ୍ତି । ବର୍ତ୍ତମାନ ବ୍ରିଟେନ ର ସୁରକ୍ଷା ଏଯେନ୍ସି ର କହିବା ଅନୁଯାୟୀ , ଏବେ ପର୍ଯ୍ୟନ୍ତ ଏହି ନୂଆ ଭାରିଆଣ୍ଟ ର ସଂକ୍ରମଣ ହାର ତଥା ମା-ରା-ତ୍ମ-କ-ତା ବିଷୟରେ କିଛି ଜଣା ପଡି ନାହିଁ ।

 

ତେବେ ବନ୍ଧୁଗଣ ଯଦି ଆମର ଏହି ଲେଖାଟି ଆପଣଙ୍କୁ ପସନ୍ଦ ଆସିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ନେଇ ଆସିବୁ । ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *