ଶ୍ରୀଲଙ୍କା ପାଇଁ ଭାରତ ନେଲା ବିରାଟ ବଡ଼ ପଦକ୍ଷେପ | ଜାଣନ୍ତୁ କଣ ଏହି ଐଇତିହାସିକ ପଦକ୍ଷେପ…

 

 

ନମସ୍କାର ବନ୍ଧୁଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ , ଶ୍ରୀଲଙ୍କା ପାଇଁ ବଡ ପ୍ରଦକ୍ଷେପ ନେଲା ଭାରତ ,ଆଉ ଭାରତ କଲା ଏହି ସବୁ ସାହାଯ୍ୟ । ଆସନ୍ତୁ ଜାଣିବା ସଂପୂର୍ଣ୍ଣ ଖବର ।ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

ଦର୍ଶକ ବନ୍ଧୁ ପୁରା ବିଶ୍ଵ ଏବେ ଋଷିଆ ଏବଂ ୟୁକ୍ରେନ ଯୁଦ୍ଧ କୁ ନେଇ ଚିନ୍ତା ରେ ରହିଛି। ଅନ୍ୟ ପଟେ ଭାରତ ର ପଡୋଶୀ ଦେଶ ଶ୍ରୀଲଙ୍କା ର ଅବସ୍ଥା ଏତେ ଯେ ଖରାପ ହୋଇଯାଇଛି ଯେ ତାହା କଳ୍ପନା ବାହାରେ । ତେବେ ଏଭଳି ସ୍ଥିତି ରେ ଶ୍ରୀଲଙ୍କା କୁ କୌଣସି ଦେଶ ସାହାଯ୍ୟ କରି ନଥିବା ବେଳେ ଭାରତ ଆଗେଇ ଆସିଛି ସାହାଯ୍ୟ ର ହାତ ବଢ଼ାଇ ।

 

ଶ୍ରୀଲଙ୍କା ରେ ବର୍ତ୍ତମାନ ପ୍ରତ୍ୟେକ ଜାଗା ରେ ପ୍ରତ୍ୟେକ ରାସ୍ତା ରେ ହଜାର ହଜାର ଲକ୍ଷ ଲକ୍ଷ ଲୋକ ଆସି ସରକାର ଙ୍କ ବିରୋଧ ରେ ଆନ୍ଦୋଳନ କରୁଛନ୍ତି । ସେମାନଙ୍କୁ ଉପଯୁକ୍ତ ଖାଦ୍ୟ ସାମଗ୍ରୀ ଦିଆଯାଉ ,ସମସ୍ତ ପ୍ରକାରର ଆବଶ୍ୟକ ଜିନିଷ ,ବିଦ୍ୟୁତ୍ ତଥା ପେଟ୍ରୋଲ ଡିଜେଲ ମିଳୁ ଏ ସବୁ ପାଇଁ ସେମାନେ ଆନ୍ଦୋଳନ କରୁଛନ୍ତି ।

 

ତେବେ ଏଥିପାଇଁ ପ୍ରାୟ 15 ଦିନ ପୂର୍ବରୁ ଶ୍ରୀଲଙ୍କା ର ବୈବସାୟିକ ମନ୍ତ୍ରୀ ଭାରତ କୁ ଆସି ଭାରତ ସରକାର ଙ୍କ ସହ କଥା ହୋଇଥିଲେ ଏବଂ କହିଥିଲେ ଯେ ଆମକୁ ଗୋଟେ ବିଲିଅନ୍ ଲାଇନ୍ ଅଫ କ୍ରେଡିଟ ଦିଆଯାଉ । ତେବେ ଏହାର ଅର୍ଥ ଏହା ଯେ ବହୁତ୍ ଶସ୍ତା ସୁଧ ହାରରେ ଆମକୁ ଲୋନ ଦିଆଯାଉ ,ଆଉ ଆମେ ଧୀରେ ଧୀରେ କରି ସୁଝିବୁ ।

 

 ତେବେ ଶ୍ରୀଲଙ୍କା ର ଏଭଳି ପରିସ୍ଥିତି କୁ ଦେଖି ଭାରତ ଏହି କଥା ରେ ରାଜି ହୋଇଛି ।ଦ୍ଵିତୀୟ କଥା ଏହା ଯେ ଶ୍ରୀଲଙ୍କା ପାଖରେ ତେଲ ନ ଥିବାରୁ ଶ୍ରୀଲଙ୍କା କୁ 40 ହଜାର ବ୍ଯାରେଲ ଡ଼ିଜେଲ ଭାରତ ଦେଇଥିଲା ଏବଂ ବର୍ତ୍ତମାନ ପୁଣି 40 ହଜାର କ୍ଵିଣ୍ଟାଲ ଚାଉଳ ଦେଇଛି ।

 

ତେବେ ବନ୍ଧୁଗଣ ଯଦି ଆମର ଏହି ଲେଖାଟି ଆପଣଙ୍କୁ ପସନ୍ଦ ଆସିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ନେଇ ଆସିବୁ । ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *