ତିରୁପତି ମନ୍ଦିରରେ 32 ଫୁଟ ଅଜଗର । ସାପ ଦେଖି ଶ୍ରଦ୍ଧାଳୁ ଛିନିକନିଆ ଡିଆଁ ମାରିଲେ ଦେଖ Video…

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ, ସାପ କୁ ଦେଖି ଆଶ୍ଚର୍ୟ୍ଯ ହେଲେ ଶ୍ରଦ୍ଧାଳୁ । ଆସନ୍ତୁ ଜାଣିବା ସମ୍ପୂର୍ଣ୍ଣ ଖବର।ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

ବେଳେ ବେଳେ ଏମିତି ଜିନିଷ ଆମ ସାମ୍ନା କୁ ଆସେ ଯାହା ଆମେ କେବେ ବିଶ୍ଵାସ ବି କରିପାରିନାହିଁ। ଆମ ପୃଥିବୀ ରେ ବିଭିନ୍ନ ପ୍ରକାରର ଜୀବଜନ୍ତୁ ଦେଖିବାକୁ ମିଳନ୍ତି ହେଲେ ସବୁ ସ୍ଥାନରେ ସବୁ ପ୍ରକାରର ଜୀବଜନ୍ତୁ ଦେଖିବାକୁ ମିଳନ୍ତି ନାହିଁ। ସେହିପରି ସାପ ହେଉଛି ଏକ ଏପରି ବିଷାକ୍ତ  ଜୀବ ଯାହାର ନାମ ଶୁଣିଲେ ହିଁ ଲୋକ ମାନେ ଡରି ଯାଆନ୍ତି, କାହିଁକି ନା ସାପରେ ଯେଉଁ ବିଷ ଥାଏ ଯାହା ସଙ୍ଗେ ସଙ୍ଗେ  ଲୋକ ମାନଙ୍କର ଜୀବନ ନେଇ ଯାଇଥାଏ। ତେବେ ଓଡିଶାର ବିଭିନ୍ନ ସ୍ଥାନରେ ବିଭିନ୍ନ ପ୍ରକାରର ବିଷଧର ସାପ ସବୁ ଦେଖିବାକୁ ମିଳନ୍ତି। ସାପ ର ବିଷ ମଣିଷ ଦେହ ରେ ରହିଲେ ମଣିଷ ସାଙ୍ଗେ ସାଙ୍ଗେ ମ-ରି-ଯା-ଏ।  ଦେଖିବା କୁ ଗଲେ ଅନେକ ପ୍ରଜାତି ର ସାପ ଦିନିଆ ରେ ରହିଛନ୍ତି। ଆଉ ସାପ ମାନେ ନିଜର ଖାଦ୍ୟ ପାଇଁ କୌଣସି ବି ସ୍ଥାନ ରେ ପଶି ଯାନ୍ତି। ଆଉ ଯାହା ଦ୍ୱାରା ସାଧାରଣ ମଣିଷ ମାନେ ଅ-ସୁ-ବି-ଧା ରେ ସମୁଖୀନ ହୁଅନ୍ତି ଆଉ ଏକ  ଲୋକେ ନିଜର ଜୀବନ ମଧ୍ୟ ହରାନ୍ତି ।

            

ଏହି ପରି ଏକ ଆଶ୍ଚର୍ୟ୍ଯ କର ଘଟଣା ଆମ ସାମ୍ନା କୁ ଆସିଚି । ଏହି ଘଟଣା ଟି ଘଟିଛି ମଧ୍ୟପ୍ରଦେଶ ର ବିଶ୍ଵ ପ୍ରସିଦ୍ଧ ମନ୍ଦିର ତୁରୁପତର ବାଲାଜୀ ମନ୍ଦିର ରେ । କିଛି ଦିନ ତଳେ ମନ୍ଦିର ରେ ଶ୍ରଦ୍ଧାଳୁ ଙ୍କ ଭିଡ଼ ଥିବା ବେଳେ ଏହି ଘଟଣାଟି ଘଟିଥିଲା। ତେବେ ଅନେକ ଶ୍ରଦ୍ଧାଳୁ ଥିବା ବେଳେ ସେଠାରେ କିଛି ଶ୍ରଦ୍ଧାଳୁ ଦର୍ଶନ କରିବା ସମୟ ରେ ଏକ ବହୁତ ବଡ଼ ସାପ କୁ ଦେଖୁଥିଲେ । ଏହି ବିରାଟ ବଡ଼ ସାପ କୁ ଦେଖିବା ପରେ ସେହି ଶ୍ରଦ୍ଧାଳୁ ମାନେ ମନ୍ଦିର ପ୍ରଶାସନ କୁ ଜଣାଇଥିଲେ । ଏହା ପରେ ପ୍ରଶାସନ ପକ୍ଷରୁ ସାପ କୁ ଧରିବାକୁ ଚେଷ୍ଟା କରିଥିଲେ। ପ୍ରଶାସନ ର ବହୁ ଚେଷ୍ଟା ପରେ ସାପ କୁ ଏକ କ୍ରେନ୍ ସାହାଯ୍ୟ ରେ ଧାରା ଯାଇଥିଲା । ସୂଚନା ରୁ ଜଣ ପଢ଼ିଛି କି ସାପ ଟି ର ଲମ୍ବା ପ୍ରାୟ 32 ଫୁଟ ଉଚ୍ଚତା ର ବୋଲି ଜଣା ପଢ଼ିଛି ।

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *