ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ଗୋଟିଏ ଭିଡ଼ିଓ ପାଇଁ ରାତାରାତି ସୁପରଷ୍ଟାର ଓ କୋଟିପତି ପାଲଟିଗଲେ ରୂପା ଓ ପିଣ୍ଟୁ ।ଆସନ୍ତୁ ଜାଣିବା ସମ୍ପୂର୍ଣ ଖବର।ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ।
ଯୁଗ ଏବେ ବଦଳିଲାଣି, କହିବାକୁ ଗଲା କେବଳ ଖାଲି ବଦଳିନି ବହୁତ ବଦଳିଲାଣି ଏବଂ ଅନେକ ଶିକ୍ଷିତ ମଧ୍ୟ ହେଲାଣି ଏହି ସମାଜ । ଏହି ସମାଜ, ଏହି ଯୁଗ ଏବେ ଆଉ ସେ ପୁରୁଣା ସମୟ ର ଯୁଗ ହୋଇ ନାହିଁ, କାରଣ ଆଜି କାଲି ଲୋକ ମାନେ ମଙ୍ଗଳ ଗ୍ରହ, ଚନ୍ଦ୍ର ଆଦି ଗ୍ରହ ମାନଙ୍କରେ ପହଁଞ୍ଚିସାରିଲେଣି, ଆଉ ନିକଟ ଭବିଷ୍ୟତରେ ସେହି ସବୁ ସ୍ଥାନ ରେ ମଣିଷ ର ଜୀବନ ଯାପନ କରିବା ସମ୍ଭବ ହେବ ବୋଲି, ସେମାନେ ସେହି ସବୁ ସ୍ଥାନ ମାନଙ୍କ ନିଜ ନିଜର ଜାଗା କିଣିବା ଆରମ୍ଭ ମଧ୍ୟ କରି ସାରିଲେଣି । ଆଜି କାଲି ଦୁନିଆରେ ଆଉ କିଛି ବି ଜିନିଷ ଅସମ୍ଭବ ନାହିଁ । ତେବେ ଆଜିର ଏହି ଯୁଗ ସୋସିଆଲ୍ ସାଇଟର ଯୁଗ ହେଲାଣି, ସମସ୍ତେ ସେହି ସୋସିଆଲ୍ ସାଇଟରେ ହିଁ ବିଜି ସବୁବେଳେ । ଏହି ସୋସିଆଲ, ସାଇଟରେ ବି ପ୍ରତିଦିନ ହଜାର ହଜାର ଫଟୋ, ଭିଡିଓ,ଖବର ସବୁ ଭାଇରାଲ୍ ହୋଇଥାଏ ।
ଏହି ସୋସିଆଲ ମିଡିଆରେ ରେ ଅନେକ ପ୍ରକାର ପ୍ଲାଟ୍ ଫର୍ମ ରହିଛି । ଯେଉଁଥିରେ ନିଜର କଳା ଦେଖାଇଥାନ୍ତି ଓ ଫେମସ ମଧ୍ୟ ହୋଇ ଥାନ୍ତି । ସମସ୍ତେ ସୋସିଆଲ ମିଡ଼ିଆ ରେ ନିଜର ଛୋଟ ଛୋଟ ଭିଡ଼ିଓ କରି ପୋଷ୍ଟ କରିଥାନ୍ତି । ଏଥିରେ ଲାଇକ ମଧ୍ୟ ପାଇଥାନ୍ତି । ରୂପା ପିଣ୍ଟୁ ଙ୍କୁ ଆପଣ ମାନେ ସମସ୍ତେ ଜାଣିଥିବେ । ଟିକ ଟକ ରେ ଉଭୟ ସ୍ବାମୀ ସ୍ତ୍ରୀ ଭିଡ଼ିଓ କରି ଧୀରେ ଧୀରେ ଫେମସ୍ ହୋଇ ଥିଲେ । ପରେ ସେ ୟୁଟୁବ୍ ଚ୍ୟାନେଲ ଖୋଲି ଥିଲେ । ଯାହାର ନାମ ରୂପା ,ପିଣ୍ଟୁ ଓ ଖୁସି ଏକ୍ସପ୍ରେସ ।
ଲୋକ ପ୍ରୀୟତା ଅଧିକ ହେବାରୁ ଦୁହେଁ ଆଲବମ୍ କରିବାର ସୁଯୋଗ ପାଇଲେ । ନିକଟ ରେ ରୂପା ଙ୍କ ଜନ୍ମଦିନ ପାଳନ ହୋଇ ଥିଲେ । ତେବେ ଆପଣ ମାନେ ତାଙ୍କ ଜୀବନ ଶୈଳୀ ବିଷୟ ରେ ବେଶ୍ ଭଲ ଭାବରେ ଜାଣିଥିବେ । ୨୦୧୮ ମସିହା ରେ ରୂପା ଓ ପିଣ୍ଟୁ ଙ୍କ ବିବାହ ହୋଇ ଥିଲା । ଏହା ପରେ ଉଭୟ ଟିକ ଟାକ୍ କରିବା ଆରମ୍ଭ କରିଥିଲେ । ତାଙ୍କ ର ଝିଅ ଖୁସି ର ଭିଡ଼ିଓ ପ୍ରଥମେ ଭାଇରାଲ ହୋଇ ଥିଲା ଏହା ପର ଠାରୁ ସେମାନେ ବିଭିନ୍ନ ଭିଡ଼ିଓ କରି ଥିଲେ ।
ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।