ନମସ୍କାର ବନ୍ଧୁଗଣ ଆପଣ ମାନଙ୍କୁ ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ , ମାଡି ଆସୁଛି ବାତ୍ୟା ! ପାଣିପାଗ ବିଭାଗ ରୁ କେଉଁ ସୂଚନା ମିଳିଛି ଆସନ୍ତୁ ଜାଣିବା । ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।
ଦର୍ଶକ ବନ୍ଧୁ ବର୍ତ୍ତମାନ ସମୟ ରେ ପାଣିପାଗ କୁ ନେଇ ସାମ୍ନା କୁ ଆସିଛି ଏକ ବଡ ଖବର । ବଙ୍ଗୋପସାଗର ରେ ଆଉ ଏକ ଲଘୁଚାପ ଆସିବା ନେଇ ସୂଚନା ରହିଛି । ତେବେ ଆସନ୍ତା 6 ତାରିଖ ବେଳକୁ ଆଣ୍ଡାମାନ ସାଗର ରେ ଏକ ଘୂର୍ଣି ବଳୟ ସୃଷ୍ଟି ହେବାକୁ ଯାଉଛି ଏବଂ ଯାହା ପରବର୍ତ୍ତୀ 24 ଘଣ୍ଟା ମଧ୍ୟରେ ଲଘୁଚାପ ରେ ପରିଣତ ହେବ ବୋଲି ଆକଳନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ ।
ତେବେ ଆଞ୍ଚଳିକ ପାଣିପାଗ ବିଭାଗ ର ଆକଳନ ପରେ ପୁଣି ଥରେ ବାତ୍ୟା କୁ ନେଇ ଆରମ୍ଭ ହୋଇ ଯାଇଛି ଚର୍ଚ୍ଚା । କାରଣ ଏପ୍ରିଲ ମାସ ରେ ଆସୁଥିବା ଲଘୁଚାପ ଗୁଡ଼ିକ ଅଧିକ ଶକ୍ତିଶାଳୀ ହେବାର ସମ୍ଭାବନା ରହିଥାଏ । ତେବେ ଭିନ୍ନ ଭିନ୍ନ ମଡେଲ ଏହି ଲଘୁଚାପ କୁ ନେଇ ଭିନ୍ନ ଭିନ୍ନ ମତ ରଖିଛନ୍ତି । ତେବେ କିଛି ଆଶଙ୍କା କରୁଛନ୍ତି ଯେ ଏହି ଲଘୁଚାପ ଟି ପରବର୍ତ୍ତୀ ସମୟ ରେ ଘନୀଭୂତ ହୋଇ ବାତ୍ୟା ର ରୂପ ନେଇପାରେ ।
ତେବେ ଆମେରିକାନ ଜି ଏଫ୍ ଏକ୍ସ ର ଆକଳନ ଅନୁସାରେ ଲଘୁଚାପ ଟି ବାତ୍ୟା ରେ ପରିଣତ ହୋଇପାରେ । ତେବେ ଜର୍ମାନ ର ଏକ ମଡେଲ ଦେଇଥିବା ସୁଚନା ଅନୁସାରେ ଏହା ଲଘୁଚାପ ର ରୂପ ନେଇ କ୍ରମଶଃ ଦୁର୍ବଳ ହୋଇଯିବ ଏବଂ ଆସନ୍ତା 11 ତାରିଖ ବେଳକୁ ଏହାର ସ୍ପଷ୍ଟ ଚିତ୍ର ସାମ୍ନା କୁ ଆସିବ ।
ତେବେ ବନ୍ଧୁଗଣ ଯଦି ଆମର ଏହି ଲେଖାଟି ଆପଣଙ୍କୁ ପସନ୍ଦ ଆସିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ନେଇ ଆସିବୁ । ଧନ୍ୟବାଦ ।