ନମସ୍କାର ବନ୍ଧୁଗଣ ଆପଣ ମାନଙ୍କୁ ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ ,ଗୋଟେ କିସ୍ କଲେ 10 ହଜାର ଟଙ୍କା ଏବଂ ଏବେ ଯିବାକୁ ପଡ଼ିଁବ ଗୋଟେ ବର୍ଷ ଜେ-ଲ୍। ଆସନ୍ତୁ ଜାଣିବା ସଂପୂର୍ଣ୍ଣ ଖବର। ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।
ଦର୍ଶକ ବନ୍ଧୁ ବର୍ତ୍ତମାନ ସମୟ ରେ କିସ୍ କରି ହଟହଟା ହୋଇଛନ୍ତି ଜଣେ ଯୁବକ । ତେବେ ଟ୍ରେନ ଭିତରେ ଜଣେ ଯୁବତୀ ଙ୍କୁ କିସ୍ କରିଥିବାରୁ ଯୁବକ ଙ୍କୁ ମହଙ୍ଗା ପଡି ଯାଇଛି । ଏପରିକି ତାଙ୍କୁ ଏଥିପାଇଁ ଯିବାକୁ ପଡିଛି ଜେ-ଲ୍। ତେବେ କୋର୍ଟ ତାଙ୍କୁ ଗୋଟେ ବର୍ଷ ପାଇଁ ଦଣ୍ଡାଦେଶ ଶୁଣାଇଛନ୍ତି । ଦର୍ଶକ ବନ୍ଧୁ ଆସନ୍ତୁ ଜାଣିବା ସଂପୂର୍ଣ୍ଣ ଘଟଣା ଟି ବିଷୟରେ ।
କେବଳ ଏତିକି ନୁହେଁ କୋର୍ଟ ଏହା ନିର୍ଦ୍ଦେଶ ଦେଇଛି ଯେ ,ଯୁବକ ଜଣକ 10 ହଜାର ଟଙ୍କା ଜୋରିମାନା ଦେବେ ।ତେବେ ବର୍ତ୍ତମାନ ସମୟ ରେ ମୁମ୍ବାଇ ର ଏକ କୋର୍ଟ ଏପରି ଦଣ୍ଡାଦେଶ ଶୁଣାଇଛନ୍ତି ।ସୂଚନା ମୁତାବକ 37 ବର୍ଷୀୟ ଜଣେ ବ୍ୟବସାୟୀ ଟ୍ରେନ ରେ ଯାତ୍ରା କରିବା ବେଳେ ଜଣେ ଯୁବତୀ ଙ୍କୁ କିସ୍ କରି ଦେଇଥିଲେ । ତେବେ 2015 ମସିହା ରେ ଏହି ଘଟଣା ଟି ଘଟିଥିଲା ।
ଏ ନେଇ ଯୁବତୀ ଜଣକ ଥାନା ରେ ଅଭିଯୋଗ କରିଥିଲେ ଏବଂ କଥା ଯାଇ କୋର୍ଟ ରେ ପହଞ୍ଚିଥିଲା ।ଆଉ ଏହି ମାମଲା ର ଶୁଣାଣି ଏବେ କୋର୍ଟ କରିଛନ୍ତି । ତେବେ ଅଭିଯୁକ୍ତ ବ୍ୟବସାୟୀ କୋର୍ଟ ରେ ଏହା ଯୁକ୍ତି ଦର୍ଶାଇ ଥିଲେ ଯେ ,ସେ ଉଦ୍ଦେଶ୍ୟମୂଳକ ଭାବେ ଯୁବତୀ ଙ୍କୁ କିସ୍ କରି ନଥିଲେ ବରଂ ତାଙ୍କ ପାଖରେ ଥିବା ଜଣେ ବ୍ୟକ୍ତି ତାଙ୍କୁ ପେଲି ଦେଇଥିଲେ ।
ଆଉ ଏହାପରେ ସାମ୍ନା ରେ ବସିଥିବା ଯୁବତୀ ଙ୍କ ଉପରେ ସେ ପଡ଼ିଥିଲେ ଏବଂ ସେହି ସମୟ ରେ ତାଙ୍କର ଓଠ ଯୁବତୀ ଙ୍କ ଗାଲ ରେ ବାଜି ଯାଇଥିଲା । କିନ୍ତୁ କୋର୍ଟ ସମସ୍ତ ଯୁକ୍ତି କୁ ପ୍ରତ୍ୟାଖ୍ୟାନ କରି ଦଣ୍ଡ ଶୁଣାଇଛନ୍ତି । ତେବେ 37 ବର୍ଷୀୟ ଯୁବକ କିରଣ କୁ ଏହି ମାମଲା ରେ ଦୋଷୀ ସାବ୍ୟସ୍ତ କରିଛନ୍ତି କୋର୍ଟ । ଆଉ କୋର୍ଟ ଏହା କହିଛି ଯେ ,ଏହା ପ୍ରମାଣିତ ହୋଇଛି ଯେ ଅଭିଯୁକ୍ତ ଯୁବକ ସେହି ଯୁବତୀ ଙ୍କ ଡାହାଣ ଗାଲ କୁ ଚୁମ୍ବନ ଦେଇଛନ୍ତି ।
ତେବେ ବନ୍ଧୁଗଣ ଯଦି ଆମର ଏହି ଲେଖାଟି ଆପଣଙ୍କୁ ପସନ୍ଦ ଆସିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ନେଇ ଆସିବୁ । ଧନ୍ୟବାଦ ।