ଯୁବତୀ ଙ୍କ ସହ Shoping Mall ରେ କଲେ ଏମିତି । ତାପରେ ଯୁବତୀ ଯାହା କଲା…Watch Video…

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ, ଯୁବକ ଜଣକ ଏପରି ପ୍ରାଙ୍କ୍ ଭିଡିଓ କରୁଥିଲେ ଯୁବତୀଙ୍କ ସହ, ଏହାପରେ ଯୁବତୀ ଜଣକ ଯାହା କରିଲେ ଯୁବକଙ୍କ ସହ ଶୁଣିଲେ ଆଶ୍ଚର୍ଯ୍ୟ ହୋଇଯିବେ।ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

ଆଜି କାଲି ଦୁନିଆରେ ଆଉ କିଛି ବି ଜିନିଷ ଅସମ୍ଭବ ନାହିଁ,  ସବୁ କିଛି ଜିନିଷ ଆଜି କାଲି ଲୋକ ମାନଙ୍କ ର ଆଖି ପିଛୁଳାକେ ହେଇଯାଉଛି। ଆଜିକାଲି ତ ଲୋକ ମାନଙ୍କ ହାତରେ ଫୋନ୍ ପଡିବା ମାତ୍ରେ ହିଁ ସେମାନେ ସମସ୍ତେ ସୋ-ସି-ଆ-ଲ୍ ସାଇଟ୍ ରେ ବିଜି। ଏବେବି ସୋସିଆଲ୍ ମିଡିଆରେ ଦେଶ ବିଦେଶ କୁ ନେଇ ବହୁତ ଏପରି କିଛି ଫଟୋ, ଭିଡିଓ, ଖବର ଆଦି ପ୍ରକାଶ ପାଉଛି ଯେଉଁଥିରେ କି ଲୋକମାନେ କିଛି ଶିଖିବାକୁ ମଧ୍ୟ ପାଉଛନ୍ତି। 

 

ତେବେ ସୋ-ସି-ଆ-ଲ ସାଇଟ୍ ରେ ଏପରି ଅନେକ ଖବର ସବୁ ଦେଖିବାକୁ ମିଳୁଛି, ଯାହାକି ଅତ୍ୟନ୍ତ ଲ-ଜ୍ଜା-ଜ-ନ-କ ଅଟେ। ସମାଜ ରେ ଅନେକ ଦୂ-ର୍ବୁ-ତ ଘଟଣା ଘଟୁଛି । ପ୍ରତ୍ୟେକ ଦିନ ଭଳି କି ଭଳି ଆଶ୍ଚର୍ଯ୍ୟ ଜିନିଷ ଦେଖିବାକୁ ମିଳି ଥାଏ । ଏହା ଦେଖିବାକୁ ଯେତିକି କୌତୁକିଆ ସେତିକ ଆଶ୍ଚର୍ଯ୍ୟ କର ମଧ୍ୟ । ଆପଣ ମାନେ ସୋ-ସି-ଆ-ଲ ମି-ଡ଼ି-ଆ ସହିତ ଜଡ଼ିତ ଥିବେ । ପ୍ରତ୍ୟେକ ଦିନ ଅନେକ ଘଟଣା ଶୁଣୁଥିବେ ବା ପଢୁଥିବେ ଯାହା ଆପଣଙ୍କୁ ବହୁତ ଆଶ୍ଚର୍ଯ୍ୟ ମଧ୍ୟ ଲାଗୁଥିବ। ଏବେ ମଧ୍ୟ ସୋସିଆଲ ମିଡିଆରେ ଏକ ଖବର ବହୁତ ହିଁ ଚର୍ଚ୍ଚାରେ ରହିଛି, ଯାହାକି ବହୁତ ଭା-ଇ-ରା-ଲ୍ ମଧ୍ୟ ହେଉଛି। 

 

ତେବେ ଆପଣମାନେ ଏବେ ସୋ-ସି-ଆ-ଲ ସା-ଇ-ଟ୍ ରେ ଏପରି ଅନେକ ମଜାଳିଆ ଭିଡିଓ ସବୁ ଦେଖୁଥିବେ, ଯେଉଁଥିରେ କି କିଛି ଲୋକ ଅନ୍ୟ ଲୋକମାନଙ୍କ ସହିତ କିଛି ପ୍ରାଙ୍କ୍ କରୁଛନ୍ତି ଏବଂ ତାହାକୁ ଭିଡିଓ କରି ସୋସିଆଲ୍ ସାଇଟ୍ ରେ ଛାଡୁଛନ୍ତି। ଲୋକମାନେ ମଧ୍ୟ  ତାହାକୁ ଦେଖି ବହୁତ ମଜା ମଧ୍ୟ ପାଉଛନ୍ତି। ସେହିପରି ଜଣେ ଯୁବକ ପ୍ରାଙ୍କ ଭିଡିଓ କରିବା ପାଇ ଅନେକ ମଜାଳିଆ ଭିଡିଓ ବନାଉଥିଲେ । 

 

ସେଦିନ ଏକ ମଲ୍ କୁ ଯାଇ ସେଠାରେ ଲିଫ୍ଟ ରେ ଯାଉଥିଲା ଯୁବତୀ ମାନଙ୍କ ଗାଲ ରେ ହାତ ମାରିଦେଉଥିଲେ । ଏମିତି ଗୋଟେ ନୁହେଁ ଅନେକ ଝିଅ କ ସହିତ ସେ ଏମିତି ପ୍ରାଂକ୍ କରିଥିଲେ । ସେ ଏହି ପ୍ରକାର ପ୍ରାଙ୍କ କରୁଥିବା ବେଳେ କିଛି ଯୁବତୀ ରାଗିକି ଅନାଉଥିବ ବେଳେ କିଛି ଯୁବତୀ ହସି ଦେଇ ଚାଲି ଯାଉଥିଲେ । ତାଙ୍କର ଏହି ପ୍ରକାର ର ଅନେକ ପ୍ରାଙ୍କ ଭିଡିଓ ଭା-ଇ-ରା-ଲ୍ ହେବାରେ ଲାଗିଛି । ଖାଲି ଯୁବତୀ ନୁହେଁ ଅନେକ ଲୋକଙ୍କ ସହିତ ମଧ୍ୟ ସେ ଏପରି ପ୍ରାଙ୍କ୍ କରୁଥିଲେ।

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *