ଏହି ବର୍ଷ ପବିତ୍ର ଶ୍ରୀରାମ ନବମୀ ଅବସରରେ ୬ ଟି ରାଶିଙ୍କ ଉପରେ ମିଳିବାକୁ ଯାଉଛି ପ୍ରଭୁ ଶ୍ରୀରାମ ଚଦ୍ର ଙ୍କ ଅଶ୍ରିବାଦ । ରାଶି ଚକ୍ର ଜୀବନରେ ଗଭୀର ପ୍ରଭାବ ପକାଇ ଥାଏ ୧୨ ଟି ରାଶିଙ୍କର ଭିନ୍ନ ଭିନ୍ନ ପ୍ରଭାବ ପକାଇ ଥାଏ । ପବିତ୍ର ରାମ ନବମୀ ଅବସରରେ ୬ ଟି ରାଶି ସମସ୍ତ ଦୁଃଖ କଷ୍ଟରୁ ମୁକ୍ତି ପାଇବେ ଏବଂ ଜୀବନରେ ସମସ୍ତ ସମସ୍ୟାକୁ ପଛରେ ପକାଇ ଆଗକୁ ଅଗ୍ରସର ହେବେ । ତେବେ ଆସନ୍ତୁ ଜାଣିବା ଏହି ୬ ଟି ଭାଗ୍ୟଶାଳୀ ରାଶିଙ୍କର ବିଷୟରେ ।
ସିଂହ ରାଶି – ଅନେକ ଦିନ ଧରି କଷ୍ଟ ପାଇ ଆସୁଥିବା ହେତୁ ଆପଣଙ୍କ ମାନସିକ ସ୍ଥିତି ଠିକ୍ ଭାବରେ ରହିପାରୁ ନାହିଁ । କିନ୍ତୁ ଚିନ୍ତା କରିବାର କୌଣସି ଅସୁବିଧା ନାହିଁ ଆପଣଙ୍କ ଭାଗ୍ୟ ରାମ ନବମୀ ଠାରୁ ଚମକିବାକୁ ଯାଉଛି । ସମସ୍ତ ପରିସ୍ଥିତି ରୁ ମୁକ୍ତି ପାଇ ଭବିଷ୍ୟତ ପାଇଁ ଚିନ୍ତା କରିବାପାଇଁ ସକ୍ଷମ ହେବେ ।
କୁମ୍ଭ ରାଶି – ଆପଣଙ୍କର ଅନେକ ଦିନ ଧରି ଆସିବାକୁ ହେଉଥିବା ଧନ କୌଣସି ମତେ ବାଧା ପ୍ରାପ୍ତ ହୋଇ ଅଟକି ରହୁଛି । ତେଣୁକରି ଆପଣ ଏ ସମ୍ପର୍କରେ ଅନେକ ଚିନ୍ତିତ ଅବସ୍ଥାରେ ରହୁଛନ୍ତି । ଆପଣଙ୍କର ରାମ ନବମୀ ପରେ ଭାଗ୍ୟ ଖୋଲିବାକୁ ଯାଉଛି ଆପଣଙ୍କୁ ଧନ ପ୍ରାପ୍ତି ଯୋଗ ସଂପୂଣ୍ଣ ଭାବେ ହେଉଅଛି ।
କନ୍ୟା ରାଶି – ଆପଣଙ୍କ ଉପରେ ଶନିଦେବ ଙ୍କ ଅଶ୍ରିବାଦ ରହିଥିବା ବେଳେ ଆପଣଙ୍କ ଜୀବନ ସାଧାରଣ ଭାବରେ ଉତ୍ତମ ଭାବେ ଚାଲିଛି । କିନ୍ତୁ ରାମ ନବମୀ ଦିନ ଠାରୁ ଆପଣଙ୍କ ଜୀବନରେ ଆହୁରି ଅନେକ ଶୁଭ ସଙ୍କେତ ପାଇବା ସହ ନିଜ କର୍ମ କ୍ଷେତ୍ରରେ ଅଗ୍ରସର ହେବାକୁ ଯାଇଛନ୍ତି ।
ତୁଳା ରାଶି – ଆପଣ ଅନେକ ଭାବେ ପରିଶ୍ରମ କରୁଥିବା ବେଳେ ଆପଣଙ୍କୁ ଆପଣଙ୍କ ପରିଶ୍ରମ ହିସାବରେ ଫଳ ମିଳିପାରୁ ନାହିଁ । ଶତ ଚେଷ୍ଟା ପରେ ମଧ୍ୟ କିଛିଦିନରେ ବିଫଳ ହେଉଛନ୍ତି କିନ୍ତୁ ଚିନ୍ତା କରନ୍ତିନି ଏହି ମାସ ରାମ ନବମୀ ଦିନଠାରୁ ଆପଣଙ୍କ ଭାଗ୍ୟ ଖୋଲିବାକୁ ଯାଉଚି ।
ମୀନ ରାଶି – ଏଥର ରାମନବମୀ ରେ ଆପଣଙ୍କ ଉପରେ ବିଶେଷ କୃପା ହେଉଥିବା ବେଳେ ଆପଣ ଶୁଭ ଖବର ପାଇବାକୁ ଯାଉଛନ୍ତି । ଅନେକ ଦିନ ଧରି ଯଦି କୋର୍ଟ କଚେରୀ ସମସ୍ୟା ଥାଏ ତେବେ ଏହି ମାସରେ ଆପଣଙ୍କର ଜୟ ଲାଭ କରିବାର ସମ୍ପୂର୍ଣ ଯୋଗ ଅଛି ।