ଦର୍ଶକ ବନ୍ଧୁ ଆପଣ ମାନେ ତ ଏହା ଜାଣିଛନ୍ତି ଯେ , ଖାଦ୍ୟ ଆମ ଶରୀରକୁ ଶକ୍ତି ଯୋଗାଇ ଥାଏ ଏବଂ ଖାଦ୍ୟ ବିନା ଆମେ ବଞ୍ଚି ପାରିବା ନାହିଁ । ତେବେ ସବୁବେଳେ ଆମେ ଯେଉଁ ଖାଦ୍ୟ ଖାଉଛେ ତାର ମୂଳ କାରଣ ହେଉଛନ୍ତି କୃଷକ ।କୃଷକ ମାନଙ୍କ ପାଇଁ ଆଜି ଆମେ ଖାଦ୍ୟ ଖାଇପାରୁଛେ ,ଏଥିପାଇଁ ମଧ୍ୟ କୃଷକ ମାନଙ୍କୁ ଦେଶର ମେରୁଦଣ୍ଡ ବୋଲି କୁହାଯାଏ ।
ତେବେ କୃଷକ ମାନଂକ ପାଇଁ ଆମ ସରକାର ଅନେକ ପ୍ରକାରର ଯୋଜନା ଆଣିଛନ୍ତି ,ଆଉ ଏଥି ମଧ୍ୟରେ ଗୋଟେ ହେଉଛି ପିଏମ କିସାନ ଯୋଜନା । ତେବେ ବନ୍ଧୁଗଣ ବର୍ତ୍ତମାନ ସମୟ ରେ ପିଏମ କିସାନ ଯୋଜନା ରେ ଆସିଛି ଏକ ବଡ ଖୁସି ଖବର ,ଯାହାକୁ ଜାଣିଲେ ଆପଣ ବି ଖୁସି ହୋଇଯିବେ । ସୂଚନାଯୋଗ୍ୟ କଥା ଏହା ଯେ , ପିଏମ କିସାନ ଯୋଜନା ରେ ଚାଷୀ ମାନେ ବାର୍ଷିକ ୩୬୦୦୦ ଟଙ୍କା ପାଇବେ ।
ତେବେ ଏହି ଯୋଜନା ରେ ଲାଭବାନ ହେବା ପାଇଁ ଆପଣଙ୍କୁ କଣ କରିବାକୁ ପଡ଼ିବ ,ଆସନ୍ତୁ ଜାଣି ନେବା। ତେବେ ଏହି ଯୋଜନା ରେ ଯୋଡ଼ି ହେବାକୁ ହେଲେ ଆପଣଙ୍କୁ ନିଜର ବୟସ ସୀମା ଅନୁସାରେ ବିନିଯୋଗ କରିବାକୁ ହେବ ଏବଂ ଏହା ଦ୍ଵାରା ଆପଣ ଲାଭବାନ ହୋଇପାରିବେ । ତେବେ ଆସନ୍ତୁ ଜାଣିବା କିପରି ଲାଭ ଉଠାଇବେ ।
୧) ପ୍ରଥମ ଟି ହେଉଛି ଏହି ଯୋଜନା ରେ ଲାଭବାନ ହେବା ପାଇଁ ବୟସ ସୀମା ୧୮ ରୁ ୪୦ ବର୍ଷ ମଧ୍ୟରେ ହେବା ଆବଶ୍ୟକ ।
୨) ଦ୍ଵିତୀୟ ରେ ହେଉଛି କୃଷକ ଙ୍କ ପାଖରେ ୨ ହେକ୍ଟର ଚାଷ ଜମି ଥିବା ଆବଶ୍ୟକ ।
୩) ତୃତୀୟ ରେ ହେଉଛି ଏହି ଯୋଜନା ରେ ବିନିଯୋଗ କରିବା ପାଇଁ ବୟସ ସୀମା ୨୦ ବର୍ଷ ଠାରୁ ୪୦ ବର୍ଷ ପର୍ଯ୍ୟନ୍ତ ହେବା ଆବଶ୍ୟକ ।
୪) ଚତୁର୍ଥ କଥା ଟି ହେଉଛି ଯେଉଁ କୃଷକ ମାନେ 18 ବର୍ଷ ରେ ଯୋଗ ଦେଉଛନ୍ତି ସେମାନଙ୍କୁ ମାସିକ ୫୫ ଟଙ୍କା ବିନିଯୋଗ କରିବାକୁ ହେବ ।
୫) ପଞ୍ଚମ କଥା ଟି ହେଉଛି ଯଦି କୃଷକ ଙ୍କ ବୟସ ୩୦ ବର୍ଷ ହୋଇଯାଇଥାଏ ତେବେ ତାଙ୍କୁ ମାସିକ ୧୧୦ ଟଙ୍କା ବିନିଯୋଗ କରିବାକୁ ହେବ ।
୬) ଶେଷ କଥା ଟି ଏହା ଯେ, ଯଦି ଆପଣ ୪୦ ବର୍ଷ ରେ ଏହି ଯୋଜନାରେ ବିନିଯୋଗ କରନ୍ତି ତେବେ ଆପଣଙ୍କୁ ମାସିକ ୨୦୦ ଟଙ୍କା ବିନିଯୋଗ କରିବାକୁ ହେବ ।
ତେବେ ବନ୍ଧୁଗଣ ଯଦି ଆମର ଏହି ଲେଖାଟି ଆପଣଙ୍କୁ ପସନ୍ଦ ଆସିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ନେଇ ଆସିବୁ । ଧନ୍ୟବାଦ ।