ଷ୍ଟେଟ ବ୍ୟାଙ୍କ ଖାତା ଥିଲେ ନିଶ୍ଚିନ୍ତ ଦେଖନ୍ତୁ – SBI କରିଛି ଏକ ବଡ ପରିବର୍ତ୍ତନ – ଜାଣନ୍ତୁ ।

 

 

ଦର୍ଶକ ବନ୍ଧୁ ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ଦର୍ଶକ ବନ୍ଧୁ ଦେଶର ସବୁଠୁ ବଡ ସାର୍ବଜନିକ ବ୍ୟାଙ୍କ୍ SBI କୁ ନେଇ ଆସିଲା ବଡ ଅପଡେଟ। ତେବେ SBI ଗ୍ରାହକ ମାନେ ଏହି ଜରୁରୀ ଖବର କୁ ନିଶ୍ଚିନ୍ତ ଜାଣି ରଖନ୍ତୁ । ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଛନ୍ତି ଯେ, କୋଭିଡ 19 ପରେ ଅନେକ ଲୋକ ମାନେ ବୀମା ଉପରେ ଅଧିକ ଫୋକସ୍ କରୁଛନ୍ତି । ତେବେ ବ୍ୟାଙ୍କ୍ ନିଜର ଗ୍ରାହକ ମାନଙ୍କୁ ସୁବିଧା ଯୋଗାଇବା ପାଇଁ ଗ୍ରାହକ ମାନଂକ ପାଇଁ ନେଇ ଆସିଛି ଏକ ବଡ ଅଫର ।

 

ତେବେ ନିଜ ଗ୍ରାହକ ମାନଂକ ସୁବିଧା ପାଇଁ SBI ବ୍ୟାଙ୍କ ବହୁତ୍ କମ୍ ଟଙ୍କା ରେ ଇନସୁରାନ୍ସ ର ସୁବିଧା ଦେଉଛି ।ତେବେ ସରକାର ଙ୍କ ସ୍କିମ୍ ପ୍ରଧାନ ମନ୍ତ୍ରୀ ସୁରକ୍ଷା ବୀମା ଯୋଜନା ଏବଂ ପ୍ରଧାନ ମନ୍ତ୍ରୀ ଜିବନ ଜ୍ୟୋତି ବୀମା ଯୋଜନା ରେ ଗ୍ରାହକ ମାନଙ୍କୁ 4 ଲକ୍ଷ ଟଙ୍କା ଯାଏ ଅଫର ମିଳୁଛି । ବଡ କଥା ଟି ଏହା ଯେ ଗ୍ରାହକ ମାନଙ୍କୁ ଏଥିପାଇଁ ବହୁତ୍ କମ୍ ଟଙ୍କା ଦେବାକୁ ପଡ଼ୁଛି ।

 

 ମାତ୍ର କେବଳ 342 ଟଙ୍କାରେ ଗ୍ରାହକ ମାନେ ମୋଟ 4 ଲକ୍ଷ ଟଙ୍କାର ଲାଭ ଉଠେଇ ପାରିବେ । ତେବେ SBI ବ୍ୟାଙ୍କ୍ ବର୍ତ୍ତମାନ ସମୟ ରେ ଏହି ସଂମ୍ପର୍କ ରେ ସୂଚନା ଦେଇଛି । ତେବେ ବ୍ୟାଙ୍କ୍ ନିଜର ଗ୍ରାହକ ମାନଙ୍କୁ ବୀମା କରିବାକୁ ନିର୍ଦ୍ଧେଶ ଦେଇଛି । ବୀମା କରିବା ପରେ ଆପଣ ମାତ୍ର 342 ଟଙ୍କା ନିବେଶ କରି 4 ଲକ୍ଷ ଯାଏ ସହାୟତା ରାଶି ପାଇପାରିବେ ।

 

ତେବେ ଏଥିରେ ଅଟୋ ଡେବିଟ ସୁବିଧା ଦ୍ୱାରା ଖାତା ଧାରକ ଙ୍କୁ ପ୍ରିମିୟମ୍ ର ମାଇନସ ମଧ୍ୟ କରାଯିବ । ତେବେ 18 ରୁ 70 ବର୍ଷ ମଧ୍ୟରେ ସମସ୍ତ ବ୍ୟକ୍ତି ଏହାର ଲାଭ ଉଠେଇ ପାରିବେ । ତେବେ ଏହା ଥିଲା SBI ପକ୍ଷ ରୁ କିଛି ବଡ ଆପଡେଟ । ତେବେ ବର୍ତ୍ତମାନ ସମୟ ରେ ଦେଶର ସାର୍ବଜନୀନ ବ୍ୟାଙ୍କ୍ SBI ବ୍ୟାଙ୍କ୍ ତରଫ ରୁ ଏହି ବଡ ସୂଚନା ମିଳିଛି ।

 

ତେବେ ବନ୍ଧୁଗଣ ଯଦି ଆମର ଏହି ଲେଖାଟି ଆପଣଙ୍କୁ ପସନ୍ଦ ଆସିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ନେଇ ଆସିବୁ । ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *