ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ, ଗୁଲୁଆଙ୍କ ସହ କାଳିଆ ଷଣ୍ଢ ଯାଇଥିଲେ ଜିମ୍, ଏହିପରି ଭାବରେ ଫସିଲେ ସେଠାରେ, ଶେଷରେ ଉଠ୍ ବସ୍ ହେଲେ।ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ।
ଆମ ଓଲିଉଡ୍ ଇଣ୍ଡଷ୍ଟ୍ରି ରେ ତ ଅନେକ ସଫଳ ଅଭିନେତା ଅଛନ୍ତି ଯେଉଁମାନେ କି ନିଜ ନିଜର ସୁନ୍ଦର ଅଭିନୟ, ଡ୍ୟାନ୍ସ, ଆକ୍ସନ୍ ଆଦି ପାଇଁ ଲୋକ ମାନଙ୍କ ପାଖରେ ବହୁତ ଜଣାଶୁଣା ଏବଂ ବହୁତ ଭଲପାଇବା ମଧ୍ୟ ସାଉଁଟିଛନ୍ତି ଦର୍ଶକ ମାନଙ୍କ ପାଖରୁ। ତେବେ ଆମେ ଆଜି ଯାହାଙ୍କ ବିଷୟରେ କହିବୁ ସେ ଜଣେ ଅଭିନେତା ନୁହଁନ୍ତି, ଜଣେ ହାସ୍ୟ ଅଭିନେତା। ସେ ୟୁଟ୍ୟୁବ୍ ରେ ନିଜର ମଜାଳିଆ ଭିଡିଓକୁ ନେଇ ବହୁତ ଜଣାଶୁଣା।
ଆପଣ ମାନେ ବି ନିଶ୍ଚିତ ଭାବେ ତାଙ୍କର ଭିଡିଓକୁ ଦେଖିଥିବେ ଏବଂ ନୀତିଦିନିଆ ଜୀବନରେ ତାଙ୍କ ଡାଇଲଗ୍ କୁ କହୁଥିବେ, ଯେପରିକି ମୋର ସବୁ ସୁରଟ, ଭାତଟେ ହବ ଡାଲିଟେ ହବ। ଆପଣମାନେ ଏହି ଦୁଇଟି ଡାଇଲଗ୍ ଶୁଣି ଜାଣି ସାରିବେଣି କାହା ବିଷୟରେ ଆମେ କହୁଛୁ, ଆମେ କହୁଛୁ ସେହି ବହୁ ଫେମସ୍ ଗୁଲୁଆଙ୍କ କଥା। ଯାହାଙ୍କ କମେଡି ଭିଡିଓ ଓଡିଶାର ଘରେ ଘରେ ପରିଚିତ। ତେବେ ସେ ସବୁବେଳେ କିଛି ନା କିଛି କମେଡି ଭିଡିଓ ସୋସିଆଲ୍ ସାଇଟ୍ ରେ ପୋଷ୍ଟ କରନ୍ତି ଏବଂ ତାଙ୍କର ସେହି ଭିଡିଓକୁ ଲୋକମାନେ ଖୁବ୍ ପସନ୍ଦ କରନ୍ତି।
ଆମେ ଆଜି ଆପଣଙ୍କୁ ଗୁଲୁଆଙ୍କ ସହିତ ରହୁଥିବା ତାଙ୍କ ସାଥୀ କାଳିଆ ଷଣ୍ଢଙ୍କ ବିଷୟରେ କହିବୁ। ଗୁଲୁଆ ଏବଂ ସେ ଜିମ୍ କୁ ଯାଇଥିଲେ, ଗୁଲୁଆ ତାଙ୍କୁ ନିଜ ସହିତ ନେଇ ଯାଇଥିଲେ। ସେ ସେଠାରେ ୱାର୍କ ଆଉଟ୍ କରୁଥିବା ସମୟରେ ସେଠାକାର ଜଣେ ଲୋକ ସେଠାକୁ ଆସିଥିଲେ ଏବଂ କାଳିଆ ଷଣ୍ଢଙ୍କୁ ମାସ୍କ ସମ୍ପର୍କରେ ପଚାରିଥିଲେ, ସେ ମାସ୍କ ନେଇ ନଥିଲେ। ଏହାପରେ ସେହି ଲୋକ ଜଣକ କାଳିଆ ଷଣ୍ଢଙ୍କ ହାତ ଧରି ଟାଣି ନେଇଥିଲେ ।
ଏହାକୁ ଦେଖି ଗୁଲୁଆ ଖୁବ୍ ଜୋରରେ ରାଗିଯାଇଥିଲେ ଏବଂ ପାଟି ତୁଣ୍ଡ ମଧ୍ୟ କରିଥିଲେ। ତେବେ କିଛି ସମୟର ଝଗଡା ପରେ ସେହି ଲୋକଜଣକ କାଳିଆ ଷଣ୍ଢଙ୍କୁ କାନ ଧରି ଉଠ୍ ବସ୍ ହେବାକୁ କହିଥିଲେ, ଏବଂ କହିବାକୁ କହିଥିଲେ କି ମୁଁ ବୋକରା ବନିଗଲି। ତେବେ ଏହା ଗୁଲୁଆଙ୍କର ଏକ ପ୍ରାଙ୍କ୍ ଥିଲା କାଳିଆ ଷଣ୍ଢଙ୍କ ସହିତ, ସେ ସବୁବେଳେ ଗୁଲୁଆଙ୍କ ସହ ପ୍ରାଙ୍କ୍ କରି ଥାଆନ୍ତି, ଆଉ ଗୁଲୁଆ ଜିମ୍ ର ଲୋକମାନଙ୍କ ସହ ମିଶି ତାଙ୍କ ସହ ପ୍ରାଙ୍କ୍ କରିଦେଲେ।
ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।