ପାକିସ୍ତାନ ଭାରତ ବିରୋଧ ପ୍ରଚାର କରୁଥିବାରୁ | ପାକିସ୍ତାନ ଉପରେ ମୋଦି କରିଦେଲେ Digital Strike…

 

ନମସ୍କାର ବନ୍ଧୁଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ , ବର୍ତ୍ତମାନ କିଭଳି ଭାବରେ ଡିଜିଟାଲ ଷ୍ଟ୍ରାଇକ୍ କରିଛନ୍ତି ନରେନ୍ଦ୍ର ମୋଦୀ । ଆସନ୍ତୁ ଜାଣିବା ସଂପୂର୍ଣ୍ଣ ଖବର ।ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

ଦର୍ଶକ ବନ୍ଧୁ ବର୍ତ୍ତମାନ ମୋଦୀ ସରକାର କରିଛନ୍ତି ଡିଜିଟାଲ ଷ୍ଟ୍ରାଇକ୍ । ତେବେ ବର୍ତ୍ତମାନ ସମୟ ରେ ୟୁ ଟ୍ୟୁବ୍ ରେ ମିଥ୍ୟା ଖବର ପ୍ରଚାର କରୁଥିବା ୧୮ଟି ଭାରତୀୟ ଓ ୪ଟି ପାକିସ୍ତାନୀ ୟୂଟ୍ୟୁବ ଚ୍ୟାନେଲ କୁ ବନ୍ଦ କରି ଦିଆଗଲା । ଭାରତର ଜନ ଶୃଙ୍ଖଳା ,ବୈଦେଶିକ ସମ୍ପର୍କ ତଥା ଜାତୀୟ ସୁରକ୍ଷା  ବିଷୟରେ ମିଥ୍ୟା ସୂଚନା ପ୍ରଚାର କରୁଥିବା ୟୂଟ୍ୟୁବ ଚ୍ୟାନେଲ ଗୁଡିକ ଉପରେ କଡ଼ା କାର୍ଯ୍ୟନୁଷ୍ଠାନ ଗ୍ରହଣ କରିଛନ୍ତି ନରେନ୍ଦ୍ର ମୋଦୀ ।

 

ତେବେ ଏଭଳି ସବୁ କାମ 22 ଟି ୟୁଟ୍ୟୁବ ଚ୍ୟାନେଲ କରୁଥିବାରୁ ସେମାନଙ୍କ ଚ୍ୟାନେଲ କୁ ବନ୍ଦ କରି ଦିଆଯାଇଛି । କେବଳ ଏତିକି ନୁହେଁ ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ ଏହା ସହିତ ଗୋଟିଏ ଫେସବୁକ୍ ଆକାଉଣ୍ଟ ,୩ଟି ଟ୍ୱିଟର ଏବଂ ଗୋଟେ ନ୍ୟୁଜ୍ ୱେବସାଇଟ କୁ ବ୍ଲକ କରି ଦେଇଛି । ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ଯେ ,ଏହି ୟୁ ଟ୍ୟୁବ୍ ଚ୍ୟାନେଲ ଗୁଡିକ ଟିଭି ନ୍ୟୁଜ୍ ଚ୍ୟାନେଲ ର ଲୋଗୋ ଏବଂ ଥମ୍ବନେଲ ବ୍ୟବହାର କରି ଦର୍ଶକ ମାନଙ୍କୁ ବିଭ୍ରାନ୍ତ କରୁଥିଲେ ।

 

ମୁଖ୍ୟ କଥା ଏହା ଯେ ଏହି ସବୁ ଚ୍ୟାନେଲ ଗୁଡିକ ଦେଶ ର ସ-ଶ-ସ୍ତ୍ର ବାହିନୀ ର ଖବର କୁ ପୋଷ୍ଟ କରୁଥିଲେ । ୟୁକ୍ରେନରେ ଚାଲିଥିବା ଯୁଦ୍ଧ ସହ ଜଡ଼ିତ ମିଥ୍ୟା ଖବର କୁ ସେହି ଚ୍ୟାନେଲ ରେ ଦେଖାଯାଉଥିଲେ। ପୂର୍ବରୁ ଅର୍ଥାତ୍ ଜାନୁଆରି ମାସରେ ୩୫ଟି ୟୁଟ୍ୟୁବ ଚ୍ୟାନେଲକୁ ବ୍ଲକ୍ କରିଥିଲେ ମୋଦୀ ସରକାର । 

 

ତେବେ ଏଥିରେ ଥିବା ପ୍ରାୟ ସମସ୍ତ ୟୁ ଟ୍ୟୁବ୍ ଚ୍ୟାନେଲ ଗୁଡିକ ପାକିସ୍ତାନରୁ ପରିଚାଳିତ ହେଉଥିଲା ଏବଂ ଏଥିରେ ଭାରତ ବିରୋଧୀ ମିଥ୍ୟା ଖବରର ପ୍ରଚାର କରାଯାଉଥିଲା ,ଏଥିପାଇଁ ସରକାର ଏହି ଚ୍ୟାନେଲ ଗୁଡ଼ିକୁ ବ୍ଲକ କରି ଦେଇଛନ୍ତି ।

 

 

 

ତେବେ ବନ୍ଧୁଗଣ ଯଦି ଆମର ଏହି ଲେଖାଟି ଆପଣଙ୍କୁ ପସନ୍ଦ ଆସିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ନେଇ ଆସିବୁ । ଧନ୍ୟବାଦ ।

 

Leave a Reply

Your email address will not be published.