ଚାକିରି ପାଇଁ ଚିନ୍ତିତ ଅଛନ୍ତି କି ? ଜାଣନ୍ତୁ କେଉଁ ଉପାୟ କଲେ ମିଳିବ ଚାକିରି ? ଥରେ ଏହି ଉପାୟ କରି ଦେଖ, ତାପରେ….

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ଚାକିରି ପାଇଁ ଚିନ୍ତିତ ଅଛନ୍ତି କି ? ଜାଣନ୍ତୁ କେଉଁ ଉପାୟ କଲେ ମିଳିବ ଚାକିରି ? ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

ଆଜିର ଯୁଗରେ ଶିକ୍ଷିତ ବେକାରୀ ଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ପାଠଶାଠ ପଢ଼ି ଶିକ୍ଷିତ ଯୁବକ ଯୁବତୀ ଚାକିରି ନ ପାଇ ବେରୋଜଗାର ହୋଇ ନିଜ ଜୀବନ ଅତିବାହିତ କରୁଛନ୍ତି । ସଂସାରରେ ମଣିଷ କୌଣସି ନା କୌଣସି କାର୍ଯ୍ୟରେ ନିୟୋଜିତ ହେବା କଥା । କିନ୍ତୁ ଦେଶରେ ବେକାରୀ ସମସ୍ୟା ବଶତଃ ଲୋକମାନେ କିଛି କାର୍ଯ୍ୟ ନ କରିବାରୁ ଅନୈତିକ କାର୍ଯ୍ୟକଳାପ ରେ ମନ ନିବେଶ କରୁଛନ୍ତି । ଯଦ୍ୱାରା ସମାଜରେ କୁପ୍ରଭାବ ପଡୁଛି । 

 

ତେବେ ମଣିଷ ନିଜର ଜୀବନଯାପନ ତଥା ଆବଶ୍ୟକତା ପୂର୍ତ୍ତି ପାଇଁ ଅର୍ଥ ଏକାନ୍ତ ଆବଶ୍ୟକ । କିନ୍ତୁ ମନୁଷ୍ୟ ବେରୋଜଗାରୀ ବଶତଃ ଅର୍ଥ ଉପାର୍ଜନ କରିପାରୁନାହିଁ । ଆଜିର ଦୁନିଆରେ ସବୁଠୁ ବଡ଼ ଚିନ୍ତାର ବିଷୟ ଏହି କି ଯେ ଚାକିରୀ । ଆଜିର ଯୁବପିଢି ମାନେ ଚାକିରୀ ଅଭାବରୁ ଚିନ୍ତିତ ହେଉଛନ୍ତି । ଆଜି ଆମେ ଆପଣଙ୍କୁ କିଛି ଉପାୟ କହିବୁ ଯାହା ଦ୍ଵାରା ଅଟକି ରହିଥିବା କିମ୍ବା ଚାକିରି ହୋଇ ନ ଥିବା କ୍ଷେତ୍ର ରେ ସାହାଯ୍ୟ କରିବ । 

 

ଏହି ଉପଚାର କୁ ସପ୍ତାହ ର କୌଣସି ଦିନରେ ଓ କୌଣସି ସମୟ ରେ  ଆପଣ ମାନେ କରି ପାରିବେ । ପ୍ରଥମେ ଏକ ମାଟି ପାତ୍ର ଆଣି ସେଥିରେ କିଛି ସୋରିଷ ତେଲ ନିଅନ୍ତୁ । ୭ଟି ଦୁବ ପାତ୍ର ଆଣି ସୋରିଷ ତେଲରେ ବୁଡାଇ ଦିଅନ୍ତୁ । କିଛି ସୋରିଷ ତେଲ ମାଟି ଦୀପରେ  ଓ ଆଉ କିଛି ଏକ ମାଟି ପାତ୍ର ରେ ରଖନ୍ତୁ । ଦୁବ ଘାସ କୁ  ବୁଡାଇଲା ପରେ ଦୀପ ଭିତରେ ଯେଉଁ ସୋରିଷ ତେଲ ରହିଥିବା ତାହାକୁ ଆଣି ମାଟି ଭିତରେ ରଖିବେ । 

 

ଏହାକୁ ଆପଣ ଙ୍କ ଘର ର ପୂଜା ଘରେ ରଖିବେ । ଏହି ଉପାୟ କରିଥିବା ଦିନ ରେ ଆମିଷ ଖାଇବେ ନାହି । ମାଟି ଦୀପ ରେ ବୁଡା ହୋଇ ଥିବା ଦୁବ କୁ ଧରି ଘର ର ଦକ୍ଷିଣ କୁ ଆସିବେ । ହାତ ରେ ଧରି ମନେ ମନେ ଚାକିରି ଶୀଘ୍ର ହେବା ପାଇଁ ପ୍ରାର୍ଥନା କରିବେ ଓ ପରେ ଦୀପ ସହ ତେଲ ଓ ଦୁବ କୁ ଦକ୍ଷିଣ ଦିଗରେ ଢାଳି ଦେବେ । ଏହା ପରେ ଘରକୁ ଫେରି ଆସିବେ । ଏହି ଉପାୟ କୁ ଲଗାତାର ଭାବରେ ୯ ଦିନ ପର୍ଯ୍ୟନ୍ତ କରନ୍ତୁ ।

 

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *