ନମସ୍କାର ବନ୍ଧୁଗଣ ଆପଣ ମାନଙ୍କୁ ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ , ଭାରତକୁ ଧୋକା ଦେଲା ଆମେରିକା ! ଆସନ୍ତୁ ଜାଣିବା ସଂପୂର୍ଣ୍ଣ ଖବର । ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।
ମିଛ କହୁଛି କି ଆମେରିକା? ଭାରତକୁ ମନା କରି ନିଜେ ତେଲ କିଣି ଗଚ୍ଛିତ ରଖୁଛି କି ? ଋଷ ର ଜଣେ ଅଧିକାରୀ ଆମେରିକା କୁ ନେଇ ଏକ ବଡ଼ ଖୁଲାସା କରିଛନ୍ତି ,ଏହାପରେ ସମସ୍ତଙ୍କ ମନ ରେ ଏହି ପ୍ରଶ୍ନ ସୃଷ୍ଟି ହୋଇଛି । ତେବେ ଦର୍ଶକ ବନ୍ଧୁ ଋଷ ର ସେହି ଅଧିକାରୀ ଜଣକ କଣ ସବୁ କହୁଛନ୍ତି ,ଆସନ୍ତୁ ଜାଣିବା ।
ବର୍ତ୍ତମାନ ସମୟ ରେ ଋଷ ର ଅଧିକାରୀ ଜଣକ ଏହା କହିଛନ୍ତି ଯେ ,ଗୋଟେ ପଟେ ଋଷ ଠାରୁ ବିପୁଳ ପରିମାଣ ରେ ତୈଳ କ୍ରୟ କରୁଛି ଆମେରିକା ଏବଂ ଅନ୍ୟ ପଟ ରେ ଋଷ ଠାରୁ ତୈଳ କ୍ରୟ ନ କରିବାକୁ ଅନ୍ୟ ଦେଶ ମାନଙ୍କ ଉପରେ ଚାପ ପ୍ରୟୋଗ କରୁଛି ।ଗତ ରବିବାର ଦିନ ରୁଷର ସୁରକ୍ଷା ପରିଷଦର ଉପସଚିବ ମିଖାଇଲ ପୋପୋଭ କହିଛନ୍ତି ଯେ , ଆମେରିକା ପ୍ରତିଦିନ ରୁଷ ଠାରୁ ଶହେ ହଜାର ବ୍ୟାରେଲରୁ ଅଧିକ ଅଶୋଧିତ ତୈଳ କିଣୁଛି । ଏମିତିକି ଗତ ସପ୍ତାହରେ ଆମେରିକା ରୁଷରୁ ଅଶୋଧିତ ତୈଳ କ୍ରୟକୁ ୪୩ ପ୍ରତିଶତ ବୃଦ୍ଧି କରିଛି।
ତେବେ ଚାଇନା ର ଏକ ଖବର କାଗଜ ରେ ପ୍ରକାଶ ପାଇଥିବା ଏକ ରିପୋର୍ଟ ଅନୁଯାୟୀ , କେବଳ ଏତିକି ନୁହେଁ , ତୈଳ ସହ ଅନ୍ୟ ଜରୁରୀ ଜିନିଷ ରୁଷଠାରୁ କିଣିବା ପାଇଁ ଅନୁମତି ଦେଇଛି ଆମେରିକା ।ପ୍ରାକୃତିକ ଗ୍ୟାସ ଏବଂ ଅଶୋଧିତ ତୈଳ ପାଇଁ ରୁଷ ଉପରେ ନିର୍ଭରଶୀଳ ହେଉଛି ୟୁରୋପ । ତେବେ ଏହି କଥା ଜାଣି ମଧ୍ୟ ଆମେରିକା ସମେତ ୟୁରୋପୀୟ ସହଯୋଗୀ ଦେଶ ମାନେ ରୁଷ ତୈଳ ଉପରେ ପ୍ରତିବନ୍ଧକ ଲଗାଇବା ବିଷୟରେ କହିଁଛନ୍ତି ।
ତେବେ ବନ୍ଧୁଗଣ ଯଦି ଆମର ଏହି ଲେଖାଟି ଆପଣଙ୍କୁ ପସନ୍ଦ ଆସିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ନେଇ ଆସିବୁ । ଧନ୍ୟବାଦ ।