ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ଶେଷରେ ମିଶିଲେ ଅଭିନେତା ଅନୁଭବ ମହାନ୍ତି ଓ ପତ୍ନୀ ବର୍ଷା ପ୍ରିୟଦର୍ଶିନୀ।ଆସନ୍ତୁ ଜାଣିବା ଏହି ଘଟଣା ସମ୍ପର୍କରେ ସମ୍ପୂର୍ଣ ତଥ୍ୟ।ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।
ଯଦି ଆପଣମାନେ ଓଲିଉଡ ପ୍ରେମୀ ହୋଇଥିବେ ତାହେଲେ ଓଡ଼ିଆ ଅଭିନେତା ଅନୁଭବ ମହାନ୍ତି ଓ ଓଲିଉଡ କୁଇନ୍ ବର୍ଷା ପ୍ରିୟଦର୍ଶିନୀ ଙ୍କୁ ବହୁତ ଭଲ ଭାବରେ ଜାଣିଥିବେ।ସେ ତାଙ୍କ ଅଭିନୟ ମାଧ୍ୟମରେ ସମସ୍ତଙ୍କ ହୃଦୟ କିଣି ନେଇଛନ୍ତି।ସେ ବହୁତ ସୁପର ହିଟ୍ ଚଳଚ୍ଚିତ୍ର କରିଛନ୍ତି।ଦୁହେଁ ମିଶି ମୋ ଦୁନିଆ ତୁ ହିଁ ତୁ,କେହି ଜଣେ ଭଲ ଲାଗେ ରେ,ସମଥିଙ୍ଗ ସମଥିଙ୍ଗ,ସମଥିଙ୍ଗ ସମଥିଙ୍ଗ ୨,କିଏସେ ଡାକୁଛି କୋଉଠି ମତେ,ନେଇ ଜାରେ ମେଘ ମତେ,ଆମ ଭିତରେ କିଛି ଅଛି,ବାଳୁଙ୍ଗା ଟୋକା,ସୁନା ଚଢ଼େଇ ମୋ ରୂପା ଚଢ଼େଇ,ଥ୍ୟାଙ୍କ ୟୁ ଭଗବାନ,ଏହିପରି ବହୁତ ସୁପର ହିଟ୍ ଚଳଚ୍ଚିତ୍ର କରିଛନ୍ତି।
ଅଭିନେତା ଅନୁଭବ ମହାନ୍ତି ଓ ଓଲିଉଡ କୁଇନ୍ ବର୍ଷା ପ୍ରିୟଦର୍ଶିନୀ ଏମାନଙ୍କ ମଧ୍ୟରେ ବହୁତ ଦିନ ହେଲାଣି ବିବାଦ ରହିଛି।ତେବେ ଦୁହେଁ ତାଙ୍କର ପାରିବାରିକ ବିବାଦ ପାଇଁ ପରସ୍ପର ଠୁ ଅଲଗା ହୋଇଯାଇଥିଲେ।ତାହା କୋର୍ଟ କଚେରୀ ରେ ସୀମିତ ନରହି ସୋସିଆଲ ମିଡିଆରେ ଘୁରି ବୁଲିଲା,ଯାହା ସମସ୍ତେ ଜାଣନ୍ତି। ନିକଟରେ ସାଂସଦ ପିନାକୀ ମିଶ୍ରଙ୍କ ବକ୍ତବ୍ୟ କୁ ଦୁହେଁ ସମର୍ଥନ କରିବା ଦେଖା ଯାଇଛି,ଯାହାକୁ ନେଇ ଏବେ ରାଜନୈତିକ ମହଲରେ ଏବେ ଚର୍ଚ୍ଚାର ବିଷୟ ପାଲଟିଛି।
କିଏ କହୁଚି ଜଗା ପାଇଁ ବର୍ଷା ଅନୁଭବ ମିଶିଲେ,ତେବେ ଶ୍ରୀମନ୍ଦିର କରିଡ଼ର ଭିତରେ ୪ଟି ଟଏଲେଟ୍ ନିର୍ମାଣ ହେଉଥିବା ପ୍ରସଙ୍ଗରେ କହୁଥିଲା ବେଳେ ସାଂସଦ ଅନୁଭବ ୟେସ ୟେସ କହି ଟେବୁଲ ବାଡେଇ ସମର୍ଥନ କରିଥିଲେ। ସେତେବେଳେ ଅନୁଭବ ଙ୍କ ଏଭଳି ସମର୍ଥନକୁ ନେଇ ଚର୍ଚ୍ଚା ହେଉଥିଲା। ଏହାର କିଛି ଦିନ ପରେ ବର୍ଷା ପ୍ରିୟଦର୍ଶିନୀ ଅପରାଜିତା ଷଡ଼ଙ୍ଗୀ ଙ୍କୁ ଟୁଇଟ କରି ଟାର୍ଗେଟ କରିଥିଲେ।
ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।