ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ବୋ-ମାରେ ଉଡାଇ ଦେବୁ,ମିଳିଲା ହ-ତ୍ୟା ଧମକ,ଜାଣନ୍ତୁ କେଉଁଥିପାଇଁ ମୋଦିଙ୍କୁ ବୋମା ମାରି ଉଡେଇଦେବେ….

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ବୋ-ମାରେ ଉଡାଇ ଦେବୁ, ମିଳିଲା ହ-ତ୍ୟା ଧମକ,ଜାଣନ୍ତୁ ସମ୍ପୂର୍ଣ୍ଣ ଖବର। ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

ମୋଦୀ ସରକାର ଆମ ଦେଶର ପ୍ରଧାନମନ୍ତ୍ରୀ ହେବା ପରଠାରୁ ଦେଶର ଗରୀବ ଲୋକଙ୍କ ପାଇଁ ଅନେକ ଯୋଜନା ମାନ ଲାଗୁ କରିଛନ୍ତି। ଏହି ଯୋଜନା ଦ୍ୱାରା ଅନେକ ଗରୀବ ଲୋକ ମାନେ ଲାଭ ଉଠାଇ ପାରୁଛନ୍ତି ଏବଂ ସାହାଯ୍ୟ ମଧ୍ୟ ପାଇ ପାରୁଛନ୍ତି। ମୋଦୀ ଯେବେଠାରୁ ଆମ ଦେଶର ସରକାର ପଦବୀ ପାଇଛନ୍ତି ସେବେଠାରୁ ହିଁ ଆମ ଦେଶକୁ ବିକଶିତ ଦେଶ ଭାବେ ପରିଗଣିତ କରିବା ପାଇଁ ଲାଗି ପଡିଛନ୍ତି। 

 

ଦେଶରେ ସେ ଅନେକ ପ୍ରକାରର ସୁବିଧା ମଧ୍ୟ ଲୋକଙ୍କ ପାଇଁ କରୁଛନ୍ତି, ଯାହା ଦ୍ୱାରା କି ଲୋକମାନେ ଅନେକ ପ୍ରକାରର ସୁବିଧା ପାଇ ପାରୁଛନ୍ତି। ସରକାର ଲୋକମାନଙ୍କ ପାଇଁ ଅନେକ ଯୋଜନାମାନ କରି କିସ୍ତି କିସ୍ତି କରି ଲୋକ ମାନଙ୍କୁ ଟଙ୍କା ଦେଉଛନ୍ତି। ମୋଦୀ ଆମ ଦେଶକୁ ବହୁତ ଆଗକୁ ନେଇ ଯାଇଛନ୍ତି, ସିଏ ଆମ ଦେଶକୁ ସାରା ବିଶ୍ୱ ଆଗରେ ଏକ ଭଲ ସ୍ଥାନରେ ନେଇ ଠିଆ କରେଇ ଦେଇଛନ୍ତି। ଆମ ପ୍ରିୟର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ବୋମା ବି-ସ୍ଫୋ-ର-ଣ କରି ଉଡ଼ାଇଦେବାକୁ ଜଣେ ଅଜଣା ବ୍ୟକ୍ତି ଧମକ ଦେଇଥିବା ନେଇ ସୂଚନା ମିଳିଛି। 

 

ଏ ନେଇ ଏକ ଧମକପୂର୍ଣ୍ଣ ଇ-ମେଲ କେନ୍ଦ୍ରୀୟ ଗୁଇନ୍ଦା ଏଜେନ୍ସିମାନଙ୍କ ହସ୍ତଗତ ହୋଇଛି। ଏହି ଧମକ ମିଳିବା ପରେ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାକୁ ବଢାଇଦିଆଯିବା ସହ ଇ-ମେଲର ଉତ୍ସ ଖୋଜାଯାଉଛି। ଏହାର ତଦନ୍ତଭାର ଏନଆଇଏକୁ ହସ୍ତାନ୍ତର କରାଯାଇଛି। ଏହି ଇ-ମେଲରେ ଉକ୍ତ ବ୍ୟକ୍ତି କହିଛି ଯେ ତା ପାଖରେ ସେ ୨୦ କେ.ଜି ଆରଡିଏକ୍ସ ରଖିଛି। ଦେଶର ୨୦ଟି ବଡ଼ ସହରରେ ଏସବୁ ବି-ସ୍ଫୋ-ର-କ ଖଞ୍ଜା ଯାଇଛି। ସେସବୁ ସହରରେ ବିସ୍ଫୋରଣ କରି ପ୍ରାୟ ୨ କୋଟି ଲୋକଙ୍କୁ ହ-ତ୍ୟା କରାଯିବ । 

 

ଏଥିପାଇଁ ଗତ ଫେବ୍ରୁଆରି ୨୮ରୁ ସେ ସ୍ଲିପର ସେଲକୁ ସକ୍ରିୟ କରିସାରିଛି। ସେ ଆହୁରି ମଧ୍ୟ କହିଛି ମୋଦୀ ତା’ଜୀବନକୁ ନଷ୍ଟ କରିଦେଇଛନ୍ତି, ଏଣୁ ସେ ମୋଦୀଙ୍କୁ ହ-ତ୍ୟା କରି ତାର ପ୍ରତିଶୋଧ ନେବ। ସେ ଅଚିହ୍ନା ବ୍ୟକ୍ତି କହିଛି ଯେ, ସେ କେତେକ ଆ-ତ-ଙ୍କ-ବା-ଦୀଙ୍କୁ ଭେଟିଛି ଓ ସେମାନଙ୍କଠାରୁ 20 କିଲୋଗ୍ରାମ ଆରଡ଼ିଏକ୍ସ ସଂଗ୍ରହ କରିଛି। ଏସବୁ ବି-ସ୍ଫୋ-ର-କ ରଖିଥିବାରୁ ସେ ମଧ୍ୟ ଆନନ୍ଦ ପ୍ରକାଶ କରିଛି। ସୁରକ୍ଷା ବଳଙ୍କୁ ଚ୍ୟାଲେଞ୍ଜ କରି ସେ ଲେଖିଛି ଯେ ଯଦି ତାକୁ ପାରିବେ ତାକୁ ଅଟକାଇ ଦେଖାନ୍ତୁ,କିନ୍ତୁ ସବୁ ସ୍ଥାନରେ ଆକ୍ରମଣ ଯୋଜନା କରାଯାଇଅଛି।

 

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *