ଦେଖନ୍ତୁ ଜବାବ କେମିତି ଦେଲେ ସ୍ତ୍ରୀ ସ୍ୱାମୀଙ୍କୁ….

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ, ଟାଟୁ ୱାର ରେ ପୁଣି ଆସିଲା ନୂଆ ମୋଡ଼ । ମୁଁହ ଖୋଲିଲେ ସୋନାଲି । କହିଲେ ମୋହିତ ମୋତେ ନିର୍ଯାତନା ଦେଇଛନ୍ତି ।ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

ପ୍ରେମ ଚୀର ଶାଶ୍ଵତ ବୋଲି ଲେଖକ , ଗଳ୍ପକାର ମାନେ କହି ଆସିଛନ୍ତି  । ବର୍ତ୍ତମାନ ର ଯୁବ ସମାଜ ପାଇଁ ପ୍ରେମ କିନ୍ତୁ ଏକ ଖେଳ , ସମୟ ର ଅପବ୍ୟୟ ର ଏକ ପନ୍ଥା ଭାବେ ହୋଇଗଲାଣି । କିନ୍ତୁ ପୂର୍ବରୁ ପ୍ରେମ କୁ ଏକ ଅନ୍ୟ ଆଖି ରେ ଅର୍ଥାତ୍ ଅନେକ ଉଚ୍ଚ ସ୍ତରୀୟ ସମ୍ପର୍କ ଭାବେ ଦେଖା ଯାଉଥିଲା । ସେହି ସମୟ ରେ ସମସ୍ତେ ନିଜ ପ୍ରେମ ପାଇଁ ଆତ୍ମା କୁ ତ୍ୟାଗ କରିବାକୁ ମଧ୍ୟେ ପଚାଉନଥିଲେ । କିନ୍ତୁ ବର୍ତ୍ତମାନ ଓଲଟା ଘଟୁଛି । ତେବେ ଏବେ କା ପ୍ରେମ କେବଳ ଧୋକା ଆଉ ପ୍ରତାରଣା ଦେଉଛି । କେବଳ ନିଜ ଲାଳସା ପାଇଁ ପ୍ରେମ କରି ଅନ୍ୟ ର ଜୀବନ ସହିତ ଖେଳିବା ଆଜି କାଲି ଏକ ପ୍ରକାର ସଉକ ପରି ହୋଇଗଲାଣି । 

 

ମର୍କତ ନଗର ର ରୋହିତ ଶର୍ମା ଓ ବାଲେଶ୍ଵର ର ସୋନାଲି ଙ୍କ ଭିତରେ ସୋସିଆଲ ମିଡିଆ ହୋଇଥିଲା ପ୍ରେମ ତା ପରେ ବିବାହ । କିନ୍ତୁ ବିବାହ ର ମାତ୍ରା ଆଠ ମାସ ପରେ ଝଗଡ଼ା ଆସି ଦାଣ୍ଡ ବାରଣ୍ଡାରେ । ଉକ୍ତ ଘଟଣା ରେ ସ୍ବାମୀ ସ୍ତ୍ରୀ ପରସ୍ପର କୁ ନିନ୍ଦା ଦେଉଛନ୍ତି । ଘଟଣା ଅନୁସାରେ ମୋହିତ ଶର୍ମା ଙ୍କ ସହିତ ଫେସବୁକ୍ ସୋସିଆଲ ମିଡିଆ ରେ ପ୍ରେମ ହୋଇଥିଲା ସୋନାଲି ଙ୍କ ସହିତ । ସମ୍ପର୍କ ଗଢିବା ପରେ ତାହା ବଢିଥିଲା ଚାରି ପର୍ଷ ପର୍ଯ୍ୟନ୍ତ । ତେବେ ମହିଳା ଜଣକ ମୋହିତ ଙ୍କୁ ବିବାହ କରିବା ପାଇଁ ବାଧ୍ୟ କରିଥିଲେ । ବିବାହ ନ କରିଲେ ଏତେ ବର୍ଷ ର ମେସେଜ ସହିତ ମିଛ କହି ସେ ମୋହିତ ଙ୍କୁ ଜେଲ ପଥାଇଦେବେ ବା ମାରିଦେବେ ବୋଲି ଧମକ ଦେଇଥିଲେ । ଏପରି ଭାବେ ଅତ୍ୟାଚାର କରି ଧମକାଇ ବିବାହ ହୋଇଥିଲା ନଭେମ୍ବର ୨୫ ରେ ବାଲେଶ୍ୱର ଠାରେ । ତେବେ ବିବାହ ର ଚତୁର୍ଥୀ ଦିନ ଏକ ଅଜଣା ବ୍ୟକ୍ତି ଙ୍କ କଲ୍ ଆସିଲା ଯେ ସୋନାଲି ସେହି ବ୍ୟକ୍ତି ଙ୍କ ପ୍ରେମିକା । ତଥା ସୋନାଲି ଙ୍କ ନଗ୍ନ ଭିଡିଓ ପ୍ରେମିକ ମୋହିତ ଙ୍କ ପାଖକୁ ପଠାଇଥିଲେ ଓ ଏହା ମଧ୍ୟ କହିଥିଲେ ଯେ ସୋନାଲି ଙ୍କ ପ୍ରାଇଭେଟ୍ ଅଙ୍ଗ ରେ ପ୍ରେମିକ ଙ୍କ ନାମ ଲେଖା ହୋଇଛି । 

 

ତେବେ ସୋନାଲି ଙ୍କ ଠୁ ନିଜକୁ ରକ୍ଷା କରିବାକୁ ଯାଇ ଥାନା ରେ ଏତଲା ଦେଇଛନ୍ତି ମୋହିତ ଶର୍ମା । ତେବେ ସ୍ବାମୀ ଙ୍କ ମତ କୁ ଖଣ୍ଡନ କରି ସୋନାଲି କହିଛନ୍ତି ଯେ ମୋହିତ ତାଙ୍କୁ ବାପା ଙ୍କ ଠୁ ପାଞ୍ଚ ଲକ୍ଷ୍ୟ ଟଙ୍କା ଆଣିବାକୁ କହିଥିଲେ । ସେ ବାରଣ କରିବାରୁ ନାନା ପ୍ରକାର ଧମକ ଦେଇଥିଲେ । ଏହା ସହିତ ବିବାହ ପୂର୍ବ ରୁ ମୋହିତ ସୋନାଲି ଙ୍କ ଅତୀତ ଘଟଣା ବିଷୟ ରେ ଅବଗତ ଥିବା ସୋନାଲି କହିଛନ୍ତି । ମୋହିତ ଓ ତାଙ୍କ ପରିବାର ବର୍ଗ ଲୋକ ସୋନାଲି ଙ୍କ ଉପରେ ଅତ୍ୟାଚାର କରିଥିବା କହିଛନ୍ତି ନିଜେ ସୋନାଲି । ତେବେ ଏପରି ନୂଆ ନୂଆ ତଥ୍ୟ ଏହି ଘଟଣା କୁ ଏକ ନୂତନ ମୋଡ଼ କୁ ନେଇଯାଇଛି । କିଏ ଅପରାଧୀ ଏ ପର୍ଯ୍ୟନ୍ତ ମଧ୍ୟ ଜଣା ପଡିନାହିଁ । ପୋଲିସ ଅନୁସାରେ ଚାଲିଛି ତଦନ୍ତ ।

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *