ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ଘୂର୍ଣ୍ଣିବଳୟ,୪୮ ଘଣ୍ଟା ପରେ ଡିପ୍ରେଶନ।ଆସନ୍ତୁ ଜାଣିବା ସମ୍ପୂର୍ଣ ଖବର।ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।
ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ଘୂର୍ଣ୍ଣିବଳୟ । ଏନେଇ ସୋଆ ପାଣିପାଗ ମୁଖ୍ୟ ସୂଚନା ଦେଇଛନ୍ତି । ଆସନ୍ତା 48 ଘଣ୍ଟା ମଧ୍ୟ ରେ ଏହା ବାତ୍ୟାର ରୂପ ନେବ ବୋଲି ସେ କହିଛନ୍ତି । ସେ କହିଛନ୍ତି ଯେ, ଓଡ଼ିଶା ଠାରୁ ୨୦୦ କିମି ଦୂରରୁ ବାଙ୍ଗଲାଦେଶ ଆଡ଼କୁ ମୁହାଁଇବ । ବାଙ୍ଗଲାଦେଶ ରେ ଲ୍ୟାଣ୍ଡଫଲ୍ କରିବାର ସମ୍ଭାବନା ରହିଛି । ତେବେ ଏ ସମ୍ପର୍କରେ 48 ଘଣ୍ଟା ପରେ ସ୍ପଷ୍ଟ ଭାବରେ ଜଣାପଡ଼ିବ ।
ଏହାକୁ ନେଇ ଓଡ଼ିଶାବାସୀ ଆତଙ୍କିତ ହେବାର ନାହିଁ ବୋଲି ଅନ୍ୟପଟେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ସୃଷ୍ଟି ହେବ ଲଘୁଚାପ । ଭାରତ ମହାସାଗର- ଦକ୍ଷିଣପଶ୍ଚିମ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହେବ ଲଘୁଚାପ ସୃଷ୍ଟି ହେବା ନେଇ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ସେପଟେ ବାତ୍ୟା ନେଇ ଆକଳନ କରାଯାଇ ନାହିଁ ବୋଲି ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ମଧ୍ୟ କହିଛନ୍ତି ।
ଉତ୍ତର ପଶ୍ଚିମ ପ୍ରଶାନ୍ତ ମହାସାଗର ଏହା ଏକ ଅପର ସାଏକ୍ଲାନିକ ରୂପ ରେ ସୃଷ୍ଠି ହେଇଚି। ଆଉ ଏବେ ଏହା ସଂଗଠିତ ହେବା ପ୍ରକିୟା ରେ ବାଧା ସୃଷ୍ଠି କରୁଥିବା ବେଳେ ପଶ୍ଚିମ ମୁଖି ପବନ ଏହାର ବାଧକ ସୃଷ୍ଟି କରୁଚି । ଯାହାର ସମୟ 48 ଘଣ୍ଟା ରହିଥିଲା । ଏହା ତାମିଲନାଡୁ ବା ଶ୍ରୀଲଙ୍କାର ପାଖ ପାଖି ଅଞ୍ଚଳରେ ମାଡ ହେବାର ସମ୍ଭବନା ରହିଚି।
ଆଉ ଏହାର ପ୍ରତିଫଳନରେ ୱେଷ୍ଟ ସାଇଡ ରେ ରହିଥିବା ରାଜ୍ୟ କେରଳ ହେଉ ବା କର୍ଣ୍ଣାଟକ ହେଉ ବା ତାମିଲନାଡୁରେ ବର୍ଷାର ପ୍ରଭାବ ଦେଖା ଦେବ ସହିତ ପବନ ର ବେଗ ମଧ୍ୟ ପରିଲକ୍ଷିତ ହେବ। ଏହା ଧୀରେ ଧୀରେ ଡିପ୍ରେଶନର ରୂପ ନେବ। ଏହା ପରେ ଏହା ବାତ୍ୟାର ରୂପ ନେବର ସମ୍ଭାବନା ଅଛି ବୋଲି ବୋଲି କୁହା ଯାଉଚି । ବର୍ଷା ସାଙ୍ଗକୁ ପବନ ହେବା ର ମଧ୍ୟ ସମ୍ଭାବନା ରହିଛି।
ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।