ଧରା ପଡିଲା Most Wanted ଗୋବିନ୍ଦ ସାହୁ । ଏହି ଆଖୁବଣରେ ଏମିତି ଛକି ଥିଲା ଗୋବିନ୍ଦ…Watch Video…

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ, ଧରା ପଡିଲା ମୋଷ୍ଟ ୱା-ଣ୍ଟେ-ଡ ଗୋବିନ୍ଦ ସାହୁ। ଆରକ୍ଷୀ ଅଧିକାରୀ ଙ୍କ କବଜା ରେ ଗୋବିନ୍ଦ ସାହୁ। ଏମିତି ଲୁଚିଥିଲା ଆଖୁବଣରେ ଆସନ୍ତୁ ଦେଖିବା Video  ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

ବର୍ତ ମାନ ସମୟରେ ଯୁବ ପୀଢ଼ି ମାନେ କିଛି ବୁଝୁ ନାହାନ୍ତି । କିଛି ମାନୁ ନାହାନ୍ତି ଘର ଲୋକ ଙ୍କ କଥା କୁ ବୁଝୁନାହାନ୍ତି । ଘର ଲୋକେ କେତେ କ-ଷ୍ଟ କରି ମଣିଷ କରିଥାନ୍ତି ପିଲା ମାନଙ୍କୁ ପିଲା ମାନେ କିଛି ଭାବି ନଥାନ୍ତି ।  ଆଜି ର ପିଲା ମାନେ ନିଜର ସଉକ ମେଣ୍ଟାଇବା ପାଇଁ ବହୁତ୍ ପ୍ରକାର କୁ-କାର୍ଯ୍ୟ ରେ ଲିପ୍ତ  ରହୁଛନ୍ତି । ପିଲା ମାନେ ପୁଅ ଙ୍କୁ ଅଥବା ଝିଅ ଙ୍କୁ ଧରି ବିଭିନ୍ନ ଖ-ରା-ପ କାର୍ଯ୍ୟ ରେ ଲିପ୍ତ ରହୁଛନ୍ତି । ମ-ଦ ମାଂସ ରେ ନିଜ ଦିନ କୁ ଅତିବାହିତ କରୁଛନ୍ତି । ଖ-ରା-ପ କଥା କହିବା ଖରାପ କାର୍ଯ୍ୟ କରିବା ଆଦି ତାଙ୍କର ପେଶା ହୋଇ ଗଲାଣି । ଆଜିର ଶିକ୍ଷିତ ସମାଜ ଅ-ବ-କ୍ଷ-ୟ ଅବସ୍ଥା ରେ ପହଞ୍ଚିଲାଣି।

 

ପୋଲିସ କବ୍ଜାରେ ମୋଷ୍ଟ ୱାଣ୍ଟେଡ ଗୋବିନ୍ଦ ସାହୁ । ସିନ୍ଧେକିଲା ବୁଢ଼ୀପଦର ଅଂଚଳରୁ ଗି-ର-ଫ କଲା ଆରକ୍ଷୀ ଅଧିକାରୀ । ଆଖୁ କିଆରୀରେ ଲୁଚିଥିବା ବେଳେ ଆରକ୍ଷୀ ଅଧିକାରୀ ହାତରେ ଧରାପଡିଥିବା ନେଇ ସୂଚନା ମିଳିଛି । ଟିଟଲାଗଦ ଆରକ୍ଷୀ ଅଧିକାରୀକୁ ଚକମା ଦେଇ ଖସି ପଳେଇବାକୁ ଚେଷ୍ଟା କରୁଥିଲା ଘଟଣାର ମୁଖ୍ୟ ଅ-ଭି-ଯୁ-କ୍ତ ଗୋବିନ୍ଦ ପୂର୍ବରୁ ଗୋବିନ୍ଦ ସାହୁକୁ ଧରିବା ପାଇଁ ୨୦ ହଜାର ଟଙ୍କା ରଖିଥିବା ବେଳେ ପରେ ସେହି ମୂଲ୍ୟକୁ ଆଜି ଅପରାହ୍ନରେ ଲକ୍ଷେକୁ ବୃଦ୍ଧି କରାଯାଇଥିଲା।  

 

ସୂଚନା ଦେବା ଯୋଗ୍ୟକି ପୂର୍ବରୁ କଳାହାଣ୍ଡି ଜିଲ୍ଲା ମହାଲିଙ୍ଗ ସନସାଇନ୍‌ ପବ୍ଲିକ ସ୍କୁଲ ମାଲିକଙ୍କୁ ମୋଷ୍ଟ ଓ୍ଵାଣ୍ଟେଡ୍‌ ଘୋଷଣା କରିଥିଲା ବଲାଙ୍ଗିର ଆରକ୍ଷୀ ଅଧିକାରୀ । ତାଙ୍କ ସମ୍ପର୍କରେ ସୂଚନା ଦେଲେ କିମ୍ବା ଧରାଇଦେଲେ ୧ଲକ୍ଷ ଟଙ୍କା ପୁରସ୍କାର ମିଳିବ ବୋଲି ସୂଚନା ଜାରି କରାଯାଇଥିଲ । ପ୍ରଥମେ ୨୦ ହଜାର ଟଙ୍କା ପୁରସ୍କାର ରାଶି ଥିବାବେଳେ ପରେ ଏହାକୁ ଏକ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଛି । ବର୍ତ୍ତମାନ ବଲାଙ୍ଗୀର ଏସ୍ପି ଅଫିସରେ ଗୋବିନ୍ଦଙ୍କୁ ରଖାଯାଇଛି |

 

ବଲାଙ୍ଗିର ଏସପିଙ୍କୁ ଯୋଗାଯୋଗ ପାଇଁ ଏକ ମୋବାଇଲ୍‌ ନମ୍ବର ମଧ୍ୟ ଜାରି କରାଯାଇଥିଲା । ବିଭିନ୍ନ ସ୍ଥାନରେ ଗୋବିନ୍ଦଙ୍କ ପୋଷ୍ଟର ମରାଯାଇଥିଲା। ମମିତା ମେହେର ନିଖୋଜ ମା-ମ-ଲା-ରେ ଗୋବିନ୍ଦ ସାହୁଙ୍କ ନାଁଁରେ ଅ-ଭି-ଯୋ-ଗ ହୋଇଛି । ତାଙ୍କୁ ପଚରାଉଚରା ପାଇଁ ଟିଟିଲାଗଡ ଥା-ନା ଆରକ୍ଷୀ ଅଧିକାରୀ ବାରାକରେ ରଖାଯାଇଥିବା ବେଳେ ଫେ-ରା-ର୍‌ ହୋଇଛନ୍ତି ଗୋବିନ୍ଦ । ତାଙ୍କୁ ଧରିବା ପାଇଁ ଆରକ୍ଷୀ ଅଧିକାରୀର ୩ଟି ଟିମ୍‌ ଖୋଜୁଛନ୍ତି ।ମହାଲିଙ୍ଗସ୍ଥିତ ନିର୍ମାଣାଧୀନ ଷ୍ଟାଡିୟମରୁ ଆଜି ସକାଳେ ଏକ ମ-ର ଦେହ ଉଦ୍ଧାର କରାଯାଇଥିଲା । ଜେସିବି ଦ୍ୱାରା ମାଟିତଳୁ ଏକ ଗଳିତ ଦ-ଗ୍ଧ ମ-ର ଦେହ ଉଦ୍ଧାର ହୋଇଥିବା ସୂଚନା ମିଳିଥିଲା । ତେବେ ମ-ର ଶରୀରଟି ନିଖୋଜ ମମିତାଙ୍କର ବୋଲି ପରେ ସ୍ପଷ୍ଟ ହୋଇଥିଲା

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *