ମୁଖ୍ୟମନ୍ତ୍ରୀ ନବୀନ ଏବେ କଲେ ବଡ଼ ଘୋଷଣା ।ଏବେ ରାଜ୍ୟ ବାସୀଙ୍କୁ ମିଳିବ ଏହି ସୁବିଧା ।ଆସନ୍ତୁ ଜାଣିବା ସମ୍ପୂର୍ଣ ଖବର।

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ମୁଖ୍ୟମନ୍ତ୍ରୀ ନବୀନ ଏବେ କଲେ ବଡ଼ ଘୋଷଣା । ଏବେ ରାଜ୍ୟ ବାସୀଙ୍କୁ ମିଳିବ ଏହି ସୁବିଧା ।ଆସନ୍ତୁ ଜାଣିବା ସମ୍ପୂର୍ଣ ଖବର।ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

ନବୀନ ପଟ୍ଟନାୟକ ହେଉଛନ୍ତି  ଓଡ଼ିଶା ରାଜ୍ୟ ର ଅପ୍ରତିଦ୍ଵନ୍ଦୀ  ମୁଖ୍ୟମନ୍ତ୍ରୀ । ବର୍ତ୍ତମାନ ପରିସ୍ଥିତି ରେ ତାଙ୍କ ସହ ନିର୍ବାଚନ ରେ ଲଢ଼ିବାକୁ ପ୍ରତିଦ୍ବନ୍ଦୀ ମଧ୍ୟ ନାହାନ୍ତି । ସବୁ ଓଡ଼ିଆ ଙ୍କ ମନ ରେ ରାଜ କରୁ ଥିବା ଏକ ମାତ୍ର ନେତା ନବୀନ ପଟ୍ଟନାୟକ । ବର୍ତ୍ତମାନ ସେ ୧୪ ତମ ମୁଖ୍ୟମନ୍ତ୍ରୀ ହିସାବ ରେ କାର୍ଯ୍ୟରତ ଅଛନ୍ତି । ସେ ଦେଶବାସୀ ଙ୍କ ପାଇଁ ଅନେକ ଉନ୍ନତ ମୂଳକ କାର୍ଯ୍ୟ କରିଛନ୍ତି । ଗରିବ ଙ୍କ ଘରେ ଅନେକ ସୁବିଧା ଯୋଗାଇ ଦେଇଛନ୍ତି । 

 

ମଣିଷ ରହିବା ପାଇଁ ଘର ଯୋଜନା କରି ଇନ୍ଦ୍ରାବସ ଯୋଜନା କରିଛନ୍ତି । ସେହିପରି ଖାଦ୍ୟ ପାଇଁ ବିପିଏଲ୍ ଚାଉଳ ଓ ଗହମ ବ୍ୟବସ୍ଥା କରିଛନ୍ତି । ପୁଣି ବିଦ୍ୟାଳୟ ରେ ପଢୁଥିବା ଛାତ୍ର ଛାତ୍ରୀ ଙ୍କ ଯିବା ଆସିବା ରେ ଅସୁବିଧା ଯୋଗୁଁ ଦଶମ ଶ୍ରେଣୀ  ପିଲା ମାନଙ୍କ ପାଇଁ ସାଇକେଲ ର ବ୍ୟବସ୍ଥା କରିଛନ୍ତି ।ଦ୍ଵାଦଶ ରେ ପଢୁଥିଲେ ଭଲ ପାଠ ପଢି କୃତକାର୍ଯ୍ୟ ହୋଇଥିବା ଛାତ୍ର ଛାତ୍ରୀ ଙ୍କୁ ଲାପଟପ୍ ଯୋଗାଇ ଦେଇଥିଲେ । ନିମ୍ବ ବର୍ଗର ଛାତ୍ର ଛାତ୍ରୀ ଙ୍କୁ ଷ୍ଟାଇପେନ ମାଧ୍ୟମରେ ପାଠ ପଢ଼ିବା ପାଇଁ ସହାୟତା ମଧ୍ୟ କରିଥିଲେ । 

 

କରନା ଯୋଗୁଁ ଫ୍ରି ରେ ରେସନ୍ ଜିନିଷ ମିଳୁଥିଲା । ବର୍ତ୍ତମାନ ଏହାର ସମୟ ସୀମା କୁ ବଢାଇ ଦିଆ ଯାଇଛି । ଆଗାମୀ ୬ ମାସ ପର୍ଯ୍ୟନ୍ତ ଏହାକୁ ବଢ଼ାଇବାକୁ ପ୍ରଧାନମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଅପ୍ରେଲ ଠାରୁ ସେପ୍ଟେମ୍ବର ପର୍ଯ୍ୟନ୍ତ  ଏହାର ସମୟ ସୀମା ରହିଛି । ୫ କେଜି ଚାଉଳ ପ୍ରତି ଘର ଓ ପ୍ରତି ମାସ ରେ  ମାଗଣା ମିଳିବ । ରାଜ୍ୟରେ ୮ ଲକ୍ଷ ୯ ହଜାର ଲୋକ ଏହି ମାଗଣା ଚାଉଳ ପାଇ ପାରିବେ । ଏହି ମାଗଣା ଚାଉଳ ପାଇଁପ୍ରାୟ ୯୧ କୋଟି ୭୦ ଲକ୍ଷ ଟଙ୍କା ଖର୍ଚ୍ଚ ହେବ ବୋଲି ଆକଳନ କରାଯାଇଛି । ମୁଖ୍ୟମନ୍ତ୍ରୀ ଓଡ଼ିଶା ବାସୀ ଙ୍କ ହିତ ପାଇଁ ଏହି ପରି ପଦକ୍ଷେପ ନେଇଛନ୍ତି ।

 

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *