ସ୍ଵାମୀ ମାନେ ସ୍ତ୍ରୀ ମାନଙ୍କୁ ଭୁଲ୍ ରେ ମଧ୍ୟ କୁହନ୍ତୁ ନାହିଁ ଏହି 2ଟା କଥା | ନହେଲେ ସବୁବେଳେ ଘରେ ଲାଗି ରହିବ ଅଶାନ୍ତି….

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ସ୍ଵାମୀ ମାନେ ସ୍ତ୍ରୀ ମାନଙ୍କୁ ଭୁଲ୍ ରେ ମଧ୍ୟ କୁହନ୍ତୁ ନାହିଁ ଏପରି କଥା । ଦେଲେ ଯାଇ ଗୃହରେ ବଜାୟ ରହିବ ସୁଖ ଶାନ୍ତି । ତେବେ ଆସନ୍ତୁ ଜାଣିବା କଣ ରହିଛି ସେହି କଥା । ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

କୁହାଯାଏ କି ବୈବାହିକ ଜୀବନରେ ସ୍ଵାମୀ ସ୍ତ୍ରୀ ପ୍ରତ୍ଯେକ କଥା ଓ ସୁଖ ଦୁଃଖ ସେୟାର କରି ଥାନ୍ତି । ଏମିତି କରିବା ଦ୍ଵାରା ସାଂସାରିକ ଜୀବନ ସୁଖରେ କଟି ଥାଏ । ଏହାକୁ ସ୍ଵୀକାର କରିବା କିଛି ଖରାପ ନୁହେଁ କି ଆମ ସମସ୍ତଙ୍କ ଜୀବନରେ କିଛି ଏମିତି କଥା ହୋଇ ଥାଏ ଯାହାକୁ ଆମେ କାହା ସହିତ ବି ସେୟାର କରି ନଥାଉ । ନିଜର ଜୀବନସାଥୀ ସହିତ ବି ନୁହେଁ । ଏହି କଥା ପୁରୁଷ ଓ ସ୍ତ୍ରୀ ଦୁହିଁଙ୍କ ପାଇଁ ସମାନ ରୂପରେ ଲାଗୁ ହୋଇଥାଏ । ସ୍ଵାମୀ ସ୍ତ୍ରୀଙ୍କ ପବିତ୍ର ସମ୍ପର୍କର ଜ୍ୱଳନ୍ତ ଉଦାହରଣ ହେଲେ ଭଗବାନ ଶିବ ଏବଂ ମାତା ପାର୍ବତୀ । 

 

ତେବେ ଆଜି ଆମେ ମହାଦେବ ଏବଂ ମାତା ପାର୍ବତୀଙ୍କ ବିଷୟରେ ଏକ କଥା କହିବାକୁ ଯାଉଛନ୍ତି । ଏକଦା ଭଗବାନ ଶିବଙ୍କ ମାନ ଅଭିମାନ କରି କଥା ହେଲେନାହିଁ ମାତା ପାର୍ବତୀ । ଯାହାର ଉତ୍ତର ପ୍ରଭୁ ଶିବ ଜାଣିବାକୁ ଇଚ୍ଛା ପ୍ରକାଶ କଲେ । ତାହାର ଉତ୍ତରରେ ମାତା ପାର୍ବତୀ ଶିବଙ୍କୁ ପଚାରିଲେ ସ୍ଵାମୀ ଆପଣ ମୋତେ ପ୍ରେମ କରନ୍ତି କି ନାହିଁ । ତେବେ ଭଗବାନ ଶିବ ତାହାର ଉତ୍ତରରେ କହିଥିଲେ ପାର୍ବତୀ ତୁମେ ଏପରି ଅର୍ଥ ବିହୀନ ପ୍ରଶ୍ନ କଣ ପାଇଁ କରୁଛ । ମୁଁ ତୋ ତୁମକୁ ବହୁତ ପ୍ରେମ କରେ । ସ୍ଵାମୀଙ୍କ ପାଖରୁ ଏପରି ଉତ୍ତର ଶୁଣି ଖୁସି ହୋଇଯାଇ ପାର୍ବତୀ ପୁଣି ପଚାରିଲେ ସ୍ଵାମୀ ଅମରର ଅର୍ଥ କଣ ଅଟେ। 

 

ମହାଦେବ ଏପରି ପ୍ରଶ୍ନ ଶୁଣି ଆଶ୍ଚର୍ଯ୍ୟ ହୋଇଯାଇ ନିଜର ଦିବ୍ୟ ଦୃଷ୍ଟିରେ ଏହା ଜାଣିବାକୁ ଚାହିଁଲେ ଯେ ପାର୍ବତୀ ଏପରି ପ୍ରଶ୍ନ କଣ ପାଇଁ ପଚାରୁଛନ୍ତି । ଟିକେ ହଁସିଦେଇ ମହାଦେବ କହିଲେ ଏବେ ଏହାର ଉତ୍ତର ମୁଁ ଦେଇ ଦେଉଛି । ମାତା ପାର୍ବତୀ ତାହା ଶୁଣିବାକୁ ଅତ୍ୟନ୍ତ ଆଗ୍ରହର ସହିତ ବସିଗଲେ । କିନ୍ତୁ ମହାଦେବ ଶିବ କିଛି ନକହି ଚୁପ୍ ରହିଲେ । ଏହା ଦେଖି ପାର୍ବତୀ ବିଚଳିତ ହୋଇ ପୁଣିଥରେ ପଚାରନ୍ତେ ମହାଦେବ କହିଲେ ଏକ କାରଣ ବଶତଃ ମୁଁ ତୁମକୁ କହି ପାରୁନାହିଁ । ଆଉ ସେହି ମୁଖ୍ୟ କାରଣଟି ହେଉଛି ମହିଳା ମାନେ ନିଜ ଭିତରେ କିଛି କଥା ଲୁଚାଇ ରଖି ପାରନ୍ତି ନାହିଁ । 

 

ଅନ୍ୟ ମାନଙ୍କ ଆଗରେ ସାଙ୍ଗେ ସାଙ୍ଗେ ପରିପ୍ରକାଶ କରି ଦିଅନ୍ତି । ତେବେ ଏହି ଅମର କଥା ଆଉ କାହା ଆଗରେ ପ୍ରକାଶ କରା ନଯାଇ ଗୋପନୀୟ ରଖା ଯାଇଥାଏ । କାରଣ ଏହି କଥା ଯିଏ କେହି ଭି ଶୁଣେ ସେ ଅମର ହୋଇଯାଇଥାଏ । ମାତା ପାର୍ବତୀ କାହା ଆଗରେ ନ କହିବାର ପ୍ରତିଶ୍ରୁତି ଦେବା ପରେ ମହାଦେବ ପାର୍ବତୀଙ୍କୁ କୈଳାସରେ ଥିବା ଏକ ବଟ ବୃକ୍ଷ ତଳେ ବସି ଅମର କଥା ଶୁଣାଇବା ଆଗରୁ ତାଳି ମାରିଦେଲେ । ଫଳରେ ସେଠାରେ ଉପସ୍ଥିତ ସମସ୍ତ ଜୀବଜନ୍ତୁ ସେଠାରୁ ପଳାୟନ କଲେ । ସେଥିରୁ ତାଳିର ମହତ୍ୱ ଜଣା ପଡିଲା ।

 

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *