ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ଜୀବନ ନେଇଯାଇ ପାରେ ଆଳୁ । ତେବେ ଏହି ଲୋକମାନେ ଭୁଲ୍ରେ ବି ଖାଆନ୍ତୁ ନାହିଁ ଆଳୁ । ନଚେତ୍ ହୋଇପାରେ ଅନେକ ସମସ୍ୟା ।ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।
ସ୍ବାସ୍ଥ୍ୟ ଅମୂଲ୍ୟ ସମ୍ପଦ । ପୃଷ୍ଟିକର ଖାଦ୍ୟ ଯୋଗୁଁ ଶରୀର ସୁସ୍ଥ ରହିଥାଏ । ମାତ୍ର ଦୈନନ୍ଦିନ ଜୀବନ ରେ ଆମେ ଏପରି କିଛି ଖାଦ୍ୟ ଖାଇ ଥାଉ ଯାହା ଶରୀର ରେ କ୍ଷତି ସୃଷ୍ଟି କରି ଥାଏ । ତେବେ ପ୍ରତ୍ୟେକ ଦିନ ଖାଦ୍ୟ ରେ ଆଳୁ ବ୍ୟବହାର କରିଥାଉ । ଆଳୁ କୁ ଛୋଟ ବଡ଼ ସଭିଏଁ ଖାଇବାକୁ ଭଲ ପାଆନ୍ତି । ପ୍ରତ୍ୟେକ ପରିବା ରେ ଆଳୁ କୁ ପକାଇ ରୋଷେଇ କରା ଯାଇ ଥାଏ । ଆଳୁ ରେ ଭିଟାମିନ୍ ଏ, ପୋଟାସିୟମ୍, ଭିଟାମିନ୍ ସି, ମ୍ୟାଗ୍ନେସିୟମ୍, ଫସଫରସ୍, ଜିଙ୍କ ଏବଂ ଆଇରନ୍ ଭଳି ଅନେକ ପୋଷକ ରହିଛି ଯାହା ଶରୀର ପାଇଁ ଭଲ ଅଟେ । କାର୍ବୋହାଇଡ୍ରେଟ୍, ପ୍ରୋଟିନ୍, ଗ୍ଲୁକୋଜ୍ ଏବଂ ଆମିନୋ ଏସିଡର ପରିମାଣ ମଧ୍ୟ ଯଥେଷ୍ଟ ପରିମାଣ ରେ ମିଳିଥାଏ । ଆୟୁରବେଦିକ୍ ତତ୍ତ୍ଵ ଅନୁଯାୟୀ ଆଳୁ ରେ ଅନେକ ଔଷଧୀୟ ଗୁଣ ରହି ଥାଏ । ପୁଣି ସେହି ଆଳୁ ସ୍ବାସ୍ଥ୍ୟ ପାଇଁ କ୍ଷତିକାରକ ହୋଇ ଥାଏ ।
୧- ଡାଇବେଟିସ – ଏହି ରୋଗୀ ମାନଙ୍କ ପାଇଁ ଆଳୁ ଖାଇବା ନିଷେଧ । ଆଳୁ ଠାରୁ ଏମାନେ ଦୂରେଇ ରହିବା ଉଚିତ । ଟାଇପ୍-୨ ଡାଇବେଟିସ୍ କିମ୍ବା ହାଇ-ବ୍ଲଡ ସୁଗାର ଥିବା ବ୍ୟକ୍ତି ମାନେ ଆଳୁ ଖାଇବା ଉଚିତ୍ ନୁହଁ ।
୨- ଏସିଡିଟି – ଏହି ସମୟ ରେ ଆଳୁ ଖାଇବା ଉଚିତ୍ ନୁହଁ । ପ୍ରତ୍ୟେକ ଦିନ ଆଳୁ ଖାଉଥିଲେ ଏସିଡିଟି ସମସ୍ୟା ଆହୁରି ବଢ଼ି ଯାଇ ଥାଏ । ଗ୍ୟାସ ହେବାର ସମସ୍ୟା ମଧ୍ୟ ହୋଇପାରେ । ଅଧିକ ଆଳୁ ଖାଇଲେ ମୋଟା ହେବାର ସମସ୍ୟା ମଧ୍ୟ ରହିଛି ।
୩- ମୋଟାପଣ – ଆଳୁ ଖାଇବା ଦ୍ଵାରା ଓଜନ ବଢ଼ି ଥାଏ ବୋଲି ଆପଣ ମାନେ ଜାଣିଥିବେ । ଯେଉଁ ମାନଙ୍କର ଓଜନ ଅଧିକ ହେଇ ଯାଉଛି ସେମାନେ ଆଳୁ ନ ଖାଇବା ଉଚିତ୍ । ଆଳୁରେ ବହୁତ ପରିମାଣରେ କାର୍ବସ୍ ଥାଏ ଯେଉଁଥି ପାଇଁ ଓଜନ ଦ୍ରୁତ ଗତିରେ ବଢ଼ାଇଥାଏ । ଯଦି ଆପଣ ମୋଟାପଣ ହ୍ରାସ କରିବାକୁ ଚାହାଁନ୍ତି ତାହେଲେ ଆଳୁ ବହୁତ କମ୍ ମାତ୍ରା ର ଖାଆନ୍ତୁ ।
୪- ବ୍ଲଡ଼ ପ୍ରେସର୍ – ଏହି ରୋଗୀ ମାନେ ଅତି କମ୍ ରୁ କମ୍ ପରିମାଣ ର ଆଳୁ ଖାଇବା ଉଚିତ୍ । ଆଳୁ ଅଧିକ ଖାଇବା ଦ୍ଵାରା ଶରୀର ରେ ରୋଗ ସୃଷ୍ଟି ହୋଇ ଥାଏ ।
ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।