ଚାକିରି ପାଇଁ ଚିନ୍ତିତ ଅଛନ୍ତି କି ? ଜାଣନ୍ତୁ କେଉଁ ଉପାୟ କଲେ ମିଳିବ ଚାକିରି ? ଥରେ ଏହି ଉପାୟ କରି ଦେଖ, ତାପରେ….

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ଚାକିରି ପାଇଁ ଚିନ୍ତିତ ଅଛନ୍ତି କି ? ଜାଣନ୍ତୁ କେଉଁ ଉପାୟ କଲେ ମିଳିବ ଚାକିରି ? ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

ଦର୍ଶକ ବନ୍ଧୁ ଆପଣ ମାନେ ତ ଏହା ଜାଣିଛନ୍ତି ଯେ ,ଦିନ କୁ ଦିନ ଶିକ୍ଷିତ ବେକାରୀ ଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ତେବେ ପାଠ ପଢ଼ି ମଧ୍ୟ ଯୁବକ ଯୁବତୀ ମାନେ ଚାକିରି ନ ପାଇ ବୁଲୁଛନ୍ତି । ତେବେ ଦେଶରେ ବେକାରୀ ସମସ୍ୟା କାରଣ ରୁ ଲୋକ ମାନେ କିଛି କାର୍ଯ୍ୟ କରି ପାରୁ ନଥିବାରୁ ସେମାନେ ଅନୈତିକ କାର୍ଯ୍ୟକଳାପ ରେ ମନ ନିବେଶ କରୁଛନ୍ତି ଏହି ଯାହା ଦ୍ୱାରା ସମାଜରେ କୁପ୍ରଭାବ ପଡୁଛି । 

 

ମଣିଷ ର ଜୀବନଯାପନ ତଥା ଆବଶ୍ୟକତା ପାଇଁ ଅର୍ଥ ଅତି ଆବଶ୍ୟକ ହୋଇଥାଏ କିନ୍ତୁ ଯେତେବେଳେ ଜଣେ ପାଠ ପଢ଼ି ବେକାରୀ ହୋଇ ଯାଉଛି ସେ ଅର୍ଥ ଉପାର୍ଜନ କରିପାରୁନାହିଁ । ଆଜିର ଦୁନିଆରେ ଚାକିରି ହେଉଛି ସବୁଠୁ ବଡ ଚିନ୍ତାର ବିଷୟ । ତେବେ ଆଜିର ଦୁନିଆ ରେ ଯୁବପିଢି ମାନେ ଚାକିରୀ ଅଭାବରୁ ଚିନ୍ତିତ । ତେବେ ବନ୍ଧୁଗଣ ଆଜି ଆମେ ଏମିତି କିଛି ଉପାୟ କହିବୁ ଯାହାଦ୍ବାରା ଅଟକି ରହିଥିବା କାର୍ଯ୍ୟ କିମ୍ବା ଚାକିରି ହେଉ ନ ଥିବା କ୍ଷେତ୍ର ରେ ଆପଣଙ୍କୁ ସାହାଯ୍ୟ କରିବ । 

 

ତେବେ ଏହି ଉପାୟ ଟି କୁ ଆପଣ ସପ୍ତାହ ର କୌଣସି ଦିନରେ ଓ କୌଣସି ସମୟ ରେ କରି ପାରିବେ । ତେବେ ପ୍ରଥମେ ଏକ ମାଟି ପାତ୍ର ନିଅନ୍ତୁ  ଏବଂ ସେଥିରେ କିଛି ସୋରିଷ ତେଲ ନିଅନ୍ତୁ । ଏହାପରେ ୭ଟି ଦୁବ ପାତ୍ର ଆଣି ସୋରିଷ ତେଲରେ ବୁଡାଇ ଦିଅନ୍ତୁ । କିଛି ସୋରିଷ ତେଲ କୁ  ମାଟି ଦୀପରେ ରଖନ୍ତୁ ଏବଂ ଆଉ କିଛି ସୋରିଷ ତେଲ କୁ ଆଉ ଏକ ମାଟି ପାତ୍ର ରେ ରଖନ୍ତୁ ।ଦୁବ ଘାସ କୁ  ବୁଡାଇଲା ପରେ ଦୀପ ଭିତରେ ଯେଉଁ ସୋରିଷ ତେଲ ରହିଥିବା ତାହାକୁ ଆଣି ମାଟି ଭିତରେ ରଖିବେ । 

 

ତେବେ ଆପଣ ନିଜ ଘରର ପୂଜା ଘରେ ଏହାକୁ ରଖିବେ । ତେବେ ଏହି ଉପାୟ ଟି କୁ କରୁଥିବା ଦିନ ରେ ଆପଣ ଆମିଷ ଖାଇବେ ନାହିଁ । ମାଟି ଦୀପ ରେ ବୁଡା ହୋଇ ଥିବା ଦୁବ କୁ ଧରି ଘର ର ଦକ୍ଷିଣ କୁ ଆସିବେ । ଏହା ପରେ ତାହାକୁ ହାତ ରେ ଧରି ମନେ ମନେ ଚାକିରି ଶୀଘ୍ର ହେବା ପାଇଁ ପ୍ରାର୍ଥନା କରିବେ । ଏହାପରେ ଦୀପ ସହ ତେଲ ଓ ଦୁବ କୁ ଦକ୍ଷିଣ ଦିଗରେ ଢାଳି ଦେବେ । ଏହାପରେ ଆପଣ ନିଜ ଘରକୁ ଫେରି ଆସିବେ । ତେବେ ଏହି ଉପାୟ ଟି କୁ ଆପଣ ଲଗାତାର ଭାବରେ ୯ ଦିନ ପର୍ଯ୍ୟନ୍ତ କରନ୍ତୁ ।

 

 

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *