ଏବେ ପାଣି ପାଗ ବିଭାଗ ଦେଲା ବଡ଼ ସୂଚନା | 11 ତାରିଖରେ ବାତ୍ୟା ! ଓଡିଶା ର କେଉଁ ଜିଲ୍ଲାକୁ ଆଲର୍ଟ !

 

 

ନମସ୍କାର ବନ୍ଧୁଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ , ମାଡି ଆସୁଛି ବାତ୍ୟା ! ପାଣିପାଗ ବିଭାଗ ତରଫ ରୁ ବର୍ତ୍ତମାନ କେଉଁ ସୂଚନା ମିଳିଛି , ଆସନ୍ତୁ ଜାଣିବା । ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ

 

ଦର୍ଶକ ବନ୍ଧୁ ବର୍ତ୍ତମାନ ସମୟ ରେ ପାଣିପାଗ କୁ ନେଇ ସାମ୍ନା କୁ ଆସିଛି ଏକ ବଡ଼ ଖବର । ତେବେ ଦର୍ଶକ ବନ୍ଧୁ ବର୍ତ୍ତମାନ ପାଣିପାଗ ବିଭାଗ କେଉଁ ସବୁ ସୂଚନା ଦେଇଛି ଆସନ୍ତୁ ଜାଣିବା । ଦର୍ଶକ ବନ୍ଧୁ ମାଡି ଆସୁଛି ଏକ ବାତ୍ୟା ।ପାଣିପାଗ ବିଭାଗ ସୂଚନା ଦେଇଛି ଯେ ,ଆସନ୍ତା ୧୧ ତାରିଖରେ ବଙ୍ଗୋପସାଗରରେ ଏକ ବାତ୍ୟା ର ସମ୍ଭାବନା ରହିଛି ।

 

ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ରନାଥ ପଶୁପାଳକ ଏହା କହିଛନ୍ତି ଯେ , ୭ ତାରିଖରେ ଲଘୁଚାପ ସୃଷ୍ଟି ହେବାପରେ ଆସନ୍ତା 9 ତାରିଖ ରେ ଏହା ଅବପାତ ର ରୂପ ନେଇ ୧୧ ତାରିଖରେ ବେଳକୁ ବାତ୍ୟାର ରୂପ ନେବାର ସମ୍ଭାବନା ରହିଛି । ତେବେ ବର୍ତ୍ତମାନ ବିଭିନ୍ନ ପାଣିପାଗ ବିଭାଗ ବିଭିନ୍ନ ପ୍ରକାରର ମତ ଦେଉଛନ୍ତି ।

 

ଅନ୍ୟପଟେ ୟୁରୋପିୟାନ ମଡେଲ ଏବଂ ଅଷ୍ଟ୍ରେଲିଆନ ମଡେଲ ଏହା ଆକଳନ କରି କହିଛନ୍ତି ଯେ , ଲଘୁଚାପ ହେବା ପରେ ଏହା ଅଧିକ ଘନୀଭୂତ ହେବ ନାହିଁ । ଲଘୁଚାପ ପରେ ଏହା ତାମିଲନାଡୁ ଆଡ଼କୁ ଗତି କରିବ । ଅପର ପକ୍ଷରେ  ଜି ଏଫ ଏସ ମଡେଲ ଏହା କହୁଛି ଯେ , ଲଘୁଚାପର ରୂପ ନେଇ ପରବର୍ତ୍ତୀ ସମୟରେ ଘନୀଭୂତ ହୋଇ ବାତ୍ୟାରେ ପରିଣତ ହୋଇପାରେ ।

 

ତେବେ ଏହା ପଶ୍ଚିମ ଦିଗରେ ଗତିକରି ଦକ୍ଷିଣପଶ୍ଚିମ ବଙ୍ଗୋପସାଗରକୁ ମୁହାଁଇବ ଏବଂ ଉତ୍ତରକୁ ଯାଇ ମିଆଁମାର ଆଉ ବାଂଲାଦେଶ ଆଡ଼କୁ ଗତି କରିବ । ତେବେ ଏହା ପ୍ରଭାବ ରେ ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରି କହିଛି। ତେବେ ରାଜ୍ୟ ର ମାଲକାନଗିରି, କୋରାଫୁଟ, ନବରଙ୍ଗପୁର, ରାୟଗଡା, ଗଜପତି, ଗଞ୍ଜାମ, ବାଲେଶ୍ଵର ଆଦି ଜିଲ୍ଲା ମାନଙ୍କ ରେ ବର୍ଷା ହେବାର ସମ୍ଭାବନା ରହିଛି ।

 

ତେବେ ବନ୍ଧୁଗଣ ଯଦି ଆମର ଏହି ଲେଖାଟି ଆପଣଙ୍କୁ ପସନ୍ଦ ଆସିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ନେଇ ଆସିବୁ । ଧନ୍ୟବାଦ ।

Leave a Reply

Your email address will not be published. Required fields are marked *