ମା କୁ ଯଦି ଭଲ ପାଉଥିବେ ନିଶ୍ଚୟ ଏହି Video ଦେଖନ୍ତୁ ଓ ମା ପାଇଁ ଗୋଟିଏ Share କରନ୍ତୁ…

ନମସ୍କାର ବନ୍ଧୁଗଣ ଆମେ ସ୍ୱାଗତ କରୁଛୁ ଆମ ଓଡ଼ିଶା ଖବର ପୋର୍ଟାଲ କୁ ଆଜି ଆମେ ଜାଣିବା ଏହି ବୃଦ୍ଧା ମା ଙ୍କ କାହାଣୀ ଓ ଏହି Video ଦେଖିବାକୁ ଆମର ଅନୁରୋଧ । ତେବେ ଆସନ୍ତୁ ଖବର ବିଷୟରେ ଜାଣିବା ତାପରେ ଶେଷରେ Video ଦେଖିବା । ଯଦି ଏହି ଖବର ଆପଣଙ୍କ ହୃଦୟ ଙ୍କୁ ପାଇବ ଗୋଟିଏ Share ନିଶ୍ଚିତ କରବେ ।

ମା ଏ ଦୁନିଆର ଏକ ଏମିତି ନାଁ ଯାହା ବିନା ଆମ ଦୁନିଆ ଅନ୍ଧାର । ମା ଯେତେ ଦୁଃଖ କଷ୍ଟ ଥାଉ ଯଦି ମା ପାଖରେ ଥିବ ତାହେଲେ ଆମର ସବୁ ଦୁଃଖ ଦୁର ହୋଇବଯାଇଥାଏ । ମା ସବୁବେଳେ ସନ୍ତାନ ପାଇଁ ସବୁ ଉସର୍ଗ କରିଦିଏ ହେଲେ କିଛି ପୁଅ ମାନେ ବାହା ହେଲା ପରେ ବହୁତ ଦୁଃଖ କଷ୍ଟ ଦେଇଥାଏ । ଯେଉଁ ମା ତାକୁ ୧୦ ମାସ ଗର୍ଭରେ ରଖି ଏ ଦୁନିଆ ଦେଖେଇ ଥାଏ । ତାକୁ ବି ଏ ପୁଅ ହତାଦର କରିବାକୁ ପଛାଉ ନାହିଁ ।

ଆଜି ଆମେ ଏପରି ଘଟଣା ବିଷୟରେ ଯାହା ଜାଣିଲେ ପଥର ବି ତରଳି ଯିବ । ଏକ ୯୦ ବର୍ଷ ବୃଦ୍ଧ ମା କୁ ଆହାର କେନ୍ଦ୍ର ପାଖରେ ମାଡ଼ ମାରି ଚାଲିଗଲେ ପୁଅ ବୋହୂ । ୯୦ ବର୍ଷ ର ମା ଆଖି କୁ ଦେଖାଯାଉନି ପାଟି ଖନି ମାରୁଛି । ଚାନ୍ଦବାଲି ଆହାର କେନ୍ଦ୍ରରେ ମାଡ଼ ମାରି ଚାଲିଗଲେ ପୁଅ ବୋହୂ । ଭୋ ଭୋ ହେଇ କାନ୍ଦୁଛି ମା ଆଉ କାନ୍ଦି କାନ୍ଦି କହୁଛି…

କିଏ ମତେ ଟିକେ ଗାଡି ରେ ବସେଇ ଦିଅ ମୁଁ ଘରକୁ ଯିବି ହେଲେ ଘର କେତେବେଳେ କେନ୍ଦ୍ରାପଡା ତ କେତେବେଳେ ଚାନ୍ଦବାଲି କହୁଛି । ଏପରି ୧୦ ମାସ ଗର୍ଭରେ ରଖି ପାଳି ପୋଷି ବଡ଼ କରିଥିବା ପୁଅ ଏଭଳି କରିବା କେତେଦୂର ଠିକ । କମେଣ୍ଟ କରନ୍ତୁ । ଆସନ୍ତୁ ତଳେ Video ଦେଖିବା ଏଭଳି ଆଗକୁ କେଉଁ ପୁଅ ତା ମା ସହ ନକରିବା ପାଇଁ ମା କୁ ଭଲ ପାଉଥିଲେ ଏହି ଖବର ଗୋଟିଏ Share ନିଶ୍ଚିତ କରନ୍ତୁ ।

ଯଦି ଆପଣଙ୍କୁ ଆମର ଏହି ଖବର ଭଲ ଲାଗିଥାଏ ନିଶ୍ଚୟ ତଳେ ଗୋଟିଏ Like କରନ୍ତୁ । jay jagannath ।

 

Leave a Reply

Your email address will not be published. Required fields are marked *