ସରକାର ଙ୍କ ଐତିହାସିକ ନିଷ୍ପତି ,ଏଥର ପ୍ରତି ଘରକୁ ମିଳିବ ମାଗଣା ଗ୍ୟାସ ସିଲିଣ୍ଡର – ଜାଣନ୍ତୁ ସଂପୂର୍ଣ୍ଣ ଖବର ।

 

 

ଦର୍ଶକ ବନ୍ଧୁ ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଅଛୁ ।ଦର୍ଶକ ବନ୍ଧୁ ବର୍ତ୍ତମାନ ସମୟ ରେ ସରକାର କରିଛନ୍ତି ଏକ ବଡ ଘୋଷଣା । ତେବେ ହୋଇଥିବା ଘୋଷଣା ଅନୁଯାୟୀ,ଗୋଟେ ବର୍ଷ ରେ ପ୍ରତି ପରିବାର କୁ 3 ଟି ରୋଷେଇ ଗ୍ୟାସ ସିଲିଣ୍ଡର ମାଗଣା ରେ ମିଳିବ । ତେବେ ଦର୍ଶକ ବନ୍ଧୁ କଣ ରହିଛି ସଂପୂର୍ଣ୍ଣ ଅପଡେଟ ଟି ଆସନ୍ତୁ ଜାଣି ନେବା ।

 

ଦର୍ଶକ ବନ୍ଧୁ ଆପଣ ମାନେ ସମସ୍ତେ ଏହା ଜାଣିଛନ୍ତି ଯେ କରୋନା ଯୋଗୁଁ ଦେଶ ର ଅର୍ଥନୀତି ଉପରେ କିଭଳି ପ୍ରଭାବ ପଡ଼ିଥିଲା ଏବଂ ଏହାର ସିଧା ପ୍ରଭାବ ସାଧାରଣ ଲୋକ ମାନଂକ ଉପରେ  ପଡ଼ିଥିଲା । ଆପଣ ମାନେ ଜାଣିଛନ୍ତି ଯେ ବର୍ତ୍ତମାନ  ଦର ଦାମ୍ କିଭଳି ଭାବରେ ବୃଦ୍ଧି ପାଇବାରେ ଲାଗିଛି । ରନ୍ଧନ ଗ୍ୟାସ ର ମୂଲ୍ୟ ତ ଦିନକୁ ଦିନ ବଢ଼ିବାରେ ଲାଗିଛି ଏବଂ ପେଟ୍ରୋଲ ଦର ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି ।

 

ତେବେ ଏଭଳି ସମୟ କୁ ଆଖିରେ ରଖି ଲୋକ ମାନଂକ ସୁବିଧା ପାଇଁ ଗୋଆ ର ମୁଖ୍ୟମନ୍ତ୍ରୀ ଏକ ବଡ ଘୋଷଣା କରିଛନ୍ତି । ତେବେ ସରକାର ଏହା ଘୋଷଣା କରିଛନ୍ତି ଯେ , ଗୋଆ ରହୁଥିବା ସମସ୍ତ ପରିବାରକୁ ବାର୍ଷିକ 3 ଟି ଗ୍ୟାସ ମାଗଣା ରେ ମିଳିବ । ମୂଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତ ଗୋଆ ର ମୂଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିବା ପରେ ଏହି ବିଶେଷ ଘୋଷଣା କରିଛନ୍ତି ।

 

 ପ୍ରମୋଦ ସାୱନ୍ତ ଦ୍ଵିତୀୟ ଥର ପାଇଁ ଗୋଆ ର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି ।ପୂର୍ବରୁ ବିଜେପି ନିର୍ବାଚନ ବେଳେ ଲୋକ ମାନଙ୍କୁ ଦିଆ ଯାଇଥିବା ପ୍ରତିଶୃତି କୁ ପୂରଣ କରିବା ପାଇଁ ଏହି ପଦକ୍ଷେପ ନିଆଜାଇଛି । ତେବେ ଏଥିପାଇଁ ଗୋଆ ମୁଖ୍ୟମନ୍ତ୍ରୀ ବର୍ତ୍ତମାନ ଗୋଆ ରାଜ୍ୟ ରେ ରହୁଥିବା ପ୍ରତ୍ୟେକ ପରିବାର କୁ 3 ଟି ଲେଖାଏ ଗ୍ୟାସ ଯୋଗେଇ ଦେବା ପାଇଁ ଯୋଜନା କରିଛନ୍ତି ।

 

 ତେବେ ବନ୍ଧୁଗଣ ଯଦି ଆମର ଏହି ଲେଖାଟି ଆପଣଙ୍କୁ ପସନ୍ଦ ଆସିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ନେଇ ଆସିବୁ । ଧନ୍ୟବାଦ ।

Leave a Reply

Your email address will not be published. Required fields are marked *