ଖୁସି ଖବର : ଇ-ଶ୍ରମ କାର୍ଡ ହୀତାଧିକାରୀ ଙ୍କୁ ମିଳିବାକୁ ଯାଉଛି 10 ହଜାର ଟଙ୍କା – ଜାଣନ୍ତୁ ସଂପୂର୍ଣ୍ଣ ଖବର ।

 

 

ବନ୍ଧୁଗଣ ଆପଣ ମାନଙ୍କୁ ଆମର ପୋର୍ଟଲକୁ ସ୍ୱାଗତ କରୁଛୁ । ଇଶ୍ରମ କାର୍ଡ ହିତାଧିକାରୀ ମାନଙ୍କ ପାଇଁ ଆସିଲା ଏକ ଖୁସି ଖବର । ତେବେ ଜଣାଇ ରଖୁଛୁ ଯେ ଇଶ୍ରମ କାର୍ଡ ହିତାଧିକାରୀ ଙ୍କୁ ମିଳିବ 10 ହଜାର ଟଙ୍କା । ଆପଣ ମାନେ ତ ଏହା ଜାଣିଥିବେ ଯେ ଇ-ଶ୍ରମ କାର୍ଡ ତିଆରି କରିଥିବା ଅସଂଗଠିତ କ୍ଷେତ୍ରର ଶ୍ରମିକମାନେ 2 ଲକ୍ଷ ଟଙ୍କା ଦୁ-ର୍ଘ-ଟ-ଣା ବୀମା କଭର ପାଇଛନ୍ତି ।

  

 

ଭବିଷ୍ୟତରେ ଯଦି ଶ୍ରମିକମାନଙ୍କ ପାଇଁ କୈଣସି ଯୋଜନା ଆସେ, ତେବେ ଏହାର ଲାଭ ଏହା ମାଧ୍ୟମରେ ଦିଆଯିବ । କେନ୍ଦ୍ର ସରକାର ଅସଂଗଠିତ କ୍ଷେତ୍ରର ଶ୍ରମିକମାନଙ୍କ ପାଇଁ ଇ-ଶ୍ରମ କାର୍ଡ ଯୋଜନା କରିଛି । ତେବେ ଏଥି ପାଇଁ ଇ-ଶ୍ରମ କାର୍ଡ ତିଆରି ପ୍ରକ୍ରିୟା ଆରମ୍ଭ ହୋଇ ଯାଇଛି। ତେବେ ଏଥିପାଇଁ ବହୁ ସଂଖ୍ୟକ କର୍ମଚାରୀ ଇ-ଶ୍ରମ ପୋର୍ଟାଲରେ ପଞ୍ଜୀକୃତ ହୋଇଛନ୍ତି ।

 

 ଦେଶର ଅସଂଗଠିତ ସେକ୍ଟର କର୍ମଚାରୀଙ୍କ ସାମଗ୍ରିକ କଲ୍ୟାଣ ପାଇଁ ଭାରତ ସରକାର ଏକ ଜାତୀୟ ଡାଟାବେସ୍ ପ୍ରସ୍ତୁତ କରୁଛନ୍ତି। ଏଥିପାଇଁ ଇ-ଶ୍ରମ ପୋର୍ଟାଲ ପ୍ରସ୍ତୁତ କରିଛନ୍ତି ମୋଦୀ ସରକାର । ଯାହାକି ସେମାନଙ୍କ ଆଧାର କାର୍ଡ ସହିତ ସଂଯୁକ୍ତ ହେବ ଏବଂ ଏହାର ପଞ୍ଜୀକରଣ ପ୍ରକ୍ରିୟା ସମ୍ପୂର୍ଣ୍ଣ ମାଗଣା ।ଯେକୈଣସି ଅସଂଗଠିତ କ୍ଷେତ୍ର କର୍ମଚାରୀ, ଯାହାର ବୟସ 16 ରୁ 59 ବର୍ଷ ମଧ୍ୟରେ, ସେ ଇ-ଶ୍ରାମ ପୋର୍ଟାଲରେ ପଞ୍ଜୀକରଣ ପାଇଁ ଯୋଗ୍ୟ ଅଟନ୍ତି ।

 

ଦର୍ଶକ ବନ୍ଧୁ ବିଶେଷ କଥା ଜଣାଇ ରଖୁଛୁ ଯେ ,ବର୍ତ୍ତମାନ ସୋସିଆଲ ମିଡିଆରେ ଏହା ଭାଇରାଲ ହେବାରେ ଲାଗିଛି ଯେ ,ଇ-ଶ୍ରମ କାର୍ଡ ରେ ରେଜିଷ୍ଟେସନ କରିଥିବା ଲୋକ ମାନଙ୍କୁ ପ୍ରତି ମାସ 10 ହଜାର ଲେଖାଏଁ ମିଳିବ । କିନ୍ତୁ ଏହା ସଂପୂର୍ଣ୍ଣ ମିଥ୍ୟା ଖବର ଅଟେ । ବର୍ତ୍ତମାନ ଇ-ଶ୍ରମ କାର୍ଡ ରେ ସେମିତି କିଛି ଅପଡେଟ ଆସିନାହିଁ ।

 

ତେବେ ବନ୍ଧୁଗଣ ଯଦି ଆମର ଏହି ଲେଖାଟି ଆପଣଙ୍କୁ ପସନ୍ଦ ଆସିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ନେଇ ଆସିବୁ । ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *