ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ବୋ-ମାରେ ଉଡାଇ ଦେବୁ,ମିଳିଲା ହ-ତ୍ୟା ଧମକ,ଜାଣନ୍ତୁ କେଉଁଥିପାଇଁ ମୋଦିଙ୍କୁ ବୋମା ମାରି ଉଡେଇଦେବେ।ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।
ରାଜନୀତି ରେ ଜନତା ସେବା କରିବା ହେଉଛି ବଡ଼ ଧର୍ମ। ଦୁଃଖୀ ଗରିବ ଙ୍କ ସାହାଯ୍ୟ କରି ଜନତା ଙ୍କ ମନ ଜିଣିବା ସହିତ ଦେଶ ଏ ଉନ୍ନତି କରିବା ଏହାର ମୂଳ ଲକ୍ଷ । ତେବେ ଏହାର ସୁ ଉଦାହରଣ ରେ ଆମେ ଆମ ପ୍ରଧାନମନ୍ତ୍ରୀ ଙ୍କୁ ରଖି ପାରିବା ଯିଏ କି ଜନତା ଙ୍କ ଦୁଃଖ ସୁଖ ସବୁ ବୁଝି ଥାଆନ୍ତି ଓ ଦେଶ କୁ ବହୁତ୍ ଉପରକୁ ଉଠି ସାରିଲାଣି। ସବୁବେଳେ ନିଜ ସୁକର୍ମ ଦ୍ଵାରା ଚର୍ଚ୍ଚା ରେ ଥାନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଜନତା ସହ ଅତି ନିଜର ଭାବେ ମିଶି ଦୁଃଖ ସୁଖ ସବୁ ବୁଝି ଥାଆନ୍ତି।
ତେବେ ସାଂସଦ ଭାବେ ନିର୍ବାଚିତ ହେବା ପରେ ଜନତା ଙ୍କ ସହ ନିଜର ଭାବେ ଖୁବ୍ ଖେଳି ମେଳି ଯାଆନ୍ତି। ଲୋକ ମାନଙ୍କ ସହିତ ଖୁବ୍ ଭଲ ସମ୍ପର୍କ ଯୋଗୁଁ ଲୋକ ମାନେ ମଧ୍ୟ ଖୁବ୍ ପସନ୍ଦ କରିଥାନ୍ତି ତାଙ୍କୁ । ତେବେ ମୋଦି ଙ୍କୁ କଡ଼ା ଧମକ ମିଳିଛି । ବୋମା ବି-ସ୍ଫୋ-ର-ଣ କରି ଉଡାଇ ଦେବେ ବୋଲି ସିଧା ସିଧା ଧମକ ମିଳିଛି । ଧମକ ଦେଇଥିବା ବ୍ୟକ୍ତି କିଏ ଜଣା ପଡି ନାହି । ଧମକପୂର୍ଣ୍ଣ ଇମେଲ କେନ୍ଦ୍ରୀୟ ଗୁଇନ୍ଦା ଏଜେନ୍ସିମାନଙ୍କ ହସ୍ତଗତ ହୋଇଛି ।
ଏହି ଧମକ ମିଳିବା ପରେ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାକୁ ବଢାଇ ଦିଆ ଯାଇଛି ଓ ଏହା ସହ ଇମେଲର ମୂଳ ଦୁଆ ଖୋଜା ଯାଉଛି । ବ୍ୟକ୍ତି ଜଣଙ୍କ ସେହି ଈମେଲରେ ଉଲ୍ଲେଖ କରିଛି ଯେ ତା ପାଖରେ ସେ ୨୦ କେ.ଜି ଆରଡିଏକ୍ସ ରହିଛି । ଦେଶର ୨୦ଟି ବଡ଼ ସହରରେ ଏସବୁ ବି-ସ୍ଫୋ-ର-କ ଖଞ୍ଜା ଯାଇଛି । ସେସବୁ ସହରରେ ବି-ସ୍ଫୋ-ର-ଣ ହୋଇ ପ୍ରାୟ ୨ କୋଟି ଲୋକଙ୍କୁ ହ-ତ୍ୟା ହେବ।
ଫେବ୍ରୁଆରି ୨୮ରୁ ସେ ସ୍ଲିପର ସେଲକୁ ସକ୍ରିୟ କରି ସାରିଛି । ସେ ଆହୁରି ମଧ୍ୟ କହିଛି ମୋଦୀ ତା ର ଜୀବନକୁ ନଷ୍ଟ କରି ଦେଇଛନ୍ତି ତେଣୁ ସେ ମୋଦୀଙ୍କୁ ହ-ତ୍ୟା କରି ତାର ପ୍ରତିଶୋଧ ନେବ । ବ୍ୟକ୍ତି ଜଣଙ୍କ କିଛି ଆ-ତ-ଙ୍କ-ବା-ଦୀଙ୍କୁ ଭେଟିଛି ଓ ସେମାନଙ୍କଠାରୁ ୨୦ କିଲୋଗ୍ରାମ ଆରଡ଼ିଏକ୍ସ ସଂଗ୍ରହ କରିଛି । ଏସବୁ ବି-ସ୍ଫୋ-ର-କ ରଖିଥିବାରୁ ସେ ମଧ୍ୟ ଆନନ୍ଦ ପ୍ରକାଶ କରିଛି । ସୁରକ୍ଷା କର୍ମଚାରୀ ଙ୍କୁ ଚ୍ୟାଲେଞ୍ଜ କରିଛି ଜେ ଯଦି ସମ୍ଭବ ଅଟକାଇ ଦେଖାଅ ।
ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।