ନମସ୍କାର ବନ୍ଧୁଗଣ ଆପଣ ମାନଙ୍କୁ ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ , ମନ୍ଦିର ଭିତରେ ମହିଳା ଜଣକ ଏମିତି କଣ କରିଛନ୍ତି ଯେ ଯିଏ ଦେଖୁଛି ଛି ଛି କହୁଛି । ଆସନ୍ତୁ ଜାଣିବା ସଂପୂର୍ଣ୍ଣ ଘଟଣା ଟି ବିଷୟରେ । ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।
ଦର୍ଶକ ବନ୍ଧୁ ବର୍ତ୍ତମାନ ସମୟ ରେ ସାମ୍ନା କୁ ଆସିଛି ଏକ ଏପରି ଭିଡିଓ ଯାହାକୁ ଦେଖି ଲୋକ ମାନେ ଚକିତ ହୋଇ ଯାଉଛନ୍ତି । ବର୍ତ୍ତମାନ ସମୟ ରେ ସେହି ଭିଡିଓ ଟି ସୋସିଆଲ ମିଡିଆରେ ବହୁତ୍ ମାତ୍ର ରେ ଭାଇରାଲ ହେବାରେ ଲାଗିଛି । ତେବେ ଦର୍ଶକ ବନ୍ଧୁ ଆସନ୍ତୁ ଜାଣି ନେବା ସୋସିଆଲ ମିଡ଼ିଆ ରେ ନି-ଆଁ ପରି ଭାଇରାଲ ହେଉଥିବା ସେହି ଭିଡିଓ ଟି ରେ ଏମିତି କଣ ରହିଛି ଯାହାକୁ ଦେଖିବା ମାତ୍ରେ ଲୋକ ମାନେ ଚକିତ ହୋଇ ଯାଉଛନ୍ତି ।
ଦର୍ଶକ ବନ୍ଧୁ ବର୍ତ୍ତମାନ ଏକ ମନ୍ଦିର ର ସିସି ଟିଭି ରେ ରେକର୍ଡ ହୋଇଥିବା ଏକ ଭିଡିଓ ସାମ୍ନା କୁ ଆସିବା ପରେ ଏହା ସୋସିଆଲ ମିଡିଆରେ ଘୁରି ବୁଲୁଛି । ତେବେ ଏହି ଭିଡିଓ କୁ ଦେଖିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ । ତେବେ ବନ୍ଧୁଗଣ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଭିଡିଓ ଟି ରେ ଏମିତି କଣ ରହିଛି ,ଆସନ୍ତୁ ଜାଣିବା ।
ତେବେ ବର୍ତ୍ତମାନ ସମୟ ରେ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଭିଡ଼ିଓ ଟି ରେ ଏହା ଦେଖା ଯାଇଛି ଯେ ,ଜଣେ ମହିଳା ଠାକୁର ଙ୍କୁ ମୁଣ୍ଡିଆ ମାରୁଛନ୍ତି । ତେବେ ମହିଳା ଜଣକ ମୁଣ୍ଡିଆ ମାରି ଉଠିବା ବେଳକୁ ଠାକୁର ଙ୍କ ଦାନ ପାତ୍ର ରୁ ଟଙ୍କା ଉଠାଇ ତାହାକୁ ନିଜର ଶାଢ଼ୀ ଭିତରେ ଲୁଚାଇ ରଖୁଛନ୍ତି । ତେବେ ମହିଳା ଜଣକ ବାରମ୍ବାର ମୁଣ୍ଡିଆ ମାରିବା ବାହାନା ରେ ଠାକୁର ଙ୍କ ଦାନ ପାତ୍ର ରୁ ଟଙ୍କା ଉଠାଇ ତାହାକୁ ନିଜର ଶାଢ଼ୀ ଭିତରେ ରଖୁଥିଲେ । ତେବେ ଏହି ଭିଡ଼ିଓ କୁ ଦେଖି ଲୋକ ମାନେ ସେହି ମହିଳା କୁ ଛି ଛି କରି ଅନେକ କଥା କହୁଛନ୍ତି ।
ତେବେ ବନ୍ଧୁଗଣ ଯଦି ଆମର ଏହି ଲେଖାଟି ଆପଣଙ୍କୁ ପସନ୍ଦ ଆସିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ନେଇ ଆସିବୁ । ଧନ୍ୟବାଦ ।