ପ୍ରଧାନମନ୍ତ୍ରୀଙ୍କ ମୋଦି ଙ୍କ ଦମଦାର ନୂଆ ସ୍କିମ ଯୋଜନା । ଆସନ୍ତୁ ଜାଣିବା ଏହି ନୂଆ ଯୋଜନା ବିଷୟରେ।

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ପ୍ରଧାନମନ୍ତ୍ରୀଙ୍କ ନୂଆ ଯୋଜନା । ଆସନ୍ତୁ ଜାଣିବା ଏହି ନୂଆ ଯୋଜନା ବିଷୟରେ।ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

ରାଜନୀତି ରେ ଜନତା ସେବା କରିବା ହେଉଛି ବଡ଼ ଧର୍ମ। ଦୁଃଖୀ ଗରିବ ଙ୍କ ସାହାଯ୍ୟ କରି ଜନତା ଙ୍କ ମନ ଜିଣିବା ସହିତ ଦେଶ ଏ ଉନ୍ନତି କରିବା ଏହାର ମୂଳ ଲକ୍ଷ । ତେବେ ଏହାର ସୁ ଉଦାହରଣ ରେ ଆମେ ଆମ ପ୍ରଧାନମନ୍ତ୍ରୀ ଙ୍କୁ ରଖି ପାରିବା ଯିଏ କି ଜନତା ଙ୍କ ଦୁଃଖ ସୁଖ ସବୁ ବୁଝି ଥାଆନ୍ତି ଓ ଦେଶ କୁ ବହୁତ୍ ଉପରକୁ ଉଠି ସାରିଲାଣି । ତେବେ ନିକଟ ରେ ଆଉ ଏକ ଯୋଜନା ଆରମ୍ଭ କରିଛନ୍ତି । ଏହି ଯୋଜନା ଝିଅ ମାନଂକ ପାଇଁ ହୋଇଛି । 

 

ତେବେ ପ୍ରଥମେ ଏକ ଆକାଉଣ୍ଟ୍ ଖୋଲିବା ଆବଶ୍ୟକ । ପ୍ରଥମେ ସେହି ଆକାଉଣ୍ଟ୍ ରେ ୧୫ ଟଙ୍କା ଜମା କରିବାକୁ ହେବ । ଝିଅକୁ ୨୧ ବର୍ଷ ବୟସ ପର୍ଯ୍ୟନ୍ତ ସେହି ଟଙ୍କାର ସୁଦ୍ଧ ମିଳିବ । ଆକାଉଣ୍ଟ୍ ଖୋଲିଥିବା ଝିଅ ମାନଂକୁ ୭.୬ ପ୍ରତିଶତ ହାରରେ ସୁଧର ଲାଭ ମିଳିବ । ଏହି ସୁଧ ଦରକୁ ସରକାର ୩ ମାସ ପରେ ପୁନର୍ବାର ରିଭାଇଜ୍ କରିଥାନ୍ତି । ଏହି ଯୋଜନା ରେ ସର୍ବନିମ୍ନ ୨୫୦ ଟଙ୍କା ଡିପୋଜିଟ୍ କରିବାକୁ ପଡ଼ିଥାଏ । ଏହା ସହିତ ସର୍ବାଧିକ ଦେଢଲକ୍ଷ ଟଙ୍କା ପର୍ଯ୍ୟନ୍ତ ଡିପୋଜିଟ୍ କରିପାରିବେ । 

 

ଏହି ଯୋଜନା ପାଇଁ ଖାତା ଖୋଲିବାକୁ ଚାହୁଁଥିଲେ ନିକଟସ୍ଥ ପୋଷ୍ଟ ଅଫିସ୍ କିମ୍ବା ବ୍ୟାଙ୍କ କୁ ଯାଇ ଖୋଲି ପାରିବେ । ଖାତା ଖୋଲିବା ସମୟ ରେ ବ୍ୟାଙ୍କ୍ କିମ୍ବା ପୋଷ୍ଟ ଅଫିସରେ ଝିଅ ଏବଂ ବାପାମାଆଙ୍କ ପରିଚୟ ପତ୍ର ଆବଶ୍ୟକ ହୋଇ ଥାଏ । ଏହି ଯୋଜନା ରେ ପ୍ରତି ମାସ ରେ ଆପଣ ଙ୍କୁ ୩୦୦୦ ଟଙ୍କା ଡିପୋଜିଟ୍ କରିବାକୁ ହେବ ତେବେ ସମୁଦାୟ  ଆପଣଙ୍କୁ ବାର୍ଷିକ ୩୬.୦୦୦ ଟଙ୍କା ଡିପୋଜିଟ୍ କରିବାକୁ ହେବ । ତେବେ ଏହା ଉପରେ ଆପଣଙ୍କୁ ୭.୬ ପ୍ରତିଶତ ହିସାବରେ ସୁଧ ମିଳିବ । ୨୧ ବର୍ଷ ବେଳକୁ ଏହା ୧୫ ଲକ୍ଷ ୨୨ ହଜାର ୨୨୧ ଟଙ୍କା ହୋଇଯିବ ।

 

 ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *