ପୁଣି 11 ତାରିଖରେ ଓଡ଼ିଶା କୁ ମାଡ଼ି ଆସୁଚି ଆଉ ଏକ ବାତ୍ୟା, ପାଣିପାଗ ବିଭାଗ ର ସୁଚନା।ଆସନ୍ତୁ ଜାଣିବା ସମ୍ପୂର୍ଣ ଖବର।

 

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ପୁଣି 11 ତାରିଖରେ ଓଡ଼ିଶା କୁ ମାଡ଼ି ଆସୁଚି ଆଉ ଏକ ବାତ୍ୟା, ପାଣିପାଗ ବିଭାଗ ର ସୁଚନା।ଆସନ୍ତୁ ଜାଣିବା ସମ୍ପୂର୍ଣ ଖବର।ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

ପ୍ରକୃତି ର ନିୟମ ରେ ବର୍ତମାନ ତ ଅନେକ ପ୍ରକାର ପରିବର୍ତ୍ତନ ଆସୁଛି । ମାସ ଅନୁଯାୟୀ ଋତୁ ଆସୁନାହିଁ । ବର୍ଷା ଦିନେ ଆଦୌ ବର୍ଷା ହେଉନାହିଁ । ଏପରି ଘଟୁଛି ବର୍ତମାନ ସମୟ ରେ । ବର୍ଷା ହେଉ ବା ବାତ୍ୟା , ସବୁଟି ପ୍ରାକୃତିକ ଘଟଣା । ତେଣୁ ଏଥିରେ କୌଣସି ମନୁଷ୍ୟ ଙ୍କ ର ହାତ ରହି ନଥାଏ । ଏହି ବର୍ଷା ପାଇଁ ଭାରତୀୟ ପାଣିପାଗ ବିଭାଗ ସତର୍କ ସୂଚନା ଜାରି କରିଛି ।  ତେବେ ସମୁଦ୍ର ମଧ୍ୟ ଅଶାନ୍ତ ରହୁଚି ବୋଲି ପାଣିପାଗ ବିଭାଗ ତରଫ ରୁ ସୂଚନା ରହୁଚି । ପୁଣି ଆସନ୍ତା 11ତାରିଖରେ ଆସୁଚି ବାତ୍ୟା,ସୂଚନା ଜାରି କରିଛି ପାଣିପାଗ ବିଭାଗ । 

 

ତେବେ ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ରନାଥ ଏହା କହିଛନ୍ତି ଯେ , ୭ ତାରିଖରେ ଲଘୁଚାପ ସୃଷ୍ଟି ହେବାପରେ ଆସନ୍ତା 9 ତାରିଖ ରେ ଏହା ଅବପାତ ର ରୂପ ନେଇ ୧୧ ତାରିଖରେ ବେଳକୁ ବାତ୍ୟାର ରୂପ ନେବାର ସମ୍ଭାବନା ରହିଛି । ଲଘୁଚାପ ହେବା ପରେ ଏହା ଅଧିକ ଘନୀଭୂତ ହେବ ନାହିଁ ବୋଲି ୟୁରୋପିୟାନ ମଡେଲ ଏବଂ ଅଷ୍ଟ୍ରେଲିଆନ ମଡେଲ ଏହା ଆକଳନ କରି କହିଛନ୍ତି । ଲଘୁଚାପ ପରେ ଏହା ତାମିଲନାଡୁ ଆଡ଼କୁ ଗତି କରିବ । 

 

ଜି ଏଫ ଏସ ମଡେଲ ଏହା କହୁଛି ଯେ , ଲଘୁଚାପର ରୂପ ନେଇ ପରବର୍ତ୍ତୀ ସମୟରେ ଘନୀଭୂତ ହୋଇ ବାତ୍ୟାରେ ପରିଣତ ହୋଇପାରେ ।ତେବେ ଏହା ପଶ୍ଚିମ ଦିଗରେ ଗତିକରି ଦକ୍ଷିଣପଶ୍ଚିମ ବଙ୍ଗୋପସାଗରକୁ ମୁହାଁଇବ ଏବଂ ଉତ୍ତରକୁ ଯାଇ ମିଆଁମାର ଆଉ ବାଂଲାଦେଶ ଆଡ଼କୁ ଗତି କରିବ ।  ମାଲକାନଗିରି, କୋରାଫୁଟ, ନବରଙ୍ଗପୁର, ରାୟଗଡା, ଗଜପତି, ଗଞ୍ଜାମ, ବାଲେଶ୍ଵର ଆଦି ଜିଲ୍ଲା ମାନଙ୍କ ରେ ବର୍ଷା ହେବାର ସମ୍ଭାବନା ରହିଛି ।ତେବେ ଏହା ପ୍ରଭାବ ରେ ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।

 

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *