ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ, ରାସ୍ତାରେ ସୁ ସୁୁ ଗର୍ଜନ କରୁଛି ପାଣି, ବନ୍ୟା ପରିସ୍ଥିତି ସୃଷ୍ଟି ହୋଇ ଘରେ ପଶିଛି ପାଣି।ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।
ସମଗ୍ର ବିଶ୍ବ ପ୍ରକୃତିର ଅବଦାନ । ଏହି ପ୍ରକୃତି ସମ୍ମୁଖରେ ମନୁଷ୍ୟ ସର୍ବଦା ନତମସ୍ତକ ହୋଇ ରହିଥାଏ । ପ୍ରକୃତି ହେଉଛି ଆମର ମା ସଦୃଶ । କେତେବେଳେ ଆମକୁ ଆଦରି ନେଇଥାଏ ତ ପୁଣି କେତେବେଳେ ଶାସନ ସଦୃଶ କରାଳ ରୂପ ପ୍ରଦର୍ଶନ କରିଥାଏ । ଆଜିକାଲି ସମାଜରେ ଆମର ଏହି ସୁନ୍ଦର ପ୍ରକୃତି ଧୀରେ ଧୀରେ ଅବକ୍ଷୟ ହେବାରେ ଲାଗିଲାଣି । ଯାହାଦ୍ଵାରା ସମାଜରେ ଅଧିକତର ପ୍ରାକୃତିକ ବି-ପ-ର୍ଯ୍ୟ-ୟ ଦେଖିବାକୁ ମିଳିଥାଏ । ତେବେ ଏସବୁ ପାଇଁ ପରିବେଶ ତଥା ପରିବେଶର ଚତୁର୍ପାର୍ଶ୍ଵ ରେ ରହୁଥିବା ମାନବ ସମାଜ ।
ମନୁଷ୍ୟ ନିଜର ସ୍ବା-ର୍ଥ ପାଇଁ ଏ ସୁନ୍ଦର ପ୍ରକୃତିକୁ ଧ୍ଵଂ-ସ ବି-ଧ୍ୱଂ-ସ କରିସାରିଲାଣି । ଚଳିତ ବର୍ଷ କୁ ଦୃଷ୍ଟିପାତ କଲେ ବର୍ତ୍ତମାନ ସୁଦ୍ଧା ଦୁଇଟି ବାତ୍ୟାକୁ ଓଡ଼ିଶା ରାଜ୍ୟ ସାମ୍ନା କରିସାରିଲାଣି । ଏହି ସୁନ୍ଦର ସବୁଜମୟ ପ୍ରକୃତି ରେ ପ୍ରାକୃତିକ ବି-ପ-ର୍ଯ୍ୟ-ୟ କୁ ସାମ୍ନା କରିବା ସାଧାରଣ କଥା ହୋଇଗଲାଣି । ତେବେ ଏସବୁ ପଛର ପ୍ରମୁଖ କାରଣ ହେଉଛି ମଣିଷ । ମଣିଷ ସ୍ୱା-ର୍ଥ ସାଧନ ପାଇଁ ଆଜି ଏଭଳି ପ୍ରାକୃତିକ ବି-ପ-ର୍ଯ୍ୟ-ୟ କୁ ସାମ୍ନା କରୁଛି । ନିକଟରେ ଏକ ଭିଡିଓ ସୋ-ସି-ଆ-ଲ ମି-ଡି-ଆରେ ଭା-ଇ-ରା-ଲ ହେବାରେ ଲାଗିଛି । ସେହି ଭିଡିଓରେ ଜଳ ସ୍ରୋତ ପ୍ରଖର ଗତିରେ ବହୁଥିବାର ଦେଖିବାକୁ ମିଳୁଛି । ଏହି ଜଳ ସ୍ରୋତ ର ବେଗ ଏତେ ଭ-ୟ-ଙ୍କ-ର ଥିଲା ଯେ ଆପଣ ବି ଦେଖିଲେ ଭ-ୟ-ଭୀ-ତ ହୋଇଯିବେ ।
ଚଳିତ ବର୍ଷ ରାଜ୍ୟରେ ଲଗାଣ ବର୍ଷା ଯୋଗୁଁ ଏଭଳି ସ୍ଥିତି ଦେଖିବାକୁ ମିଳିଛି । ରାଜ୍ୟରେ ଆଗରୁ ଅନାବୃଷ୍ଟୀ ସ୍ଥିତି ଦେଖିବାକୁ ମିଳୁଥିବା ବେଳେ ବର୍ତ୍ତମାନ ଅତିବୃଷ୍ଟି ସ୍ଥିତି ସୃଷ୍ଟି ହେଇଛି । ଗୋଟିଏ ମାସରେ ପାଖାପାଖି ୫ ଟି ଲଘୁଚାପ କୁ ସାମ୍ନା କରିସାରିଲାଣି ଓଡ଼ିଶା । ଧରାପୃଷ୍ଠ ରେ ଗତ କିଛିଦିନ ହେବ ମରୁଡ଼ି ପରିସ୍ଥିତି ଦେଖିବାକୁ ମିଳୁଥିବା ବେଳେ ଏବେ ଲଗାଣ ବର୍ଷା ଯୋଗୁଁ ରାଜ୍ୟର ବିଭିନ୍ନ ସ୍ଥାନରେ ଲଗାଣ ଲଘୁଚାପ ବର୍ଷା ଯୋଗୁଁ ବନ୍ୟା ପରିସ୍ଥିତି ଦେଖିବାକୁ ମିଳିଛି ।
ଏହି ବନ୍ୟା ସାରା ରାଜ୍ୟରେ ଆ-ତ-ଙ୍କ ସୃଷ୍ଟି କରିଛି । ଜଳ ସ୍ରୋତ ର ବେଗ ଏତେ ପ୍ରଖର ଥିଲା ଯେ ରାସ୍ତା ଘାଟରେ ସବୁ ଯାନ ବାହନ ଭାସି ଯାଇଥିଲା । ଆଉ ସେହି ବନ୍ୟା ଜଳସ୍ରୋତ ର ବେଗ ସ୍ଥିତି କୁ କଳନା କରିବା ଅସମ୍ଭବ । ପାଣିପାଗ ବିଭାଗ ସୂଚନା ଅନୁଯାୟୀ ଦିନକୁ ଦିନ ବର୍ଷା ର ପ୍ରଭାବ ଲାଗି ରହିଛି । ଯାହା ଫଳରେ ଏହି ବନ୍ୟା , ପ୍ରଖର ଜଳ ସ୍ରୋତ ସ୍ଥିତି ଉପୁଜିଛି । ରାସ୍ତା ରେ ଜଳ ସ୍ରୋତର ସୁଁ ଶୁଁ ଗର୍ଜନ କରି ଜନସାଧାରଣ ଙ୍କ ହୃଦୟକୁ ଭ-ୟ-ଭୀ-ତ କରିଦେଉଛି । ଏହି ବନ୍ୟା ବଶତଃ ବନ୍ୟା ପ୍ଲାବିତ ଅଞ୍ଚଳରେ ଅନେକ କ୍ଷ-ୟ କ୍ଷ-ତି ହୋଇଛି ।
ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।