ସ୍ତ୍ରୀ କେଉଁ ସମୟରେ ମୁଣ୍ଡରେ ଓଢଣୀ ଦେବା ଉଚିତ ?

ସ୍ତ୍ରୀ କେଉଁ ସମୟରେ ମୁଣ୍ଡରେ ଓଢଣୀ ଦେବା ଉଚିତ, ଏହି ସମୟରେ ଦେଲେ ସ୍ଵାମୀଙ୍କ ଆୟୁଷ ଦୁଇଗୁଣ ହେଇଯିବ,ମହିଳା ମାନେ ନିଶ୍ଚୟ ଜାଣିରଖନ୍ତୁ…

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ସ୍ତ୍ରୀ କେଉଁ ସମୟରେ ମୁଣ୍ଡରେ ଓଢଣୀ ଦେବା ଉଚିତ, ଏହି ସମୟରେ ଦେଲେ ସ୍ଵାମୀଙ୍କ ଆୟୁଷ ଦୁଇଗୁଣ ହେଇଯିବ।ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ।

 

ସଂସ୍କୃତି ଓ ପରମ୍ପରା ର ରାଜ୍ୟ ଓଡ଼ିଶା । ବିଭିନ୍ନ ପରମ୍ପରା ରହିଛି ଓଡ଼ିଶା ରେ । ସେହିପରି ବିବାହ ପରେ ଗୋଟିଏ ଓଡ଼ିଆ ଘର ର ବହୁ ବିଭିନ୍ନ ପରମ୍ପରା ଅନୁସାରେ ଚଳି ଥାଏ । ବିବାହ ପରେ ଓଢାନି ଦେଇ ଘରକୁ ପ୍ରବେଶ କରି ଥାଏ । ଓଢନୀ ତା ପାଇଁ ସବୁ କିଛି ହୋଇ ଥାଏ । ସ୍ତ୍ରୀ ମାନେ ମୁଣ୍ଡ ରେ ଓଢନି ଦେଲେ ସ୍ବାମୀ ଙ୍କ ଆୟୁଷ ବୃଦ୍ଧି ହୋଇ ଥାଏ । ମୁଣ୍ଡ ରେ ଓଢ଼ାନି ଦେଲେ ଶରୀର ଚକ୍ର ମଧ୍ୟରେ ଏକ ସନ୍ତୁଳନ ରହିଥାଏ ବୋଲି ମନା ଯାଇଥାଏ । ତେବେ ଏକ ମହିଳା କେଉଁ କେଉଁ ସମୟ ରେ ମୁଣ୍ଡ ରେ ଓଢାଣି ଦେଲେ ଭଲ ହୋଇ ଥାଏ ଆଜି ସେହି ବିଷୟ ରେ ଜାଣିବା । 

 

ଜଣେ ମହିଳା ଘରେ ପ୍ରତ୍ୟେକ ଦିନ ପୂଜା କରିଥାନ୍ତି । ପୂଜା କରିବା ସମୟ ରେ ମୁଣ୍ଡ ରେ ଓଢନୀ ଦେଇ ପୂଜା କରିବା ଆବଶ୍ୟକ । କାରଣ ମହିଳା ମାନଙ୍କ କେଶ ଭଗବାନଙ୍କ ପୂଜା ଭୋଗ ରେ ପଡ଼ିବ ଅଶୁଭ ବୋଲି ମନା ଯାଇଥାଏ । ମୁଣ୍ଡ ରେ ଓଢନୀ ଦେଲେ ଏହା ହୋଇ ନ ଥାଏ । ଘରକୁ କୌଣସି ଗୁରୁଜନ କିମ୍ବା ଅତିଥି ଆସିଥିଲେ ସେମାନଙ୍କ ସମ୍ମୁଖ କୁ ମୁଣ୍ଡ ରେ ଓଢନୀ ଦେଇ ଆସିବା ଉଚିତ୍ । ଏହା କରିଲେ ତାଙ୍କ ପାଇଁ ସମ୍ମାନ ହୋଇ ଥାଏ । 

 

ମୁଣ୍ଡ ରେ ଓଢନୀ ଦେଇ ଗୁରୁଜନ ଙ୍କୁ ପ୍ରଣାମ କରିବା ଉଚିତ । ଏହା ଦ୍ବାରା ଗୁରୁଜନ ଙ୍କ ଆଶୀର୍ବାଦ ମିଳି ଥାଏ  ଏହି ଆଶୀର୍ବାଦ ସୁସ୍ଥ ଜୀବନ ଗଠନ କରିବାରେ ସହାୟକ ହୋଇ ଥାଏ । କୌଣସି ପର୍ବ ପର୍ବାଣୀ ଭଲ ଦିନ ହେଲେ ମହିଳା ମାନେ ନିଜ କେସ ଧୋଇ ଥାନ୍ତି ଓ କେଶ ସୁଖାଇବା ପାଇଁ ଖୋଲା ରଖିଥାନ୍ତି ମାତ୍ର ବାହାରକୁ ଗଲେ ମୁଣ୍ଡ ରେ ଓଢଣା ଦେଇ ଯିବା ଉଚିତ୍ । କାରଣ ଏପରି ନ କରିଲେ ଅନ୍ୟ ପୁରୁଷ ମାନେ ମହିଳା ମାନଙ୍କୁ ଦୃଷ୍ଟି ପକାଇବା ଯାହା  ନିଜ ସ୍ବାମୀ ଙ୍କ ପାଇଁ ଖରାପ୍ ହୋଇ ଥାଏ ।

 

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

Leave a Reply

Your email address will not be published.