ଭାରତ କୁ ଧୋକା ଦେଲା ଆମେରିକା ।ଏପଟେ ମନାକରି ସେପଟେ ଉଠେଇଲା ଆମେରିକା ଫାଇଦା…

 

 

ନମସ୍କାର ବନ୍ଧୁଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ , ଭାରତକୁ ଧୋକା ଦେଲା ଆମେରିକା ! ଆସନ୍ତୁ ଜାଣିବା ସଂପୂର୍ଣ୍ଣ ଖବର । ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

ମିଛ କହୁଛି କି ଆମେରିକା? ଭାରତକୁ ମନା କରି ନିଜେ ତେଲ କିଣି ଗଚ୍ଛିତ ରଖୁଛି କି ? ଋଷ ର ଜଣେ ଅଧିକାରୀ ଆମେରିକା କୁ ନେଇ କରିଥିବା ଏକ ଖୁଲାସା ପରେ ସମସ୍ତଙ୍କ ମନ ରେ ଏହି ପ୍ରଶ୍ନ ସୃଷ୍ଟି ହୋଇଛି । ତେବେ ବର୍ତ୍ତମାନ ଋଷ ର ଜଣେ ଅଧିକାରୀ ଆମେରିକା କୁ କେଉଁ ସବୁ ଖୁଲାସା କରିଛନ୍ତି ଆସନ୍ତୁ ଜାଣିବା ।

 

ଦର୍ଶକ ବନ୍ଧୁ ବର୍ତ୍ତମାନ ଋଷ ର ଅଧିକାରୀ ଜଣକ ଏହା କହିଛନ୍ତି ଯେ , ଆମେରିକା ଗୋଟେ ପଟେ ଋଷ ଠାରୁ ତୈଳ ନ କିଣିବାକୁ ଅନେକ ଦେଶ ମାନଙ୍କ ଉପରେ ଚାପ ପ୍ରୟୋଗ କରୁଛି । କିନ୍ତୁ ଅନ୍ୟ ପଟେ ନିଜେ ଆମେରିକା ଋଷ ଠାରୁ ବିପୁଳ ପରିମାଣ ରେ ତୈଳ କିଣୁଛି । ଗତ ରବିବାର ଦିନ ରୁଷର ସୁରକ୍ଷା ପରିଷଦର ଉପସଚିବ ମିଖାଇଲ ପୋପୋଭ କହିଛନ୍ତି ଯେ ,ଗତ ସପ୍ତାହରେ ରୁଷର ଅଶୋଧିତ ତୈଳ କ୍ରୟକୁ ୪୩ ପ୍ରତିଶତ ବୃଦ୍ଧି କରିଛି ଆମେରିକା ଅର୍ଥାତ୍ ରୁଷ ଠାରୁ ପ୍ରତିଦିନ ଶହେ ହଜାର ବ୍ୟାରେଲରୁ ଅଧିକ ଅଶୋଧିତ ତୈଳ କିଣୁଛି ଆମେରିକା ।

 

 

ଚାଇନା ର ଏକ ଖବର କାଗଜ ରେ ଏହା ପ୍ରକାଶ ପାଇଥିଲା ଯେ , କେବଳ ତୈଳ ନୁହେଁ ଅନ୍ୟ ଜରୁରୀ ଜିନିଷ ମଧ୍ୟ ରୁଷଠାରୁ କିଣିବା ପାଇଁ ଅନୁମତି ଦେଇଛି ଆମେରିକା ।ପ୍ରାକୃତିକ ଗ୍ୟାସ ଏବଂ ଅଶୋଧିତ ତୈଳ ପାଇଁ ୟୁରୋପ ; ରୁଷ ଉପରେ ନିର୍ଭରଶୀଳ । ତେବେ ଏହି କଥା ଜାଣି ମଧ୍ୟ ଆମେରିକା ସମେତ ୟୁରୋପୀୟ ସହଯୋଗୀ ଦେଶ ମାନେ ରୁଷ ତୈଳ ଉପରେ ପ୍ରତିବନ୍ଧକ ଲଗାଇବା ବିଷୟରେ କହିଁଛନ୍ତି ।

 

 ତେବେ ବନ୍ଧୁଗଣ ଯଦି ଆମର ଏହି ଲେଖାଟି ଆପଣଙ୍କୁ ପସନ୍ଦ ଆସିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ନେଇ ଆସିବୁ । ଧନ୍ୟବାଦ ।

Leave a Reply

Your email address will not be published. Required fields are marked *