ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ, ଜାଡେଜା କରିଥିଲେ CSK ସହ ବି-ଶ୍ୱା-ସ-ଘା-ତ-କ । 1 ବର୍ଷ ବ୍ୟାନ ଜାଡେଜା।ଜାଣନ୍ତୁ ସମ୍ପୂର୍ଣ ଖବର।ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ।
କ୍ରିକେଟର ଏକ ଅଲଗା ହିଁ ଖାସିୟତ୍ ରହିଛି ଆମ ଦେଶରେ, ଦେଶର ଛୋଟ ପିଲାଙ୍କ ଠାରୁ ଆରମ୍ଭ ବୁଢା ପର୍ଯ୍ୟନ୍ତ ସମସ୍ତେ କ୍ରିକେଟ ନାମ ଶୁଣିଲେ ଏକ ପ୍ରକାରର ଜୋସ୍ କୁ ଆସି ଯାଆନ୍ତି । କ୍ରିକେଟ ସିଜିନ୍ ସମୟରେ କ୍ରିକେଟ କୁ ନେଇ ଅନେକ ପ୍ରକାରର ବେଟ୍ ମଧ୍ୟ ଲାଗିଯାଏ । ଆମ ଦେଶରେ କ୍ରିକେଟ ଖେଳ ଆରମ୍ଭରୁ ହିଁ କ୍ରିକେଟ ଖେଳାଳି ମାନେ ନିଜ ନିଜର ଭଲ ଭଲ ପ୍ରଦର୍ଶନ କରି ଦେଶ ବାସୀଙ୍କର ମନ ଜିତି ଆସିଛନ୍ତି ।
ପୂର୍ବତନ ଇଣ୍ଡିଆର କ୍ୟାପଟେନ କପିଲ୍ ଦେଭ୍ ଙ୍କର ଏକ ଅଲଗା ହିଁ ସ୍ଥାନ ରହିଛି ଦେଶବାସୀଙ୍କ ମନରେ, ସଚ୍ଚିନ ତେନ୍ଦୁଲଙ୍କର ଙ୍କୁ କ୍ରିକେଟ ର ଗଡ୍ ବୋଲି କୁହାଯାଏ, ଆଉ ମାହି ଅର୍ଥାତ୍ ମହେନ୍ଦ୍ର ସିଂହ ଧୋନି ତାଙ୍କୁ ତ ଲୋକମାନେ ଅନେକ କିଛି ନାମରେ ଜାଣିଛନ୍ତି, ଇଣ୍ଡିଆର ବେଷ୍ଟ ଫିନିସର୍, ବେଷ୍ଟ ୱିକେଟ କିପର୍ ଆଉ ସବୁଠାରୁ ଲମ୍ବା ଛକ୍କା ମାରୁଥିବା ହେଲିକେପ୍ଟର ସଟ୍ ମାରୁଥିବା ଖେଳାଳି । ମାହିଙ୍କ ପାଇଁ ମଧ୍ୟ ଦେଶବାସୀଙ୍କ ମନରେ ଏକ ଅଲଗା ସ୍ଥାନ ରହିଛି, ଯାହାକି ଭବିଷ୍ୟତରେ କୌଣସି ବି ଖେଳାଳି ନେଇ ପାରିବେ ନାହିଁ ।
ମହେନ୍ଦ୍ର ସିଂହଙ୍କ ଅଧ୍ୟକ୍ଷତାରେ ଟିମ୍ ଇଣ୍ଡିଆ ବହୁତ ହିଁ କଠିନ ମ୍ୟାଚ୍ କୁ ଜିତିଛି, ବହୁତ କଠିନ କଠିନ ସମୟରେ ମାହି ଏପରି କିଛି ଡିସିସନ୍ ନେଇ ନିଜର ଚାଲ୍ ଚଲାଇ ଥାଆନ୍ତି ଯାହାକୁ କି ବିପକ୍ଷ ଟିମ୍ ଖେଳାଳି ବୁଝି ପାରିନଥାନ୍ତି, ଓ ଟିମ୍ ଇଣ୍ଡିଆର ବିଜୟ ହୋଇଥାଏ । ନିକଟ ରେ ଚାଲିଥିଲା ଆଇପିଏଲ । ଏଥିରେ ବାଜିମାତ ମାରିଛନ୍ତି csk ଟିମ୍ । ଭାରତୀୟ ଟିମ୍ ରେ ଜାଡେଜା ନିଜ ର ବ୍ୟାଟିଂ, ବଲିଂ,ଓ ଫିଲ୍ଡିଂ ରେ ଚର୍ଚ୍ଚା ରେ ଅଛନ୍ତି । ସମସ୍ତେ ତାଙ୍କ ଖେଳ କୁ ପସନ୍ଦ ମଧ୍ୟ କରିଥାନ୍ତି ।
ତେବେ ବର୍ତ୍ତମାନ ଶୁଣିବାକୁ ମିଳୁଛି ଯେ ୨୦୧୦ ମସିହା ରେ ତାଙ୍କୁ ବ୍ୟାନ କରା ଯାଇ ଥିଲା । ଏହାର କାରଣ ବର୍ତ୍ତମାନ ସାମ୍ନା କୁ ଆସିଛି । ତେବେ କୁହା ଯାଉଛି ଯେ ଜାଡେଜା ଟିମ୍ କୁ ଧୋ-କା ଦେଇଥିଲେ । ଏହାର କାରଣ ହେଉଛି ସେ ଅନ୍ୟ ଟିମ୍ ରେ ଖେଳିବାକୁ ଚାହୁଁ ଥିଲେ । ସେ ଅଧିକ ପଇସା ପାଇଁ ଏଭଳି କରିଥିଲେ ବୋଲି ଶୁଣିବାକୁ ମିଳିଛି । ଏଥି ପାଇଁ ତାଙ୍କୁ ଖେଳ ରୁ ଗୋଟିଏ ବର୍ଷ ମଧ୍ୟ ବାହାର କରୀ ଦିଆ ଯାଇ ଥିଲା । ଏଥି ପାଇଁ ଗୋଟିଏ ବର୍ଷ ପାଇଁ ମଧ୍ୟ ଆଇପିଏଲ ଖେଳ କୁ ବ୍ୟାନ୍ କରା ଯାଇ ଥିଲା ।
ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।