ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।
ଆମ ଭାରତୀୟ ସଂସ୍କୃତିରେ ପୁରୁଷ ମାନଙ୍କ ପାଇଁ ଯେମିତି ସଭ୍ୟ ଆଚରଣ ବିଷୟରେ କୁହାଯାଇଛି ଠିକ ସେମିତି ମହିଳାମାନଙ୍କ ପାଇଁ ମଧ୍ୟ କିଛି ନିୟମ ରଖାଯାଇଛି। ଯାହା ତାଙ୍କ ପାଇଁ ମଙ୍ଗଳକାରୀ ହୋଇଥାଏ।ଜଣେ ମହିଳା ଚାହିଁଲେ ଗୋଟିଏ ଘରକୁ ସ୍ୱର୍ଗ କରିପାରେ ଆଉ ସେହି ମହିଳା ଚାହିଁଲେ ଘରକୁ ନର୍କ ମଧ୍ୟ କରିପାରେ। ସେଥିପାଇଁ ମହିଳା ମାନଙ୍କର ଅପମାନ ଠାରୁ ବଡ଼ ଅଧର୍ମ କର୍ମ ଏହି ଦୁନିଆରେ ଆଉ କିଛି ନାହିଁ।ତେବେ ଆସନ୍ତୁ ଜାଣିନେବା ମହିଳାମାନେ କାହିଁକି ମୁଣ୍ଡରେ ଓଢଣୀ ଦିଅନ୍ତି। ଓଢଣୀ ନଦେବାର ଫଳ କଣ ହୋଇଥାଏ ଏବଂ କେଉଁ ସମୟରେ ମୁଣ୍ଡରେ ଓଢଣୀ ଦେବା ଉଚିତ।
ବନ୍ଧୁଗଣ ଶାସ୍ତ୍ର ଅନୁଯାୟୀ ମହିଳା ମାନଙ୍କୁ ନିଜ ମୁଣ୍ଡ ଉପରେ ଓଢଣୀ ଦେବା ଉଚିତ। ଆଉ ଆମ ଶରୀରରେ ସକାରାତ୍ମକ ବିଚାରର ସଂଚାର ହୋଇଥାଏ। ତେଣୁ ମହିଳା ମାନଙ୍କୁ ମୁଣ୍ଡରେ ଓଢଣୀ ଦେବା ନିହାତି ଆବଶ୍ୟକ।ଯେତେବେଳେ କୌଣସି ଗୁରୁଜନ ଲୋକ ଆପଣଙ୍କ ଘରକୁ ଆସନ୍ତି ସେତେବେଳେ ତାଙ୍କୁ ସମ୍ମାନ ଦେବା ପାଇଁ ଆପଣମାନେ ମୁଣ୍ଡରେ ଓଢଣୀ ଦେଲେ ସେ ବହୁତ ଖୁସି ହୋଇ ଆପଣଙ୍କୁ ସୌଭାଗ୍ୟବତୀ ହେବାର ଆଶୀର୍ବାଦ ଦେଇଥାନ୍ତି।
ଯାହା ଆପଣ ମାନଙ୍କ ପାଇଁ ମଙ୍ଗଳକାରୀ ହୋଇଥାଏ ଏବଂ ଏହି ଆଶୀର୍ବାଦ ଆପଣଙ୍କର ସ୍ୱାମୀଙ୍କର ଆୟୁଷକୁ ଦୁଇଗୁଣା କରି ଦେଇଥାଏ। ପୂଜା ପର୍ବରେ ମହିଳାମାନେ ମୁଣ୍ଡ ଧୋଇ ଗାଧୋଇବା ବେଳେ ଅନ୍ୟ ପୁରୁଷଙ୍କର ନଜର ତାଙ୍କର କେଶ ଉପରେ ପଡିଲେ ଖରାପ ବୋଲି କୁହା ଯାଇଥାଏ। ସେଥିପାଇଁ କେଶ ଖୋଲା ନରଖି ଓଢଣୀ ଦେବା ବହୁତ ଆବଶ୍ୟକ ହୋଇଥାଏ।
ଏଥି ସହିତ ଅଧିକ ସମ୍ମାନ ମଧ୍ୟ ତାଙ୍କୁ ମିଳିଥାଏ। ତେବେ ମହିଳାମାନେ ଠାକୁରଙ୍କ ପୂଜା କରିବା ସମୟରେ କୌଣସି ଶୁଭ କାର୍ଯ୍ୟ କରିବା ସମୟରେ ଏବଂ ପିତାମାତା ଏବଂ ଗୁରୁଜନ ମାନଙ୍କୁ ପ୍ରଣାମ କରିବା ସମୟରେ ମୁଣ୍ଡରେ ନିଶ୍ଚିତ ଭାବରେ ଓଢଣା ଦେବା ଉଚିତ୍।ତେବେ ଏହା ବ୍ୟତୀତ ମଧ୍ୟ ମହିଳା ମାନେ ମୁଣ୍ଡରେ ଓଢଣା ଦେବା ଦ୍ୱାରା ତାଙ୍କର ସୌନ୍ଦର୍ଯ୍ୟ ଦୁଇଗୁଣା ହୋଇଯାଏ।
ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।