ଝିଅ ମାନଙ୍କ ପଢିବା ପାଇଁ ଏବେ ସରକାର ଦେବେ ସବୁଖର୍ଚ । ଝିଅ ଥିଲେ ନିଶ୍ଚୟ ଜାଣନ୍ତୁ କେମିତି ପାଇବେ ଏହି ସୁବିଧା….

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ, ଝିଅ ମାନଙ୍କ ପଢିବା ପାଇଁ ଏବେ ସରକାର ଦେବେ ସବୁ ଖର୍ଚ । ଝିଅ ଥିଲେ ନିଶ୍ଚୟ ଜାଣନ୍ତୁ କେମିତି ପାଇବେ ଏହି ସୁବିଧା।ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ।

 

ବର୍ତ୍ତମାନ ସରକାର  ଲୋକୋ ଙ୍କ ସୁବିଧା ପାଇଁ ନୁଆ ନୁଆ ଯୋଜନା ହାତ କୁ ନେଉଛନ୍ତି । ଅନେକ ଯୋଜନା ମଧ୍ୟ ରୁ ଝିଅ ମାନଙ୍କ ଅନେକ ଯୋଜନା ବାହାର କରିଛନ୍ତି । ସେଥି ମଧ୍ୟ ରୁ କେନ୍ଦ୍ର ସରକାର ବର୍ତ୍ତମାନ ଝିଅ ମାନଙ୍କୁ ଅଧିକ ପ୍ରାଧାନ୍ୟ ଦେଇ ଏକ ମିସନ ଆରମ୍ଭ କରିଛନ୍ତି ଆଉ ଏହି ମିଶନ ଟି ର ନାମ ରଖାଯାଇଛି ‘ବେଟି ବଚାଓ ବେଟି ପଢାଓ ” । ସରକାର ଝିଅ ମାନଙ୍କର ଶିକ୍ଷା କୁ ଅଧିକ  ପ୍ରୋତ୍ସାହିତ କରିବା ପାଇଁ ରାଜ୍ୟ ସରକାର ମଧ୍ୟ  ଅନେକ ଯୋଜନା ବାହାର କରୁଛନ୍ତି । 

 

ସେଥି ମଧ୍ୟ ରୁ  ୨୦୧୬ ମସିହା ଜୁନ୍ ରେ ରାଜସ୍ଥାନ ସରକାର ଝିଅ ମାନଙ୍କ ଶିକ୍ଷା ପାଇଁ “ରାଜଶ୍ରୀ ଯୋଜନା”  ଆରମ୍ଭ କରା ଯାଇଥିଲା । ଏହି ଯୋଜନା ରେ ଝିଅମାନଙ୍କ ର ଶିକ୍ଷା ପାଇଁ ରାଜସ୍ଥାନ ସରକାର ପ୍ରତ୍ୟେକ ଝିଅ ମାନଙ୍କୁ ୫୦ ହଜାର ଟଙ୍କାର ଆର୍ଥିକ ସହାୟତା ଯୋଗାଇ ଦିଆ ଯାଇଥିଲା । ଏବେ ଯାଏ ୧୫ ଲକ୍ଷରୁ ଅଧିକ ଝିଅ ମାନଙ୍କୁ ଏହି ଯୋଜନା ରେ ଶିକ୍ଷା ପାଇଁ ଅନେକ ସୁବିଧା ସୁଯୋଗ ପ୍ରଦାନ କରାଯିବ ସହିତ ଅନ୍ୟାନ୍ୟ ସୁବିଧା ପ୍ରତି ମଧ୍ୟ ଧ୍ୟାନ ଦିଆଯାଇଛି ।

        

+୨ ପ୍ରଜ୍ୟନ୍ତ ଶିକ୍ଷା ଆଉ ଝିଅ ଟି ର ଉତ୍ତମ ସ୍ୱାସ୍ଥ୍ୟ ଜନିତ ସମସ୍ୟା ପାଇଁ ଝିଅ ର ପିତାମାତା ଙ୍କୁ ୫୦ ହଜାର ଟଙ୍କା ଯୋଗାଇ ଦିଆ ଯିବାର ଯୋଜନା ରହିଛି ।  ଏହି ଟଙ୍କା ଟି ଏକା ଥର ରେ ଦିଆ ନ ଯାଇ ଏହା ଝିଅ ର ନ୍ମ ହେବା ଠୁ ଆରମ୍ଭ କରି ତାର +୨ଶ୍ରେଣୀ ଯାଏ  ବିଭିନ୍ନ ସମୟ ରେ ଭିନ୍ନ ଭିନ ଆକାର ରେ ରେ ଦିଆଯାଇଥାଏ । ଝିଅ ର ଜନ୍ମ ସମୟରେ ୨୫୦୦ ଟଙ୍କା ଦିଆଯିବା ପରେ ୧ ବର୍ଷ ର ଟୀକାକରଣ ପାଇଁ ୨୫୦୦ ଟଙ୍କା ଦୀୟ ଯାଇଥାଏ । 

 

ପ୍ରଥମ ଶ୍ରେଣୀ ପାଇଁ ୪୦୦୦ ଟଙ୍କା ଓ ଷଷ୍ଠ ଶ୍ରେଣୀ ଆଡମିଶନ ପାଇଁ ୫୦୦୦ ଟଙ୍କା ଦଶମ ପାଇଁ ୧୧୦୦୦ ଟଙ୍କା ଏବଂ ଦ୍ୱାଦଶ ଶ୍ରେଣୀ ସମୟ ରେ ୨୫ ହଜାର ଟଙ୍କା ଟଙ୍କା ବିତରଣ କରାଯାଉଛି ।ଯଦି ଆପଣ ବି ଏହି ଯୋଜନାର ଲାଭ ଉଠାଇବାକୁ ଚାହୁଁଛନ୍ତି ତାହେଲେ ଆପଣ ମହିଳା ଅଧିକାରୀ ବା ପ୍ରୋଗ୍ରାମ ଅଫିସ ର କିମ୍ବା ଜିଲ୍ଲାର ମୁଖ୍ୟ ଚିକିତ୍ସା ଏବଂ ସ୍ୱାସ୍ଥ୍ୟ ଅଧିକାରୀ ଙ୍କୁ ଭେଟି ତାଙ୍କଠୁ ପରାମର୍ଶ ନେଇ ନିଜ ର କାର୍ଡ କରନ୍ତୁ । ଏହା ସହିତ ଆପଣ ଆପଣଙ୍କ ନିକଟସ୍ଥ ଇମିତ୍ର କେନ୍ଦ୍ର କୁ ଯାଇ ସେଠାରେ ନିଜ ପାଇଁ  ଭମାଶାହ କାର୍ଡ ମଧ୍ୟ କରି ପାରିବେ ।

 

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *