ନମସ୍କାର ବନ୍ଧୁଗଣ ଆପଣ ମାନଙ୍କୁ ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ , ବର୍ତ୍ତମାନ କିଭଳି ଭାବରେ ଡିଜିଟାଲ ଷ୍ଟ୍ରାଇକ୍ କରିଛନ୍ତି ନରେନ୍ଦ୍ର ମୋଦୀ । ଆସନ୍ତୁ ଜାଣିବା ସଂପୂର୍ଣ୍ଣ ଖବର ।ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।
ଦର୍ଶକ ବନ୍ଧୁ ବର୍ତ୍ତମାନ ସମୟ ରେ ପାକିସ୍ଥାନ ଉପରେ ଏକ ଡିଜିଟାଲ ଷ୍ଟ୍ରାଇକ୍ କରିଛନ୍ତି ନରେନ୍ଦ୍ର ମୋଦୀ । କିଛି ୟୁ ଟ୍ୟୁବ୍ ଚ୍ୟାନେଲ ଗୁଡିକ ଭାରତ ର ଜାତୀୟ ସୁରକ୍ଷା ,ଜନ ଶୃଙ୍ଖଳା ଓ ବୈଦେଶିକ ସମ୍ପର୍କ ବିଷୟରେ ମିଛ ଖବର କୁ ପ୍ରଚାର କରୁଛନ୍ତି । ତେବେ ଏଭଳି ମିଥ୍ୟା ଖବର ପ୍ରଚାର ହେଉଥିବାରୁ ନରେନ୍ଦ୍ର ମୋଦୀ ସେହି ୟୁ ଟ୍ୟୁବ୍ ଚ୍ୟାନେଲ ଗୁଡିକ ଉପରେ କଡ଼ା କାର୍ଯ୍ୟନୁଷ୍ଠାନ ଗ୍ରହଣ କରିଛନ୍ତି ।
ସୂଚନା ଅନୁଯାୟୀ ,୧୮ଟି ଭାରତୀୟ ଓ ୪ଟି ପାକିସ୍ତାନୀ ୟୁ ଟ୍ୟୁବ୍ ଚ୍ୟାନେଲ ଗୁଡିକ ମିଥ୍ୟା ଖବର ପ୍ରଚାର କରୁଥିବାରୁ ଏହି ସମସ୍ତ ଚ୍ୟାନେଲ ଗୁଡ଼ିକୁ ବନ୍ଦ କରି ଦିଆଯାଇଛି । ତେବେ ବର୍ତ୍ତମାନ ମୋଟ 22 ଟି ୟୁ ଟ୍ୟୁବ୍ ଚ୍ୟାନେଲ ଗୁଡ଼ିକୁ ବ୍ଲକ୍ କରାଯାଇଛି । ଏହା ସହିତ ୩ଟି ଟ୍ୱିଟର, ଗୋଟିଏ ଫେସବୁକ୍ ଆକାଉଣ୍ଟ ଏବଂ ଗୋଟେ ନ୍ୟୁଜ୍ ୱେବସାଇଟ କୁ ବ୍ଲକ କରି ଦିଆ ଯାଇଛି।
ତେବେ ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ଯେ, ଏହି ସମସ୍ତ ୟୁ ଟ୍ୟୁବ୍ ଚ୍ୟାନେଲ ଗୁଡିକ ଅନ୍ୟ ଟିଭି ନ୍ୟୁଜ୍ ଚ୍ୟାନେଲ ର ଲୋଗୋ କୁ ବ୍ୟବହାର କରି ଲୋକ ମାନଙ୍କୁ ବିଭ୍ରାନ୍ତ କରୁଥିଲେ । ଏହା ସହିତ ମଧ୍ୟ ସେହି ଚ୍ୟାନେଲ ଗୁଡ଼ିକ ରେ ଦେଶ ର ସ-ଶ-ସ୍ତ୍ର ବାହିନୀ ର ସମସ୍ତ ଖବର କୁ ପୋଷ୍ଟ କରାଯାଉଥିଲା ।
ୟୁକ୍ରେନ ରେ ଚାଲିଥିବା ଯୁଦ୍ଧ ସମ୍ପର୍କିତ ମିଥ୍ୟା ଖବର କୁ ଚ୍ୟାନେଲ ରେ ଦେଖାଉଥିଲେ । ତେବେ ଏହିସବୁ କାରଣରୁ ସରକାର ସେହି ଚ୍ୟାନେଲ ଗୁଡ଼ିକୁ ବ୍ଲକ୍ କରିଦେଇଛନ୍ତି । ଗତ ଜାନୟାରୀ ମାସ ରେ ମଧ୍ୟ ସରକାର ୩୫ଟି ୟୁଟ୍ୟୁବ ଚ୍ୟାନେଲକୁ ବ୍ଲକ୍ କରିଥିଲେ । ତେବେ ସେଥିରେ ପ୍ରାୟ ସମସ୍ତ ଚ୍ୟାନେଲ ଗୁଡ଼ିକ ପାକିସ୍ତାନ ରୁ ପରିଚାଳିତ ହେଉଥିଲା ଏବଂ ସେଥିରେ ଭାରତ ବିରୋଧୀ ଖବର ପ୍ରଚାର କରାଯାଉଥିଲା ।
ତେବେ ବନ୍ଧୁଗଣ ଯଦି ଆମର ଏହି ଲେଖାଟି ଆପଣଙ୍କୁ ପସନ୍ଦ ଆସିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ନେଇ ଆସିବୁ । ଧନ୍ୟବାଦ ।