ଭାଇରଲ ହେଲା ରସିକିଆ ସ୍କୁଲ ଅଧକ୍ଷ ଙ୍କ କଲ ରେକର୍ଡ । ଶୁଣ Call Record…

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ, ଭା-ଇ-ରା-ଲ୍ ହେଲା କଳାହାଣ୍ଡି ସ୍କୁଲ ର ଅଧକ୍ଷା ଙ୍କ ଅଡିଓ ରେକର୍ଡ । ଯାହା ଜାଣିଲେ ଆଶ୍ଚର୍ୟ୍ଯ ହୋଇଯିବେ ।ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

ଆଜିର ଶିକ୍ଷିତ ସମାଜ ଅ-ବ-କ୍ଷ-ୟ ଅବସ୍ଥା ରେ ପହଞ୍ଚିଲାଣି ।ଆଜି କାଲି ଦୁନିଆ କେତେ ପରିମାଣ ରେ ଜାଲ ହୋଇ ଗଲାଣି ତାହା ଜାଣିବା ଖୁବ୍ କଷ୍ଟ କର । ଆଜି କାଲି ଦୁନିଆରେ ସବୁ କିଛି ଦଲାଲ କାମ ଚାଲିଛି । ଏଠି ଭଦ୍ର ମୁଖ ତଳେ ବହୁତ୍ ବେଶୀ ଅ-ଭ-ଦ୍ର ଭି ବୁଲୁଛନ୍ତି ଯାହାଙ୍କୁ ଆପଣ ବୁଝି ପାରିବା ଖୁବ୍ କଷ୍ଟ କର । ଆମେ ସମସ୍ତେ କିଛି ନା କିଛି ଅର୍ଥ ଉପାର୍ଜନ କରୁଛୁ ଆଉ ଆମ ଅର୍ଥ ଉପାର୍ଜନ କରିବା ପାଇଁ ବହୁତ୍ ଗୁଡ଼ିଏ ଭଲ କାର୍ଯ୍ୟ ମଧ୍ୟ ରହିଛି । 

 

ହେଲେ ଆହୁରି କିଛି ଲୋକ ମଧ୍ୟ ଅଛନ୍ତି ଯେଉଁମାନେ କି ରାତା ରାତ ଧନୀ ହେବା ପାଇଁ ବହୁତ୍ କିଛି କରି ଦେଉଛନ୍ତି । ନିଜର ଦେହ କୁ ଭି ସେ ରୂପ ରାଇଜ ରେ ବିକ୍ରି କରିଦେଉଛନ୍ତି ରୂପ ଯିବି ମାନଙ୍କୁ । ନିଜ ଦେହ କୁ ଭି ଟଙ୍କା ରେ ତୁଳନା କରି କିଛି ସମୟ ପାଇଁ ହେଉ କି ଗୋଟିଏ ରାତି ପାଇଁ ହେଉ ବିକ୍ରି କରିଦେଉଛନ୍ତି । କିନ୍ତୁ ଆରକ୍ଷୀ ଅଧିକାରୀ ଏହିପରି ବେଆଇନ କାର୍ଯ୍ୟ କରିବାକୁ ସମ୍ପୂର୍ଣ ରୂପେ ବାରଣ କରୁଛନ୍ତି ।

 

କଳାହାଣ୍ଡି ଜିଲ୍ଲାର, ସୂଚନା ଅନୁଯାୟୀ କଳାହାଣ୍ଡି ସନସାଇନ୍ ପବ୍ଲିକ୍ ସ୍କୁଲ ଅଧ୍ୟକ୍ଷ୍ୟା ମମିତା ମେହେର ନିଖୋଜ ଅଛନ୍ତି। ଭାଇରାଲ ହେଉଛି ଗୋଟିଏ ପରେ ଗୋଟିଏ ଅଡିଓ କଲ୍ ।ସୋ-ସି-ଆ-ଲ ମି-ଡ଼ି-ଆ-ରେ ଏକ ଅଡିଓ ରେକର୍ଡ ମଧ୍ୟ ଭା-ଇ-ରା-ଲ୍ ହୋଇଥିଲା, ଯେଉଁଥିରେ ଅନେକ ଗୋପନ କଥାର ଖୁଲାସା କରିଥିଲେ ମମିତା। ତେବେ ଘଟଣାଟି ଥିଲା କି ସ୍କୁଲର ପ୍ରେସିଡେଣ୍ଟ ଗୋବିନ୍ଦଙ୍କ କଳାକାରନାମାର ପର୍ଦ୍ଧାଫାସ୍ କରିବାକୁ କହିଥିଲେ ସ୍କୁଲର ପ୍ରିନ୍ସିପାଲ୍।  ଗୋଟିଏ ପରେ ଗୋଟିଏ ଘଟଣା ର ଖୁଲାଶା ହେଉଛି । 

 

ଘଟଣା ହେଇଛି କି ପ୍ରେସିଡେଣ୍ଟ ଡାକି ଥିଲେ ସେହି ଝିଅ କୁ ଆହୁରି କହିଥିଲେ ମଧ୍ୟ ମୁଁ  କହିଛି ବୋଲି କହିବୁନି । ସେଇ ଝିଅ ଟି ମଧ୍ୟ ଭାବିଲା କି କଣ ପାଇଁ କହିବିନି । ଯଦି ଏହି କଥା ଟି ପରେ କୌଣସି ଅ-ସୁ-ବି-ଧା କରେଇ ପାରେ ଝିଅ ଜଣଙ୍କ କହିଛନ୍ତି କି ମୋ ହିସାବ ରେ ସେ ମିଟିଂ ପାଇଁ ଡାକିଥିଲେ କିନ୍ତୁ ମମିତା ମେମ୍ କହିଥିଲେ ଅଧ ରାସ୍ତା ରୁ ପ୍ରେସିଡେଣ୍ଟ ନେଇ ଆସିବେ ବୋଲି । ସେହି ଝିଅ ମଧ୍ୟ କହିଛନ୍ତି କି ପ୍ରେସିଡେଣ୍ଟ ସାର ସବୁ ଝିଅ ଙ୍କ ସହିତ ଖରାପ ସମ୍ପର୍କ ରଖନ୍ତି ଓ ଖରାପ କାର୍ଯ୍ୟ କରନ୍ତି । ଗୋଟିଏ କଥା ମାମ୍ ଭି ଜାଣିଥିଲେ ସେଇଠି ପାଇଁ ଭି ସେ ତାଙ୍କୁ ଟକ୍କର ଦେଇଥିଲେ ଓପନ୍ ଚାଲେଞ୍ଜ ଦେଇଥିଲେ ତୋତେ ବ-ର୍ବା-ଦ୍ କରି ଦେବି ଦୁଇ ଦିନ ଆଗରୁ ଚ୍ୟାଲେଞ୍ଜ କରିଥିଲେ ଯେଉଁ ଖେଳ ଖେଲିବୁ ସମସ୍ତଙ୍କ ସାମ୍ନା କୁ ଆଣିବି ।  ଏହି ଛାତ୍ରୀ ମାନେ ପ୍ଲାନିଂ କରି ଏହି କଥା ଗୁଡ଼ିକୁ ଭା-ଇ-ରା-ଲ୍ କରିବେ ବୋଲି ଭାବିଥିଲେ ଓ ସେହି କଥା ମଧ୍ୟ କହିଥିଲେ ।

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *