କଳିଯୁଗ ର ଜ୍ୱଳନ୍ତ ଉଦାହରଣ | ଅଷ୍ଟପ୍ରହରୀ ରେ Tip Tip Barsa Pani ସୁର ସହିତ ରାସନୀଳା | ଦେଖନ୍ତୁ Video…

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,”ଟିପି ଟିପି ବର୍ଷା ପାନି” ଗୀତର ସୁରରେ କୀର୍ତ୍ତନ କଲେ ପୁରୁଷ ଓ ମହିଳା।ଆସନ୍ତୁ ଜାଣିବା ସମ୍ପୂର୍ଣ ଖବର।

ଆସନ୍ତୁ ଜାଣିବା ସମ୍ପୂର୍ଣ ଖବର।ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ।

 

ଆପଣ ମାନେ ତ ଜାଣିଥିବେ ଆଜି ର ଏହି ଦୁନିଆରେ ଲୋକ ମାନଙ୍କ ପାଇଁ ଅନଲାଇନ୍ ର ଆବଶ୍ୟକତା କେତେ ମାତ୍ରା ରେ ରହିଛି, ଏବଂ ଏହି ଯୁଗ କୁ ଅନଲାଇନ ର ଯୁଗ ବୋଲି କହିଲେ ବି କିଛି ଭୁଲ୍ ହେବ ନାହିଁ। ଆଜିକାଲି ଛୋଟ ପିଲା ଙ୍କ ଠାରୁ ଆରମ୍ଭ କରି ବୟସ୍କ ବ୍ୟକ୍ତି ଙ୍କ ପର୍ଯ୍ୟନ୍ତ ସମସ୍ତେ ଅନ୍ଲାଇନ୍ ସହ ଯୋଡିତ ଅଛନ୍ତି। ତେବେ ସୋସିଆଲ୍ ମିଡିଆରେ ପ୍ରତ୍ୟେକ ଦିନ ହଜାର ହଜାର ଖବର, ଭିଡିଓ ଆଦି ଦେଖିବାକୁ ମିଳିଥାଏ।ଅନେକ କିଛି ଭିଡିଓ, ଖବର ଏପରି ଥାଏ କି ଯାହାକୁ ଦେଖିଲେ ଲୋକମାନେ ଆଶ୍ଚର୍ଯ୍ୟ ହୋଇ ରହି ଯାଆନ୍ତି। 

 

ଏବେ ମଧ୍ୟ ସେହିଭଳି ଏକ ଆଶ୍ଚର୍ଯ୍ୟ କରିଦେବା ଭଳି ଭିଡିଓ ଦେଖିବାକୁ ମିଳିଛି। ଆପଣମାନେ ତ ନିଶ୍ଚିତ ଭାବେ କୀର୍ତ୍ତନ ଦେଖିଥିବେ, ଆଉ ଏବେ ତ ଆଧୁନିକ ଭାବରେ କୀର୍ତ୍ତନ ଦେଖିବାକୁ ମିଳୁଛି। ଏହି କୀର୍ତ୍ତନ ସୋସିଆଲ ମିଡ଼ିଆରେ ଦେଖିବାକୁ ମିଳିଛି। ଜଣେ ପୁରୁଷ ଓ ନାରୀ ଆଲବମ୍ ନାଚ ଭଳି କୀର୍ତନ କରୁଛନ୍ତି। ଅଭିନୟ କରିଥିବା ଲୋକମାନେ ଭଲ ଭଲ ପୋଷାକ ପିନ୍ଧି କୀର୍ତ୍ତନ କରୁଛନ୍ତି।ତେବେ ସେମାନେ “ଟିପି ଟିପି ବର୍ଷା ପାନି” ଗୀତର ସୁରରେ କୀର୍ତ୍ତନ କରୁଛନ୍ତି।

 

ହରେ ରାମ ହରେ ରାମ ଗୀତରେ ସମସ୍ତେ ଝୁମିବାକୁ ଲାଗିଛନ୍ତି।ଛୋଟ ପିଲାଠାରୁ ବୁଢା ପର୍ଯ୍ୟନ୍ତ ସମସ୍ତ ଲୋକ ଏହାକୁ ଦେଖିବାକୁ ଆସିଛନ୍ତି।ହରେ କୃଷ୍ଣ ଗୀତକୁ ସେମାନେ ଏକ ଅଭିନବ ଉପାୟରେ ଗାଉଛନ୍ତି।ଯାହା ଅନେକ ଲୋକଙ୍କୁ ପସନ୍ଦ ଆସିଛି।ଅନେକ ଲୋକ ଏହାର ପ୍ରଶଂସା ମଧ୍ୟ କରିଛନ୍ତି।ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ବହୁତ ଚର୍ଚ୍ଚାରେ ରହିଛି।ଅନେକ ଲୋକ ଏହି ଭିଡିଓକୁ ଦେଖୁଛନ୍ତି।

 

ହରେ ରାମ ଗୀତକୁ ଏକ ଅଭିନବ ଉପାୟରେ ଗାଇ ଏବେ ଚର୍ଚ୍ଚାରେ ଅଛନ୍ତି। ବଲିଉଡ୍ ର ଏକ ବହୁତ ଚର୍ଚ୍ଚିତ ଗୀତ”ଟିପି ଟିପି ବର୍ଷା ପାନି” ଗୀତର ସ୍ବରରେ ସେମାନେ ଏହାକୁ ଗାଇଛନ୍ତି।ଲୋକମାନେ ଦେଖିବା ପାଇଁ ବହୁତ ଭିଡ଼ ଜମାଇଛନ୍ତି।ତେବେ କିଛି ଲୋକ ଏହାକୁ ପସନ୍ଦ କରୁଥିବାର ଦେଖିବାକୁ ମିଳିଥିବା ବେଳେ ଅନେକ ଲୋକ ଏହାକୁ ଅପସଂସ୍କୃତି ବୋଲି ମଧ୍ୟ କହୁଛନ୍ତି,ତେବେ ଧୀରେ ଧୀରେ ଆମ ସଂକୃତି ଆଧୁନିକ ଆଡକୁ ଗଲାଣି ବୋଲି ମଧ୍ୟ କହୁଛନ୍ତି।

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *