ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ସାବଧାନ ଏପ୍ରିଲ 14ରେମାଡି ଆସୁଛି ଭୟଙ୍କର ମହା ବିପଦ । ତେବେ ଆସନ୍ତୁ ଜାଣିବା ମାଳିକାରେ କଣ ଉଲ୍ଲେଖ ଅଛି । ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ।
ସାଧାରଣତଃ ବର୍ତ୍ତମାନ ସମୟର ଏହି ଅତ୍ୟାଧୁନିକ ସମାଜରେ ମନୁଷ୍ୟ ଆଧୁନିକତାର ବଶବର୍ତ୍ତୀ ହୋଇ ପୌରାଣିକ ତଥ୍ୟ ବା ଶାସ୍ତ୍ରଗତ ସୂଚନାକୁ ବିଶ୍ୱାସ ନକରି ଉପେକ୍ଷା କରିଥାଏ । ତେବେ ସାଧାରଣରେ ଏହାକୁ ଉପେକ୍ଷା କରିବା ବା ଅବିଶ୍ୱାସ କରିବା ଯଥାର୍ଥ ଅଟେ । କାରଣ ପୂର୍ବରୁ ଆମେ ମାଳିକା ବଚନରେ ସାତ ଦିନ ସାତ ରାତି ଅନ୍ଧାର ହେବ ବୋଲି ସୂଚନା ପାଇଥିଲୁ । ପରନ୍ତୁ ଆଜି ପର୍ଯ୍ୟନ୍ତ ତାହା ଘଟିନାହିଁ । ତେଣୁ ଆଜିର ଆଧୁନିକ ମଣିଷ ଅନେକାଂଶରେ ଏହି ମାଳିକା ବଚନକୁ ବିଶ୍ୱାସ କରୁନାହାନ୍ତି ।
କିନ୍ତୁ ମହାପୁରୁଷ ଅଚ୍ୟୁତାନନ୍ଦ ଯେଉଁ ୧ ଲକ୍ଷ ୮୫ ଖଣ୍ଡ ଉପନ୍ୟାସ ଓ ଗ୍ରନ୍ଥ ଲେଖି ଯାଇଛନ୍ତି । ଯଦିଓ ଏହାକୁ ଅନେକ ମାନିବାକୁ ରାଜି ନଥିଲେ ବି ଏହି ଘଟଣା ସବୁ ସତ । ତେଣୁ ଏହାକୁ ବୁଝି ବିଚାରି ନିଜକୁ ସତର୍କ କରାଇବା ସହ ନିଜ କର୍ମକୁ ଠିକ୍ କରିବା ଆବଶ୍ୟକ । ତେବେ ଆମେ ପୁଣି ଆଜି ସେହି ମାଳିକା ବିଷୟରେ ଆଲୋଚନା କରିବା । ଆପଣମାନେ ଜାଣିଛନ୍ତି ଯେ ଦୀର୍ଘ ବର୍ଷ ପୂର୍ବେ ମାଳିକାରେ ଅନେକ ଜିନିଷ ଏମିତି ବର୍ଣ୍ଣିତ ହୋଇଛି ଯାହା ବର୍ତ୍ତମାନ ଏବଂ ଆଗାମୀ ଭବିଷ୍ୟତ ମାନଙ୍କରେ ସତ ଘଟିବା ପାଇଁ ଯାଉଛି ଏବଂ ଘଟୁଛି ।
ତେବେ ଏହି ପାପ, ଅନୀତି ଭରା ସଂସାରରେ ଆମେ ସତ୍ ମାର୍ଗରେ ନିଜକୁ ପରିଚାଳିତ କରିବା ଆବଶ୍ୟକ । ଜଣେ ମାଳିକା ଗବେଷକ ପଣ୍ଡିତ ପ୍ରଦୀପ କୁମାର ପାଣି ମାଳିକା ରେ ବର୍ଣ୍ଣିତ ଥିବା କିଛି ବିଷୟବବସ୍ତୁ ର ବର୍ଣ୍ଣନା କରିଛନ୍ତି । ସେ ଏହା କହିଛନ୍ତି ଯେ ,୨୦୨୧ ମସିହା ଯାଏଁ ଯାହା ସବୁ ଗବେଷଣା କରା ଯାଇଥିଲା, ଯାହା ମାଳିକାରେ ବର୍ଣ୍ଣନା ଥିଲା ତାହା ସତ ହୋଇଛି ଏବଂ ଆଗକୁ ମଧ୍ୟ ହେବ । ସେ କହିଛନ୍ତି ଯେ ଭବିଷ୍ୟତ ରେ ଚୀନ୍ ଓ ଭାରତ ମଧ୍ୟରେ ଯୁଦ୍ଧ ହେଲେ ଋଷ ଓ ଆମେରିକା ଭଳି ଶକ୍ତିଶାଳୀ ଦେଶ ଭାରତ କୁ ସାହାଯ୍ୟ କରିବେ ।ସେ କହିବାକୁ ଯାଇ କହିଥିଲେ ଯେ ମନୁଷ୍ୟ କେବେ ହେଲେ ସାଧାରଣ ନୁହଁ ।
ତାହାର ଉଦାହରଣ ଦେଇ କହିଥିଲେ ସେ ଯେପରି ପାଉଁଶ ତଳେ ନିଆଁ ଥାଏ ଫୁଙ୍କି ଦେଲେ ଜଳି ଉଠେ ସେଇଭଳି ମନୁଷ୍ୟର ଜ୍ଞାନଦୋୟ ହୋଇ ଗଲେ ଭଗବତ୍ ସତ୍ତାକୁ ପୂର୍ଣ୍ଣ ରୂପରେ ଉପଲବ୍ଧି କରିପାରେ । ଇଶ୍ୱରଙ୍କ ଅଂଶ ବିଶେଷ ହେଉଛି ଜୀବାତ୍ମା । ତାଙ୍କ କହିବା ଅନୁସାରେ ୨୦୨୪ ମସିହା ଭିତରେ ୩ଟି ବଡ଼ ବାତ୍ୟା ଆସିବ । କାରଣ ଜଳ ଓ ବାୟୁର ପ୍ରକୋପ ଅଛି । ୨୦୨୩ ମସିହା ରେ ସମ୍ପୂର୍ଣ ଶସ୍ୟ ହାନି ଆସୁଛି।୨୦୨୮ ମସିହା ମାର୍ଚ୍ଚ ମାସର ୨୪ ତାରିଖ ଶୁକ୍ରବାର ଚୈତ୍ୟ ମାସ, କୃଷ୍ଣ ପକ୍ଷ, ଚତୁର୍ଦ୍ଦଶୀ ରେ ଏହି ଅନ୍ଧକାର ମାଡ଼ି ଆସିବ ବୋଲି ସେ କହିଛନ୍ତି ।
ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।