ବନ୍ଧୁଗଣ ଏପ୍ରିଲ 14 ତାରିଖ ରେ ମହା ବିଷୁବ ସଂକ୍ରାନ୍ତି ଯାହାକୁ ମଧ୍ୟ ପଣା ସଂକ୍ରାନ୍ତି ବୋଲି କୁହାଯାଇଥାଏ । ଏହି ଦିନ ଠାରୁ ଏହି 5 ଗୋଟି ରାଶି ର ଭାଗ୍ୟ ବଦଳିବାକୁ ଯାଉଅଛି। ପ୍ରଭୁ ହନୁମାନ ଙ୍କ କୃପା ରୁ ଏମାନଙ୍କ ଭାଗ୍ୟ ର ଦ୍ଵାର ଖୋଲିବାକୁ ଯାଉଅଛି । ଏମାନଙ୍କ ଭାଗ୍ୟ ର ଦୀପ ଜଳିବାକୁ ଯାଉଅଛି । ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା ସେହି 5 ଗୋଟି ରାଶି ମାନଙ୍କ ବିଷୟରେ ।
ପ୍ରଥମ ରାଶି ଟି ହେଉଛି ମେଷ ରାଶି । ଏହି ରାଶି ବ୍ୟକ୍ତି ମାନଙ୍କ ପାଇଁ ରାଜଯୋଗ ସମୟ ଆସୁଅଛି ।ପୂର୍ବରୁ ଥିବା ସମସ୍ୟା ବର୍ତ୍ତମାନ ଦୂର ହୋଇଯିବ । ଆପଣଙ୍କୁ ନୂଆ ଅବସର ପ୍ରାପ୍ତ ହେବ । ସମସ୍ତ କାର୍ଯ୍ୟ ରେ ଉନ୍ନତି ହେବ । ଆପଣ ନୂଆ ନୂଆ ଲୋକ ଙ୍କ ସହ ସାକ୍ଷାତ କରିବେ ,ଯାହାକି ଆପଣଙ୍କୁ ସଠିକ୍ ଦିଗ ଦେଖାଇବ । ବ୍ୟାପାରି ମାନଂକ ପାଇଁ ଦିନ ଗୁଡ଼ିକ ଅତ୍ୟନ୍ତ ଶୁଭ ସାବ୍ୟସ୍ତ ହେବ। ଧନ ର ବର୍ଷା ହେବାର ଯୋଗ ବନୁଅଛି ।
ଦ୍ଵିତୀୟ ରେ ହେଉଛି ବୃଷ ରାଶି ।ବୃଷ ରାଶି ର ବ୍ୟକ୍ତି ମାନଂକ ପାଇଁ ଏହି ରାଜଯୋଗ ଖୁବ୍ ଭଲ୍ ରହିବ । ଏମାନଙ୍କ ଭାଗ୍ୟ ର ଦ୍ଵାର ଖୋଲିଯିବ । ଶୁଭ ସମୟ ଆରମ୍ଭ ହେବାକୁ ଯାଉଅଛି । ଆପଣଙ୍କ ର ଯଦି କିଛି ନୂଆ ଯୋଜନା ଅଛି ତାହେଲେ ତାହା ଉପରେ କାମ କରିବା ଆରମ୍ଭ କରି ଦିଅନ୍ତୁ । ପ୍ରଭୁ ହନୁମାନ ଙ୍କ କୃପା ଆପଣଙ୍କ ଉପରେ ସବୁବେଳେ ରହିବ । ଚାକିରି କ୍ଷେତ୍ର ରେ ଥିବା ବ୍ୟକ୍ତି ଙ୍କୁ ଭଲ ଲାଭ ମିଳିବ ।
ତୃତୀୟ ରାଶି ହେଉଛି ସିଂହ ରାଶି । ଏହି ରାଶି ର ବ୍ୟକ୍ତି ମାନଂକ ପାଇ ଧନ ଲାଭ ର ଯୋଗ ବନୁଅଛି ।ବ୍ୟାପାରୀ ମାନଂକ ପାଇଁ ବ୍ୟାପାର କ୍ଷେତ୍ର ରେ ଧନ ଲାଭ ର ସମ୍ଭାବନା ବନୁଅଛି । ଆପଣ ବହୁତ୍ ଦିନରୁ ଅପେକ୍ଷା କରିଥିବା କାର୍ଯ୍ୟ ରେ ସଫଳତା ହାସଲ କରିବେ । ଆପଣଙ୍କ ଆର୍ଥିକ ସ୍ଥିତି ସୁଦୃଢ଼ ହୋଇଯିବ ।ଭାଗ୍ୟ ର ସଂପୂର୍ଣ୍ଣ ସହଯୋଗ ପ୍ରାପ୍ତ ହେବ ।
ଚତୁର୍ଥ ରାଶି ଟି ହେଉଛି ତୁଳା ରାଶି । ଏମାନଙ୍କୁ ବହୁତ୍ କମ୍ ସମୟ ରେ ସଫଳତା ପ୍ରାପ୍ତ ହେବ ।ଆଗାମୀ ସମୟ ଆପଣଙ୍କ ପାଇଁ ବହୁତ୍ ଖୁସିପୂର୍ଣ୍ଣ ରହିବ ।କେବେବି ଆପଣଙ୍କୁ ଧନ ର ଅଭାବ ଦେଖା ଦେବ ନାହିଁ । ପ୍ରଭୁ ହନୁମାନ ଙ୍କ କୃପା ଆପଣଙ୍କ ଉପରେ ସବୁବେଳେ ରହିବ ।
ପଞ୍ଚମ ରାଶି ଟି ହେଉଛି କୁମ୍ଭ ରାଶି । ଆଗାମୀ ସମୟ ଆପଣଙ୍କ ପାଇଁ ବହୁତ୍ ଭଲ ରହିବ । ପୂର୍ବରୁ କରିଥିବା ପରିଶ୍ରମର ଫଳ ଆପଣଙ୍କୁ ପ୍ରାପ୍ତ ହେବ । କାର୍ଯ୍ୟ ରେ ବହୁତ୍ ଜଲ୍ଦୀ ସଫଳତା ମିଳିବ ।ବ୍ୟବସାୟ କ୍ଷେତ୍ର ରେ ଲାଭବାନ୍ ହେବେ । ଆର୍ଥିକ ସମସ୍ୟା ଦୂର ହେବ ।